-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ବିଶାଳ ଆଧ୍ୟାତ୍ମିକ ଶୋଭା ଯାତ୍ରା ସହ ଶ୍ରୀ ବଡ଼ ଗୋପାଳ ଜି ଙ୍କ ମନ୍ଦିର ବିଜେ*- *ଭବ୍ୟ ସ୍ବାଗତ କଲେ ସହର ବାସୀ*-

25-Jan-2026



(ମନୋରଞ୍ଜନ ତ୍ରିପାଠୀ)
 ଦୀର୍ଘ ୪୨ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରୀ ଶ୍ରୀ ବଡ଼ ଗୋପାଳ ଜୀ ମହାପ୍ରଭୁଙ୍କ ଆଜି ରାଜା ଉଆସ ସମ୍ଭୁଖରେ ଥିବା ନିଜସ୍ଵ ମନ୍ଦିର କୁ ବିଜେ କରିଛନ୍ତି l  ଜିଲ୍ଲା କୋଷା ଗାର ରେ ପୂଜା ଆଳତୀ ପରେ ନାମ କିର୍ତ୍ୟନ୍ୟ ହଜାର ଭକ୍ତଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରା ରେ ସୁବର୍ଣ୍ଣପୁର ସହର ପରିକ୍ରମା କରିଥିଲେ ମହାପ୍ରଭୂ l ଏଇ ମନୋରମ ଦୃଶ୍ୟ ପ୍ରଭୁ ଙ୍କୁ ଦର୍ଶନ ଓ ପ୍ରଭୁ କୃପା ଲାଭ ପାଇଁ ଆଜି ମହାପ୍ରଭୁଙ୍କୁ ସହର ର ପ୍ରତି ଛକ ରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ବାରା  ଆଳତି ସହ ପୂଜା ଅର୍ଚ୍ଚନା ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇ  ଭବ୍ୟ ସ୍ଵାଗତ କରାଯାଇଛି। ପ୍ରଭୁଙ୍କୁ ଦର୍ଶନ ପାଇଁ ସହରରେ ପ୍ରବଳ ଭିଡ଼ ଲାଗିରହିଥିଲା। ଶ୍ରୀ ଗୋପାଳ ଜି ମନ୍ଦିର କମିଟି ର ମୁଖ୍ୟ ତଥା ପୁରୀ ମହନ୍ତ ଶ୍ରୀ ବଂଶୀ ଧର ଦାସ ମହାରାଜ, ସୋନପୁର ଉପ ଜିଲ୍ଲାପାଳ ଡ଼ ସୌମ୍ୟ ରୂପା ରଥ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ଶୋଭା ଯାତ୍ରା ସହର ପରିକ୍ରମା କରା ଯାଇଥିଲା l ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଏସଡିପିଓ ରେଣୁକା ସୁନାଙ୍କ ତତ୍ୱାବଧାନ ଓ ଥାନା ଅଧିକାରୀ ଯାଦବ ବାଘ ଓ ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତିରେ ଶୋଭାଯାତ୍ରା ଓ ମନ୍ଦିରର ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା  କରାଯାଇଥିଲା l ଜିଲ୍ଲା କୋଷାଗାରରୁ ମହାପ୍ରଭୂ ଶୋଭାଯାତ୍ରା ରେ ବାହାରିବା ପରେ ପ୍ରଥମେ ଘୋଡ଼ାଘାଟପଡ଼ା କଇଁଥ ତଳ ଛକ ଠାରେ ଶହ ଶହ ମହିଳା ଭକ୍ତ ଙ୍କ ଦ୍ବାରା ଆୟୋଜିତ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପୂଜା ଅର୍ଚ୍ଚନା ଓ ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା l ପରେ ପରେ ମହାରଣା ପଡା ଛକ, ମଝିପଡ଼ା ରାମଜୀ ମନ୍ଦିର ଛକ, ବିଜୁ ପଟ୍ଟନାୟକ ଛକ, ବଡ଼ ବଗିଚା ଛକ, ନୂଆପଡ଼ା ମେହେର ପଡ଼ା ଛକ, ଦୁର୍ଗା ମଣ୍ଡପ, ରାଧାକୃଷ୍ଣ ମନ୍ଦିର ଛକ , ଗୁଣ୍ଡିଚା ମନ୍ଦିର, ତେନ୍ତୁଳି ଘାଟ ଛକ ଓ ଟିକ୍ରିପଡା ଛକ ଠାରେ ଶ୍ରୀ ଗୋପାଳଜୀ ମହାପ୍ରଭୁ ଙ୍କୁ ପୂଜା ଅର୍ଚ୍ଚନା ଓ ଭୋଗ ଅର୍ପଣ କରି ସହରବାସୀ ଦର୍ଶନ ସହ ପ୍ରଭୁ କୃପା ଲାଭ କରିଥିଲେ l

