-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
25-Jan-2026
(ଡୋଲେଶ୍ୱର ବାଗ)
ନୂଆପଡ଼ା ଜିଲ୍ଲା ସିନାପାଲି ନିବାସୀ ଭାଷାବିତ୍ ସୁସହିତିକ୍ ମହେନ୍ଦ୍ର କୁମାର ମିଶ୍ର ପାଇବେ ପଦ୍ମ ଶ୍ରୀ ସମ୍ମାନ ୨୦୨୬ ସମ୍ମାନିତ ହେବା ପାଇଁ ତାଙ୍କ ନାମ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ ପାଇଁ ତାଙ୍କ ନାମ ସୁପାରିଶ ହୋଇଥିଲେ। ତାଙ୍କୁ ଏହି ସମ୍ମାନ ପ୍ରଦାନ ଖବର ପ୍ରସାରିତ ହେବା ବେଳେ ଜିଲ୍ଲା ରେ ଖୁସିର ଖବର ଖେଳି ଯାଇଅଛି। ବିଭିନ୍ନ ମହଲ ରୁ ଶୁଭେଚ୍ଛା ବାର୍ତ୍ତା ହେଇଥିବା ବେଳେ ସେ ଅଞ୍ଚଳ ରେ ଶିକ୍ଷା, ଭାଷା ସାହିତ୍ୟ, ସଂସ୍କୃତି ଲୋକ ପରମ୍ପରା ଉପରେ କାର୍ଯ୍ୟ କରୁଛନ୍ତି।