-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ସପ୍ତମ ଲୋକ ମହୋତ୍ସବ ଦ୍ଵିତୀୟ ରଜନୀ ବହୁ ଆକର୍ଷଣୀୟ

21-Dec-2025



କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଲୋକ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟାରେ ୭ମ ବର୍ଷ ଲୋକ ମହୋତ୍ସବ ଡ଼ାଲଖାଇ ରସରକେଲି ମଇଳା ଜାଡୋ ଢାପ ଘୋଡ଼କା ଲୋକ ନୃତ୍ୟରେ ଜମକିଲା ମଞ୍ଚ  ।  ଯାହାକୁ ନେଇ ଉପଭୋକ୍ତାମାନେ ବିମୋହିତ ହୋଇଯାଥିଲେ, ପ୍ରଚଣ୍ଡ ଶୀତ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପଭୋଗ କରିଥିଲେ  ।  ଦର୍ଶକ ମାନଙ୍କ ଉତ୍ସାହିତକୁ ଦେଖି କଳାକାର ମାନେ ମଧ୍ୟ ମଞ୍ଚ ଛାଡ଼ିବା ପାଇଁ ଇଚ୍ଛା ନଥାଇ ସୁଦ୍ଧା ଅନ୍ୟ କଳାକାର ମାନଙ୍କ ପାଇଁ ଛାଡ଼ିବା ପାଇଁ ପଡୁଥିଲା  ।  
      ଏହି ଦ୍ଵିତୀୟ ରଜନୀରେ ୨୦ ହଜାର ଉର୍ଦ୍ଧ୍ୱ ସଂଖ୍ୟାରେ ଦର୍ଶକମାନେ ସାମିଲ ହୋଇ ଲୋକ ମହୋତ୍ସବକୁ ଉପଭୋଗ କରିଥିଲେ  ।  ଦ୍ଵିତୀୟ ରଜନୀରେ ଦର୍ଶକମାନଙ୍କୁ ସାନ ଓ ବଡ଼ଙ୍କ ଢାପ ଘୋଡ଼କା ଆକର୍ଷଣୀୟ ହୋଇଥିଲା, ସେପଟେ ପ୍ରଚଣ୍ଡା ଶୀତ ରାତିରେ ସଙ୍ଗୀତ ପରିବେଷଣ ଦେଖିବା ପାଇଁ ଦର୍ଶକ ମାନଙ୍କୁ ଉତ୍ସାହିତ ଦେଖି ଲାଗୁଥିଲା ଯେମିତି କି ଶୀତ ଆଉ ନାହିଁ ଭଲି । ତୃତୀୟ ସନ୍ଧ୍ୟାରେ ଆହୁରି ପ୍ରବଳ ସମାଗମ ହେବାର ସମ୍ଭାବନା ରହିଥିବା ବେଳେ, ଏହି ଦ୍ଵିତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ଲୋକ ମହୋତ୍ସବର ପ୍ରତିଷ୍ଠାତା ଶ୍ରୀ ଅଜୟ ଦାସ ଯୋଗ ଦେଇଥିଲେ, ସମାନିତ ଅତିଥି ଭାବରେ କଣ୍ଟାବାଞ୍ଜି ନଗରପାଳ ଶ୍ରୀ ବରିୟମ ସିଂ ସାଲୁଜା, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ହରିବନ୍ଧୁ ମେହେର, ଅବସରପ୍ରାପ୍ତ ଆର୍ମୀ ତଥା ବିଜୁ ଜନତା ଦଳର ଯୁବ ନେତା ଶ୍ରୀ ଗିରି ରାଜ ସିଂ ମାଝି ଯୋଗ ଦେଇଥିଲେ  । ଲୋକ ମହୋତ୍ସବ କମିଟିର ସଭାପତି ଶ୍ରୀ ଅଶୋକ ଦାସ, ସାଧାରଣ ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ଯୋଶୀ, କାର୍ଯ୍ୟକାରୀ ସଭାପତି ବିନୟ ବିଭାର, ଉପାଦକ୍ଷ ଶ୍ରୀ ଦେବରାଜ ଯାଦବ, ସାଂସ୍କୃତିକ ଉପ-ସଭାପତି ଶ୍ରୀ ଜଗମହନ ତାଣ୍ଡି ପ୍ରମୁଖ ଅତିଥି ମାନଙ୍କ ସହ ମଞ୍ଚାସୀନ ରହିଥିବା ବେଳେ, ମଞ୍ଚ ପରିଚାଳନା କରିଥିଲେ ଆଇନଜୀବୀ ମନୋଜ କୁମାର ଦାସ  ।  
