-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||     

HOME   ଜିଲ୍ଲା

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ

19-Jan-2026



ପଦ୍ମପୁର (ପ୍ରେରଣା ଖବର)
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ମାନନୀୟା ଶ୍ରୀମତୀ ମମତା  ନାୟକ ଉପଖଣ୍ଡ ଥାନା ଭାରପ୍ରାପ୍ତ ଅଧିକାରୀ, ମୁଖ୍ୟ ବକ୍ତା ଭାବରେ ମାନନୀୟା ଶ୍ରୀମତୀ ତାପିନୀ ପଣ୍ଡା ଜୀବବିଜ୍ଞାନ ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର,ପୂର୍ବତନ ଅବିଭାବିକା ସୁଶ୍ରୀ  ମମତା ଗୁରୁ ଅର୍ଥନୀତି ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି  ଭାବରେ ମାନନୀୟା ଶ୍ରୀମତୀ ମୋନାଲିସା ସ୍ୱାଇଁ  ମାତୃ ଭାରତୀ ନିର୍ଦ୍ଦେଶିକା ,ଜୀବବିଜ୍ଞାନ  ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର,ଗୋଲାପୀ ବେହେରା  ଆଦର୍ଶ ଜେଜେମା ପ୍ରଭୃତି ମଞ୍ଚାସୀନ ଥିଲେ ।ମାତୃଭାରତୀର ସଦସ୍ୟାମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମା ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶ୍ରୀମତୀ ମୋନାଲିସା ସ୍ୱାଇଁ ଉଦ୍ଦେଶ୍ୟ କଥନ, ସପ୍ତଶକ୍ତିର ଜାଗରଣ,ନାରୀ ମଧ୍ୟରେ ଥିବା ୭ଟି ଶକ୍ତି,ଇତିହାସ ଓ ପୁରାଣରେ ନାରୀର ଭୂମିକା,ଦେଶର ବିଭିନ୍ନ କ୍ଷେତ୍ର ରେ ନାରୀର ଭୂମିକା,ନାରୀ ମଧ୍ୟରେ ଥିବା ଶକ୍ତି ର ଠିକ୍ ଉପଯୋଗୀତା,ଶ୍ରୀମତୀ ମମତା ନାୟକ ଶିଶୁର ସୁରକ୍ଷାରେ ପିତାମାତାଙ୍କ ଭୂମିକା,ଶିଶୁର ଚରିତ୍ର ଗଠନ ରେ ମାଆ ର ଭୂମିକା,ଟ୍ରାଫିକ ନିୟମ ପାଳନ ଓ ହେଲମେଟର ସଦୁପଯୋଗ ଉପରେ ମାର୍ଗଦର୍ଶନ କରିଥିଲେ ।ଶ୍ରୀମତୀ ମମତା ଗୁରୁ ଭାରତର ବିକାଶ ରେ ନାରୀର ଭୂମିକା,ସମାଜ ଓ ଶିଶୁ ଗଠନରେ ମାଆର ଭୂମିକା, ମୋବାଇଲ ବ୍ୟବହାରର କୁପ୍ରଭାବ,ଶିକ୍ଷାର ପ୍ରକୃତ ମହତ୍ତ୍ଵ,ବର୍ତ୍ତମାନ ପରିସ୍ଥିତିରେ ସଂଯୁକ୍ତ ପରିବାରର ଆବଶ୍ୟକତା, ନାରୀ ସଶକ୍ତିକରଣ ର ପ୍ରକୃତ ଅର୍ଥ,ବିଜ୍ଞାନର ଉନ୍ନତିରେ ମୁନି ଋଷିଙ୍କ ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ ।ଶ୍ରୀମତୀ ତାପିନୀ ପଣ୍ଡା କୁଟୁମ୍ବ ପ୍ରାବୋଧନରେ ନାରୀର ଭୂମିକା,ସ୍ୱଦେଶୀ ଜିନିଷର ବ୍ୟବହାର,ଶିଶୁର ଭଲ ଗୁଣ ପ୍ରତି ଧ୍ୟାନ ଦେବା,ଆଧ୍ୟାତ୍ମିକ ଶିକ୍ଷାର ବୈଜ୍ଞାନିକତା କର୍ମ ଓ ଜ୍ଞାନର ମହତ୍ତ୍ଵ, ନାରୀ ମଧ୍ୟରେ ସପ୍ତଶକ୍ତି ର ଜାଗରଣ,ନାରୀର ପ୍ରକୃତ ପରିଚୟ ଉପରେ ଆଲୋଚନା କରିଥିଲେ । ଭାରତୀୟ ସଂସ୍କୃତି ଉପରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମକୁ ମମତା ଗଡତିଆ  ଗୁରୁମା ପରିଚାଳନା କରିଥିଲେ ।