-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଅଧିକାଂଶ ଉଠାଜଳସେଚନ ପାଇଁ ଉଦ୍ଦିଷ୍ଟ ଟ୍ରାସନ୍ସଫର୍ମର ଅଚଳ, (ଟାଟା କର୍ମଚାରୀଙ୍କ ମନମାନି, ପନିପରିବା ଓ ବାଦାମ ଚାଷ ଠପ୍

16-Dec-2025



ମାଲକାନଗିରି: ବର୍ତ୍ତମାନ ଧାନ ଚାଷ ପରେ ମାଲକାନଗିରି ଚାଷୀମାନେ ସାଧାରଣତଃ ବାଦାମ ଚାଷ କରିଥାନ୍ତି। ଏଥିପାଇଁ ଅଣ ଜଳସେଚିତ ଅଞ୍ଚଳରେ ଚାଷୀମାନଙ୍କ କୃଷିକ୍ଷେତ୍ରକୁ ଉଠାଜଳସେଚନ ମାଧ୍ୟମରେ ବିଦ୍ୟୁତ୍ ସଂଯୋଗିକରଣ କରାଯାଇ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। କିନ୍ତୁ ଟାଟା କମ୍ପାନୀର କର୍ମଚାରୀମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଚଳ ଟ୍ରନ୍ସଫର୍ମରଗୁଡିକୁ ସଜାଡି ବିଦ୍ୟୁତ ପ୍ରଦାନରେ ମନମୁଖୀ ବ୍ୟବସ୍ଥା କରିବା ଯୋଗୁଁ ଚାଷୀମାନେ ଜମିକୁ କର୍ଷଣ କରି ବାଦାମ ବୀଜ ବପନ ଲାଗି ଅପେକ୍ଷାରତ ଥିବା ବେଳେ ପାଣି 
ପମ୍ପଗୁଡିକରୁ ଉଠାଜଳସେଚନ ହୋଇ ପାରୁ ନାହିଁ। ଏହି ଭଳି ଅଭିଯୋଗ ସୋମନାଥପୁର ପଞ୍ଚାୟତର ହାତୀ ଆମ୍ଵ ଏବଂ ମାରିୱାଡା ପଞ୍ଚାୟତର କୁଟୁଗୁଡାରୁ ଆସିଛି। ଦୀର୍ଘ ୪ ମାସ ହେଲା ହାତୀଆମ୍ବରେ ଥିବା ବିଦ୍ୟୁତ ଟ୍ରାସନ୍ସଫର୍ମର ଅଚଳ ରହିଥିଲା ବେଳେ ବାରମ୍ବାର ଅଭିଯୋଗ ସତ୍ବେ ଟାଟା କମ୍ପାନୀ 
କର୍ମଚାରୀମାନେ ମରାମତି କରି ନଥିବା ଅଭିଯୋଗ ହୋଇଛି। ସେହି ପରି ମାରିୱାଡା ପଞ୍ଚାୟତର କୁଟୁଗୁଡାରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବାରୁ ୫ ଟି ମଟର ପମ୍ପ ଅଚଳ ଅବସ୍ଥାରେ ଅଛି। ବିଦ୍ୟୁତ୍ ସଂଯୋଗ ନଥିବାରୁ ବର୍ତ୍ତମାନ ଏହି ସବୁ ଗାଁ ର
ଚାଷୀମାନେ ବାଦାମ ଚାଷ କରିପାରୁ ନଥିବା ଜଣାପଡ଼ିଛି।
ସେହିପରି ଚିତ୍ରକୋଣ୍ଡା ଅଞ୍ଚଳରେ ୧୭୦ ଟି ମଟର ପମ୍ଫ ରହିଛି। ତନ୍ମଧ୍ୟରୁ ୯୦ ପ୍ରତିଶତ ଟ୍ରାନ୍ସଫରର୍ମଗୁଡିକ ମରାମତି ଅଭାବରୁ ଉଠାଜଳସେଚନ ମାଧ୍ୟମରେ ଯେଉଁ ଚାଷୀମାନେ ପନିପରିବା ବା ଅନ୍ୟାନ୍ୟ ତୈଳ ଜାତୀୟ ଫସଲ କରିବା ଲାଗି ଆଶାୟୀ ସେମାନଙ୍କ ସ୍ବପ୍ନ ଧୂଳିସାତ ହେବାରେ ଲାଗିଛି। ପ୍ରକାଶ ଥାଉ କି ଓଡ଼ିଶା କୃଷି ଶିଳ୍ପ ନିଗମ ଦ୍ବାରା ଜିଲ୍ଲାରେ ୧୩୦୦ ଉଠାଜଳସେଚନ ପଏଣ୍ଟ ରହିଥିବା ବେଳେ ଓଡ଼ିଶା ଲିଫ୍ଟ ଇରିଗେସନ ନିଗମ  ଦ୍ବାରା ୨୨୦୦ ଉଠା ଜଳସେଚନ ପଏଣ୍ଟ ରହିଛି। ଗୋଟିଏ ଟ୍ରାନ୍ସଫରର୍ମ ଦ୍ବାରା ୪ରୁ ୫ ଟି ପମ୍ଫ ସେଟ୍ ସଂଲଗ୍ନ ରହିଛି। ବିଶେଷ ଏହି ପମ୍ଫ ସେଟ୍ ଦ୍ବାରା ୨୦ ଏକରରୁ  ଊର୍ଦ୍ଧ୍ବ ଜମିକୁ ଉଠାଜଳସେଚନ ମାଧ୍ୟମରେ କୃଷି କ୍ଷେତ୍ରକୁ ଜଳ ଯୋଗାଇ ଦିଆଯାଇଥାଏ। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଉଠାଜଳସେଚନ ପଏଣ୍ଟ ଗୁଡ଼ିକ ବାସ୍ତବରେ କାର୍ଯ୍ୟ କରିଛି କି ନାହିଁ,କାହା ପାଖରେ ହିସାବ ନାହିଁ। ଅଧିକାଂଶ ଟ୍ରାନ୍ସଫରର୍ମ ଅଚଳ ହୋଇଯାଇଛି। ଚାଷୀମାନେ ଅଭିଯୋଗ କରାବା ସତ୍ବେ ବିଦ୍ୟୁତ୍ କର୍ମଚାରୀମାନେ ଏଥି ପ୍ରତି ଗୁରୁତ୍ବ ଦେଉନଥିବା ଜଣା ପଡ଼ିଛି।ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହୋଇଛି।


News Comment




Photo in News

Advertisment
Lastest News
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like