ଶ୍ରୀ ଗୋପାଳଜୀ ଙ୍କ ମନ୍ଦିର ନିକଟସ୍ଥ ଗଡ ଭିତର ଠାରେ ପହଞ୍ଚିବା ପରେ ପ୍ରତି ଘର ଆଗରେ ପ୍ରଭୁ ଙ୍କୁ ପୂଜା କରା ଯାଇ ହରି ବୋଲ ହୁଳା ହୁଳି ସହ ସ୍ବାଗତ କରି ମହାପ୍ରଭୁ ଙ୍କୁ ମନ୍ଦିର ବିଜେ କରାଇଥିଲେ l 
ଆଜି ମହାପ୍ରଭୂ ଙ୍କ ଏହି ଅପୂର୍ବ ଓ ଦୁର୍ଲଭ ବେଶ ଦୃଶ୍ୟ କୁ ସହର ବାସୀ ଦର୍ଶନ ଲାଭ କରି ସୌଭାଗ୍ୟ ଅର୍ଜନ କରିଛନ୍ତି l ଆଜି ସନ୍ଧ୍ୟା ଠାରୁ ପୁଣି ପ୍ରଭୁ ଙ୍କ ମନ୍ଦିର ରେ ଭକ୍ତ ଙ୍କ ଖୁବ୍ ଭିଡ଼ ଲାଗି ରହିଥିବା ବେଳେ ଦୀର୍ଘ ବର୍ଷ ପରେ ସହର ବାସୀ ଆଜି ପ୍ରଭୁ ଙ୍କୁ ଦର୍ଶନ କରି ପାଖରେ ପାଇ ଉତ୍ ଫୁଲ୍ଲିତ ହୋଇ ଉଠିଛନ୍ତି l ଏହି ଶୋଭାଯାତ୍ରା କାର୍ଯ୍ଯ କ୍ରମ ରେ ଦେବୋତ୍ତର କମିଟି ସଦସ୍ୟ ଶ୍ରୀ ବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥୀ, ମନ୍ଦିର କମିଟି ସଦସ୍ୟ ରାମ ମହାପାତ୍ର, ସୀତାରାମ ମିଶ୍ର, ନୀଳକଣ୍ଠ ସାହୁ, ସୁର୍ଯ୍ୟ ପୁଝାରୀ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଦୀପକ ମହାପାତ୍ର, ଗୁରୁ ଦାସ ମିଶ୍ର, (ଲେକୁ) , ଅଜିତ ପୁଝାରୀ, କାମ୍ପାଲ ବାଗ, ଦିବ୍ୟ ଶଙ୍କର ପଟ୍ଟ ନାୟକ, ଶୁଭ୍ରାଂଶୁ ଶେଖର ମିଶ୍ର, ପ୍ରତୀସ ମିଶ୍ର, ତ୍ରିଲୋଚନ ତରିଆ, ରାଜେଶ ପ୍ରମୁଖ ଙ୍କ ସହ କମିଟି ର ସମସ୍ତ ସଦସ୍ୟ ଓ ସହର ର ବିଭିନ୍ନ ସ୍ବେଛାସେବୀ ସଂଗଠନ ସହଯୋଗ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like