ନବମ ଶ୍ରେଣୀର ଭଉଣୀମାନେ ବିରଙ୍ଗନାମାନଙ୍କ ଅଭିନୟ ପ୍ରଦର୍ଶନ କରିଥିଲେ ।ଶିଶୁ ଭାଇ ଭଉଣୀମାନେ ରାମାୟଣ ନୃତ୍ୟ ନାଟିକା ପ୍ରଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ମାତୃଭାରତୀକୁ  ସମ୍ବୋଧିତ କରି ନିଜ ଭିତରେ ଥିବା ସପ୍ତଶକ୍ତିକୁ ଜାଗ୍ରତ କରି ସମାଜର ଉନ୍ନତିରେ ସହଯୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ ।ମାତୃଭାରତୀର ସଭାପତି ଶ୍ରୀମତୀ ରୁକ୍ମଣୀ ସାହୁ ଅନୁଭୂତି କଥନ କହିଥିଲେ ।ଶ୍ରୀମତୀ  ସୁଜାତା ତ୍ରିପାଠୀ ଗୁରୁମା ସଂକଳ୍ପ କଥନ କହିଥିଲେ । ବିଦ୍ୟାମନ୍ଦିରରେ ୨୦୦ ଜଣ ଅଭିଭାବିକା ସପ୍ତଶକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଶ୍ରୀମତୀ ଚିତ୍ରା ଖର୍ସେଲ ଗୁରୁମା ସଂଯୋଜନା କରିଥିଲେ । ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମାଙ୍କ  ତତ୍ତ୍ଵାବଧାନରେ  ମାତୃଭାରତୀ ସଦସ୍ୟା ତଥା ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମପୁର:ତା.୧୮/୧:ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ସପ୍ତଶକ୍ତି ସଂଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ  ଭାରପ୍ରାପ୍ତ  ଉପଖଣ୍ଡ ଥାନା ଅଧିକାରୀ ଶ୍ରୀମତୀ ମମତା  ନାୟକ ,ମୁଖ୍ୟ ବକ୍ତା ଭାବରେ ଜୀବ ବିଜ୍ଞାନ ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଶ୍ରୀମତୀ ତାପିନୀ ପଣ୍ଡା , ଅର୍ଥନୀତି ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ସୁଶ୍ରୀ  ମମତା ଗୁରୁ  ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ମାତୃ ଭାରତୀ ନିର୍ଦ୍ଦେଶିକା ତଥା ଜୀବ ବିଜ୍ଞାନ ପ୍ରଧ୍ୟାପିକା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଶ୍ରୀମତୀ ମୋନାଲିସା ସ୍ୱାଇଁ , ଆଦର୍ଶ ଜେଜେ ମା ଗୋଲାପୀ ବେହେରା  ପ୍ରମୁଖ ମଞ୍ଚାସୀନ ଥିଲେ ।