        ପ୍ରଥମ ରଜନୀରେ ମଧ୍ୟ ଦର୍ଶକ ମାନଙ୍କ ମନ ମୋହିଥିଲେ ଅନ୍ତରାଜ୍ଯ ପ୍ରସିଦ୍ଧ ଆଦିମ ବିଚାରର କଳାକାର ସଙ୍କର ବେହେରା ଓ ତାଙ୍କର ଟିମ କଣ୍ଟାବାଞ୍ଜି ଲୋକ ମହୋତ୍ସବ ମଞ୍ଚକୁ ଦ୍ଵିତୀୟ ସନ୍ଧ୍ୟାରେ ମଧ୍ୟ ଧୂଳି ଉଡ଼େଇ ଦେଇଥିଲେ ।  ସେହିପରି ରାଜ୍ୟର ପ୍ରସିଦ୍ଧ କଳାକାର ସାନ ଓ ବଡ଼ଙ୍କ ଢାପ ଘୋଡ଼କା ନାଚ ଦେଖିବାକୁ ଲୋକଙ୍କ ମନରେ ଅପେକ୍ଷା ହେଉ ନଥିଲା, ଯେତେବେଳେ ସାନ ଓ ବଡ଼ଙ୍କ ଢାପ ଘୋଡ଼କା ନାଚ ମଞ୍ଚକୁ ପ୍ରବେଶ କରିଥିଲା, ଦର୍ଶକ ମାନଙ୍କ ଉତ୍ସାହିତ ଦେଖିବା ଯୋଗ୍ୟ ରହିଥିଲା  ।  ତଥା କଣ୍ଟାବାଞ୍ଜିର ପ୍ରମୋଦ ବେହେରା ପେସାରେ ମାଛ ବ୍ୟାପାରି କିନ୍ତୁ ଜଣେ କଳାକାର ମଧ୍ୟ, ସେ ମଧ୍ୟ କିଛି ସମୟ ପାଇଁ ଲୋକଙ୍କୁ ଆକର୍ଷିତ କରି ନେଇଥିଲେ ତାଙ୍କ ଦଳ ସହ  ।  ଅଙ୍କକ୍ଷା ହାତୀ ଓ ସୁପ୍ରିୟା ଶର୍ମା ଦୁଇ ଜଣଙ୍କ କଳାର ଚର୍ଚ୍ଚା ଜୋର ଧରିଛି, ଯେତିକି ସୁନ୍ଦର ଦେଖା ଯାଉଥିଲେ ତାଠାରୁ ଅଧିକ ଶକ୍ତିଶାଳୀ ତାଙ୍କର କଳାପ୍ରଦର୍ଶନ ରହିଥିଲା ବୋଲି ସମସ୍ତେ ଆଲୋଚନା କରୁଛନ୍ତି  ।  
       ଏନେଇ କଳାକାର ମାନେ ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରି କହିଛନ୍ତି ଯେ ଢ଼ୋଲ ଲିସାନ ତାଶା ମହୁରୀର ମଧୁର ଧୁନ୍ ବିନା ଆମର କାଳର ମୂଲ୍ୟହୀନ, ଏହି ବାଦ୍ୟଯନ୍ତ୍ର ପରିବେଷଣ ପାଇଁ ଆମେ ସଭିଏଁ ଜଣେ ଜଣେ କଳାକାର  ।  ଆମେ ଗଣମାଧ୍ୟମ ଜରିଆରେ ଏହି କଳାକାର ମାନଙ୍କୁ ପ୍ରାଥମିକତା ଦେଉଅଛୁ, ଓ ସବୁବେଳେ ଦେଇ ଆସୁଥିବୁ ବୋଲି ପ୍ରକାଶ କରିଥିଲେ  ।  ପ୍ରଥମ ରଜନୀ ଠାରୁ ଦ୍ଵିତୀୟ ରଜନୀ ଆହୁରି ଆକର୍ଷଣୀୟ ରହିଥିବା ବେଳେ ୨୦ ହଜାରରୁ ଉର୍ଦ୍ଧ ଦର୍ଶକ ଲୋକ ମହୋତ୍ସବରେ ଅନୁଷ୍ଠିତ କାର୍ଯ୍ଯକ୍ରମକୁ ସଫଳ କରିଥିଲେ  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like