-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଅସ୍ତବ୍ୟସ୍ତ ଜୀବନରେ ଆଧ୍ୟାତ୍ମିକ ଅନୁଶୀଳନ, ସାରଦା ନାରୀ ସଂଗଠନ, ଅତାବିରା  ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର

20-Dec-2025



ଅତାବିରା, ଅତାବିରା ଏନ୍ ଏ ସି ସ୍ଥିତ  ନବ ନିର୍ମିତ ବିବେକାନ  ନନ୍ଦ କୁଟୀର ରେ ଅତାବିରା ସାରଦା ନାରୀ ସଂଗଠନ ପକ୍ଷରୁ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ହୋଇ ଥିଲା ।ସୁଦୂର କଲିକତା, ଦକ୍ଷିଣେଶ୍ୱର  ସାରଦା ମଠ ର ପୁଜନୀୟା ଦିବ୍ୟ ମାତାଜୀ ପ୍ରଭାର୍ଜିକା ଭିତଭୟାପ୍ରାଣା ଓ  ସଂପା ମଣ୍ଡଳ  ମୁଖ୍ୟ ପ୍ରବକ୍ତା ଭାବରେ ଯୋଗ ଦେଇ ଏହି ଆଲୋଚନା ଚକ୍ର କୁ ଏକ ଦିବ୍ୟ ଅନୁଭୁତିରେ  ରେ ପରିଣତ କରିଥିଲେ  । ସଙ୍ଗଠନ ର ସମ୍ପାଦିକା ଅନୁସୂୟା ଦେବତା  ଙ୍କ ପରିଚାଳନା କ୍ରମେ ଆୟୋଜିତ ଏହି ଆଲୋଚନା ଚକ୍ରରେ  ପୂଜନୀୟା ମାତାଜୀ   ସାମ୍ପ୍ରତିକ ମଣିଷର ବ୍ୟସ୍ତ  ବିବ୍ରତ ଜୀବନରେ  ଆଧ୍ୟାତ୍ମିକ  ଅନୁଶୀଳନ କିପରି ପାଳନ କରିବା  ସେ ବିଷୟରେ ମାର୍ଗଦର୍ଶନ କରି ଥିଲେ ।  ନିଜ ଦୈନଦିନ ଜୀବନରେ  ଧ୍ୟାନକୁ ଜୀବନ ଶୈଳୀର ଅଙ୍ଗରୁପେ ଗ୍ରହଣ କରିବା ସହ   ଜୀବନ ସୁଖ ଶାନ୍ତିମୟ ହୋଇଉଠିବ ।ଅର୍ଥ, ପଦାର୍ଥ ଏବଂ ସାମର୍ଥ୍ୟ ଭଳି ବସ୍ତୁବାଦୀ ମାନସିକତାକୁ ଦୁରେଇ ଦେଇ ନିସ୍ଵାର୍ଥପର ପରୋପକାର ଏବଂ ଈଶ୍ୱରଙ୍କୁ ନିଷ୍କାମ ଭକ୍ତି କଲେ ଚିରନ୍ତନ ଶାନ୍ତି ଏବଂ ଐଶ୍ୱରିକ ଆନନ୍ଦ ପ୍ରାପ୍ତି ହୋଇ ଥାଏ ବୋଲି ଦର୍ଶାଇଥିଲେ ।ବର୍ତ୍ତମାନ ର ବ୍ୟସ୍ତ ବହୁଳ ଜୀବନରେ ଧ୍ୟାନ ବା ମାଲାଜପ  ପାଇଁ ମଣିଷ  ପାଖରେ  ସମୟ  ନାହିଁ,ତେଣୁ ମାନସିକ ଜପ ହିଁ  ସର୍ବୋତ୍କୃଷ୍ଟ ସାଧନା  ଓ ଏହା ଜୀବନକୁ ପରମ ଶାନ୍ତି ଦିଏ  ,  ଜୀବନ ପ୍ରଭାବୀ ବାହ୍ୟ କାରକ ଯଥା ଶାରୀରିକ , ମାନସିକ ଓ ଆର୍ଥିକ ଜନିତ ଦୁଃଖ , ଭୟ , ଯନ୍ତ୍ରଣା କୁ ଅତି ସହଜରେ ପାର କରିବାର ଶକ୍ତି ଓ ସାହସ ପ୍ରଦାନ କରେ  ଓ ମଣିଷକୁ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବା ର ରାସ୍ତା ପ୍ରଶସ୍ତ କରେ ବୋଲି  ଦିବ୍ୟ ବାଣୀ ପ୍ରଦାନ କରିଥିଲେ । ଏହା ବ୍ୟତିତ ଉପସ୍ଥିତ ସମସ୍ତଙ୍କ  ପ୍ରଶ୍ନର ର ଉତ୍ତର ଦେଇ  ସମସ୍ତଙ୍କୁ ଜ୍ଞାନ ଉନ୍ମେଲନ କରିଥିଲେ ।  ଆଜି ଅପରାହ୍ନ  ଗୋଟାଏ ରୁ ୪ ଟା ପର୍ଯ୍ୟନ୍ତ ବ୍ଲକ ଅନ୍ତର୍ଗତ କମଗାଁ କଲେଜ ରେ  ମଧ୍ୟ ଏକ କାର୍ଯ୍ୟକ୍ରମ କରାଯାଇଥିଲା । ଯୁବ ପିଢ଼ି

ମାନଙ୍କ  ମଧ୍ୟରେ ନୈତିକତା  ଆଣିବା ଓ ଯୁବତୀ ମାନଙ୍କ ମଧ୍ୟରେ ଆଦର୍ଶ ନାରୀ ଚରିତ୍ର ର ଭାବଧାରା ର ଜାଗରଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।ଆଜିର ଏହି ଆଲୋଚନାଚକ୍ର ରେ ସଂଗଠନ ର ଉପ ସଭା ନେତ୍ରୀ ଭଗବତୀ ଶତପଥୀ, ବରିଷ୍ଠl ମାର୍ଗଦର୍ଶିକା ବିଜୟା ପ୍ରଧାନ, ସଭ୍ୟା  ଅନିତା ବିଶ୍ଵାଳ ,ବିବେକାନନ୍ଦ ଯୁବ ମହାମଣ୍ଡଳ, ଅତାବିରା  ର  ଅଚ୍ୟୁତ ହୋତା, ବାଳମୁକୁନ୍ଦ ସାହୁ, ଦୁଃଖିଶ୍ୟlମ ପ୍ରଧାନ , ଶ୍ରୀକାନ୍ତ ପଣ୍ଡା, କୈଳାଶ ପ୍ରଧାନ, ଦେବରାଜ ପାଣିଗ୍ରାହୀ, ସୁଶାନ୍ତ ପ୍ରଧାନ, ନାରାୟଣ ମହାରଣା , ସୁମିତ  ସାହୁ  ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଶ୍ରୀମତୀ ଦେବତା କୃତଜ୍ଞତା ଜ୍ଞାପନ କରିଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like