-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଖୁଲମଖୁଲା ଚାଲିଛି ଖୁଡ଼ଖୁଡ଼ି ଜୁଆ ଖେଳ... ପ୍ରଶାସନ ନିରବ ଦ୍ରଷ୍ଟା

14-Dec-2025



ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର,)
ରାଇଘର ବ୍ଲକର କୁନ୍ଦେଇ ଥାନା ଅଞ୍ଚଳରେ ସାପ୍ତାହିକ ହାଟ ଗୁଡିକରେ  ଲଗାତାର ଭାବରେ ବେଆଇନ ଭାବେ ଜୁଆ ଖେଳ ଖୁଡୁଖୁଡି ଜାରୀ ରହିଥିବା ବେଳେ ସର୍ବହରା ହେଉଛନ୍ତି ନିରୀହ ଆଦିବାସୀ l ତେବେ ଉକ୍ତ ଖେଳକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗମ୍ଭୀର ସ୍ଥିତି ଉପୁଜିବା ଦେଖାଯିବା ସହ ସବୁ ମହଲରେ ପ୍ରତିବାଦ ପରେ ଜିଲ୍ଲା ପୋଲିସ ପ୍ରଶାସନ ନିର୍ଦ୍ଧେଶ କ୍ରମେ ଲଗାତାର ଚଢାଉ ପରେ ରାଇଘର ଥାନା ଅଞ୍ଚଳ ର ସବୁ  ସାପ୍ତାହିକ ବଜାର ମାନଙ୍କରେ ଜୁଆ ଖେଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବର୍ତ୍ତମାନ କୁନ୍ଦେଇ ଥାନା ଅଞ୍ଚଳ ରେ ସାପ୍ତାହିକ ହାଟ ଗୁଡିକରେ ଖେଳ ଆରମ୍ଭ ହୋଇଥିବା ଜଣାପଡିଛି l   କୁନ୍ଦେଇ ଥାନା ଅଧୀନସ୍ଥ ଛତିଶଗଡ ସୀମାନ୍ତ ହାଟ ମାନଙ୍କରେ ଖୁଲମ୍ ଖୁଲା ଜୁଆ ଖେଳ ଆରମ୍ଭ ହୋଇଛି l କୁନ୍ଦେଇ ଥାନା ଅନ୍ତର୍ଗତ କସକଙ୍ଗା ଠାରେ ଜୋରଦାର ଜୁଆ ଖେଳ ଖୁଡୁଖୁଡି ଆୟୋଜନ ହେଉଥିବା ନେଇ ଜଣାପଡିଛି l ଚାରି ଆଡେ଼ ଖେଳ ବନ୍ଦ ରହିଥିବା ବେଳେ ବର୍ତ୍ତମାନ୍ ସମୟରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l ସାପ୍ତାହିକ ହାଟ ଠାରୁ ବହୁ ଦୂର ନୀଳଗିରି , ସରଗି ଓ କାଜୁ ଜଙ୍ଗଲ ମଧ୍ୟରେ ଏଭଳି ଜୁଆ ଖେଳ ଅୟୋଜନ ହେଉଥିବା ବେଳେ କୁନ୍ଦେଇ ଥାନା ଅଧୀନରେ ଥିବା କସକଙ୍ଗା ସାପ୍ତାହିକ ହାଟ ଉପରେ ଜୋରଦାର ଖେଳ ହେଉଥିବା ଅଭିଯୋଗ ହୋଇଛି l ଗ୍ରାମାଞ୍ଚଳର ହାଟରେ ଜୁଆ ଖେଳ ଖୁଡୁଖୁଡି ହେଉଥିବା ବେଳେ ଆଦିବାସୀ ଲୋକେ ଏହା ଦ୍ୱାରା ସର୍ବହରା ହେଉଛନ୍ତି l ସପ୍ତାହ ସାରା ମଜୁରୀ କରି ଯାହା ଦୁଇ ପଇସା ରୋଜଗାର କରିଥାନ୍ତି ବଜାର ଦିନ ଜୁଆ ଖେଳ ଖେଳି ସର୍ବହରା ହୋଇଥାନ୍ତି ଘରକୁ ଯିବା ପରେ ଘରେ କୋଳି ଆରମ୍ଭ ସହ ପେଟ ପାଟଣା ନିମନ୍ତେ ବିଭିନ୍ନ ଗଣ୍ଡଗୋଳ ଦ୍ବାରା ନାନା ସମସ୍ୟା ଦେଖା ଦେଉଛି।ବର୍ତ୍ତମାନ  ଦଲାଲ ମଧ୍ୟରେ ଭୟ ହେବା ବଦଳରେ ପ୍ରଶାସନ ସହ ମଧୁ ଚନ୍ଦ୍ରିକା ସୃଷ୍ଟି ହୋଇଛି ବୋଲି ଭିନ୍ନ ଚର୍ଚ୍ଚା ହେଉଛି l ପୋଲିସର ବିନା ନିର୍ଦ୍ଧେଶ ରେ ଖେଳ ଅନୁଷ୍ଠିତ ହେବ ନାହିଁ କିନ୍ତୁ ଯେଉଁ ଭଳି ସାପ୍ତାହିକ ହାଟ ଗୁଡିକରେ ଖେଳ ଅନୁଷ୍ଠିତ ହେଉଛି ଜିଲ୍ଲା ପୋଲିସ ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ଲୁଚା ଛପା ଖେଳ ଆୟୋଜନ କରୁଥିବା ଦଲାଲ ମାନଙ୍କ ପ୍ରଶାସନ ସହ ମଧୁ ଚନ୍ଦ୍ରିକା ଯୋଗୁଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି ଲା ଏଭଳି ଡାବୁଗାଁ ଥାନା ଅଧିନ ପାପଡାହାଣ୍ଡି ବ୍ଲକ କିଛି ଗ୍ରାମ ଯାହାକି ଜାତୀୟ ରାଜ ପଥ 39 ନମ୍ବର ରାସ୍ତାରେ ୫କିଳାମିଟର ଭିତରେ ଚାଲିଥିବା ସୂଚନା ମିଳୁଛି? ପୋଲିସ ପ୍ରଶାସନ ଏଥିପ୍ରତି ଟିକେ ଦୃଷ୍ଟି ଦେଲେ ଭଲ ହାଇଥାନ୍ତା


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like