ମାତୃଭାରତୀର ସଦସ୍ୟାମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମା ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶ୍ରୀମତୀ ମୋନାଲିସା ସ୍ୱାଇଁ ଉଦ୍ଦେଶ୍ୟ କଥନ, ସପ୍ତଶକ୍ତିର ଜାଗରଣ,ନାରୀ ମଧ୍ୟରେ ଥିବା ୭ଟି ଶକ୍ତି,ଇତିହାସ ଓ ପୁରାଣରେ ନାରୀର ଭୂମିକା,ଦେଶର ବିଭିନ୍ନ କ୍ଷେତ୍ର ରେ ନାରୀର ଭୂମିକା,ନାରୀ ମଧ୍ୟରେ ଥିବା ଶକ୍ତି ର ଠିକ୍ ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ । ଶ୍ରୀମତୀ ମମତା ନାୟକ ଶିଶୁର ସୁରକ୍ଷାରେ ପିତାମାତାଙ୍କ ଭୂମିକା,ଶିଶୁର ଚରିତ୍ର ଗଠନ ରେ ମାଆ ର ଭୂମିକା,ଟ୍ରାଫିକ ନିୟମ ପାଳନ ଓ ହେଲମେଟର ସଦୁପଯୋଗ ଉପରେ ମାର୍ଗଦର୍ଶନ କରିଥିଲେ ।ଶ୍ରୀମତୀ ମମତା ଗୁରୁ ଭାରତର ବିକାଶ ରେ ନାରୀର ଭୂମିକା,ସମାଜ ଓ ଶିଶୁ ଗଠନରେ ମାଆର ଭୂମିକା, ମୋବାଇଲ ବ୍ୟବହାରର କୁପ୍ରଭାବ,ଶିକ୍ଷାର ପ୍ରକୃତ ମହତ୍ତ୍ଵ,ବର୍ତ୍ତମାନ ପରିସ୍ଥିତିରେ ସଂଯୁକ୍ତ ପରିବାରର ଆବଶ୍ୟକତା, ନାରୀ ସଶକ୍ତିକରଣ ର ପ୍ରକୃତ ଅର୍ଥ,ବିଜ୍ଞାନର ଉନ୍ନତିରେ ମୁନି ଋଷିଙ୍କ ଭୂମିକା ଉପରେ ଦିଗଦର୍ଶନ ଦେଇଥିଲେ ।ଶ୍ରୀମତୀ ତାପିନୀ ପଣ୍ଡା କୁଟୁମ୍ବ ପ୍ରାବୋଧନରେ ନାରୀର ଭୂମିକା,ସ୍ୱଦେଶୀ ଜିନିଷର ବ୍ୟବହାର,ଶିଶୁର ଭଲଗୁଣ ପ୍ରତି ଧ୍ୟାନ ଦେବା,ଆଧ୍ୟାତ୍ମିକ ଶିକ୍ଷାର ବୈଜ୍ଞାନିକତା କର୍ମ ଓ ଜ୍ଞାନର ମହତ୍ତ୍ଵ, ନାରୀ ମଧ୍ୟରେ ସପ୍ତଶକ୍ତି ର ଜାଗରଣ,ନାରୀର ପ୍ରକୃତ ପରିଚୟ ଉପରେ ଆଲୋଚନା କରିଥିଲେ । ଭାରତୀୟ ସଂସ୍କୃତି ଉପରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମକୁ ମମତା ଗଡତିଆ  ଗୁରୁମା ପରିଚାଳନା କରିଥିଲେ ।ନବମ ଶ୍ରେଣୀର ଭଉଣୀମାନେ ବିରଙ୍ଗନାମାନଙ୍କ ଅଭିନୟ ପ୍ରଦର୍ଶନ କରିଥିଲେ ।ଶିଶୁ ଭାଇ ଭଉଣୀମାନେ ରାମାୟଣ ନୃତ୍ୟ ନାଟିକା ପ୍ରଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ମାତୃଭାରତୀକୁ  ସମ୍ବୋଧିତ କରି ନିଜ ଭିତରେ ଥିବା ସପ୍ତଶକ୍ତିକୁ ଜାଗ୍ରତ କରି ସମାଜର ଉନ୍ନତିରେ ସହଯୋଗୀ ହେବା ପାଇଁ ପରାମର୍ଶ ଦେଇଥିଲେ ।ମାତୃଭାରତୀର ସଭାପତି ଶ୍ରୀମତୀ ରୁକ୍ମଣୀ ସାହୁ ଅନୁଭୂତି କଥନ କହିଥିବା ବେଳେ ଶ୍ରୀମତୀ  ସୁଜାତା ତ୍ରିପାଠୀ ଗୁରୁମା ସଂକଳ୍ପ କଥନ କହିଥିଲେ । ଏହି  କାର୍ଯ୍ୟକ୍ରମରେ ୨୦୦ ଜଣ ଅଭିଭାବିକା  ଉପସ୍ଥିତ ଥିବାବେଳେ ଶ୍ରୀମତୀ ଚିତ୍ରା ଖର୍ସେଲ ଗୁରୁମା ସଂଯୋଜନା କରିଥିଲେ । ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ମାତୃଭାରତୀ ସଦସ୍ୟା ତଥା ଗୁରୁମାମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026

You Might Also Like