-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
25-Jan-2026
ଲୋଇସିଂହା (ବିନୋଦ ଦୀପ)ଲୋଇସିଂହା ବ୍ଲକ ଅଧିନସ୍ଥ ବୁର୍ଡ଼l ଗ୍ରାମ ରେ ପାଟଣେଶ୍ୱରୀ ପାଠାଗାର ଶୁଭ ଉଦଘାଟନ ହୋଇଯାଇଛି l ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ମୁଖ୍ୟଅତିଥି ଭାବେ ଯୋଗଦେଇ ବୁର୍ଡ଼l ସରପଞ୍ଚ ସୁଦିପ ସା ଙ୍କ ଉପସ୍ଥିତି ରେ ଉକ୍ତ ପାଠାଗାର କୁ ଶୁଭ ଉଦଘାଟନ କରିଥିଲେ l ଏହି ଉଦ୍ଘାଟନୀ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସାଇଶଙ୍କର ସାହୁ, ଓମପ୍ରକାଶ ସାହୁ, ଜଗତପତି ଦାନୀ, ନିରୋଜ ସାହୁ, ଶିବ ବାଗ, ନରୋତ୍ତମ ସାହୁ, ରାଜେଶ ଚିନ୍ଦା, ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ, ବିଜେପି କାର୍ଯ୍ୟକର୍ତ୍ତା ସରୋଜ ସାହୁ, ଭୁତନାଥ ନାଏକ, ସୁନୀଲ ଦାସ, ନିରଜ ନାଗ ସମେତ ସମସ୍ତ ତଳିପଡ଼ା ବାସିନ୍ଦା ଏବଂ ବୁର୍ଡl ଗ୍ରାମବାସୀ ଉପସ୍ଥିତ ଥିଲେ l