-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା ଓ ପରମ୍ପରା ସଂସ୍କୃତି ବଜାୟ ରଖିବା ପାଇଁ ଗୁରୁତ୍ୱ

14-Dec-2025



ତରଭା(କପିଳାସ ସେଠ): ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଭା ଶାଖା ପକ୍ଷରୁ ୪ର୍ଥ ଆଦିବାସୀ ଉତ୍ସବ ବଡ ଭୋଇରୋ ଖେଳପଡିଆ ଠାରେ ଆଦିବାସୀ ସମାଜ ର ସଭାପତି ଭଳଭଦ୍ର କୁଅଁର ଙ୍କ ଅଧକ୍ଷତା  ଆଜି ଶନିବାର ରେ ଅନୁଷ୍ଠିତ ହୋଇ ଯାଇଛି I ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀଙ୍କ ସଂସ୍କୃତି, ପରମ୍ପରା ବଜାଇ ରଖିବା ଓ ଶିକ୍ଷା ସ୍ୱାସ୍ଥ୍ୟ ପ୍ରତିସଚେତନତା ଗୁରୁତ୍ୱ ଦେବା ପାଇଁ ସାମାଜିକ ସ୍ତର ରେ ସଚେତନ ହେବା ପାଇଁ ପରାମର୍ଶ ଦେଇ ଥିଲେ I  ଏହି ଉତ୍ସବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ସଂଘ ସଭାପତି ଯୁଗେନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ମହିଳା ସଭାନେତ୍ରୀ ସସ୍ମିତା ମଲ୍ଲିକ,ଜିଲ୍ଲା କନ୍ଧସମାଜସଭାପତି ଶିବ କୁଅଁର, ସ୍ଥାନୀୟ ସରପଞ୍ଚ ସତ୍ୟଭାମା ଦଳବେହେରା, ଉତ୍ସବ ସଂଯୋଜକତଥା ମିଡ଼ିଆ ସେଲ ସଭାପତି ସାଧବ କୁଅଁର, କଣ୍ଟାମାଳ ବ୍ଲକ ସଭାପତି ଡମ୍ୱରୁ ଧର କୁଅଁର,ଗୁପ୍ତେଶ୍ୱର ମଲ୍କିକ, ଲମ୍ବୋଦର ଧରୁଆ, ଗଦିଦାର କୁଅଁର, କପୁରଚନ ଭୋଇ, ଗୀତାଞ୍ଜଳି ଭୋଇ, କୌଶଲ୍ୟା କୁଅଁର, ଶର୍ମିଷ୍ଠା ମଲ୍ଲିକ, ସାବିତ୍ରୀ ମାଝୀ, ବାସନ୍ତୀ କୁଅଁର, ବିରଞ୍ଚି କୁଅଁର ଭାରଥୀ ମାରପାଚି  ଙ୍କ ସମେତ ତରଭା ବ୍ଲକ, ବିଏମ ପୁର, ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା ସୋନପୁର ବୌଦ୍ଧଜିଲ୍ଲାର ୩୨ଜଣ ସମାଜ ଆଦିବାସୀ ସମାଜ ସଭାପତି, ସମ୍ପାଦକ, ବିଭିନ୍ନ ସଂଘ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରି ଆଦିବାସୀ ସମାଜ ର ସବୁ କ୍ଷେତ୍ରରେ ଉନ୍ନତି, ସଂଘକୁ ମଜଭୁତ କରି ଆଦିବାସୀ ସମାଜ ଶିକ୍ଷିତ ହେବା ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଆଣିବା ପାଇଁ ପରାମର୍ଶ, ଉଦବୋଧନ ଦେଇ ଥିଲେ I କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ  ତରଭା ବ୍ଲକ ର ସମସ୍ତ ୨୧ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ଆଦିବାସୀ ସମ୍ପ୍ରଦାୟ ର ଅସ୍ତ୍ରଶସ୍ତ୍ର, ବାଦ୍ୟ ସହ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରି ଉତ୍ସବ ମଣ୍ଡପସ୍ଥଳ କୁ ଆସିଥିଲେ I ସଭା ପ୍ରାରମ୍ଭ ରୁ ସମାଜ କୁନି କୁନି ଶିଶୁ କଳା କାର ସଂସ୍କାର  କୁଅଁର, ଲିପ୍ସା ରାଣୀ କୁଅଁର, ଲିପ୍ସା ରାଣୀ ମାଝୀ, ଅମ୍ରିତା କୁଅଁର, ଆଶିଷଧରୁଆ,ବର୍ଷା ରାଣୀ ମଲ୍ଲିକ, ପ୍ରୀୟାନସିl ଧରୁଆ, ନୃତ୍ୟ ଓ ଗ୍ରୁପ ଡାନ୍ସ  ପ୍ରଦର୍ଶନ କରିଥିଲେ I ଏହି ଅବସରରେ ବଡ ଭୋଇରୋ ପଞ୍ଚାୟତ ର ଅକ୍ଷୟ କୁମାର କୁଅଁର ଙ୍କୁ ଆଦିବାସୀ ସମାଜ ପକ୍ଷରୁ ସମ୍ମାନିତ କରାଯାଇ ଥିଲା I ଶିକ୍ଷା କ୍ଷେତ୍ରରେକୃତିତ୍ୱ କରିଥିବା ଛାତ୍ର ଛାତ୍ରୀ ଲିପ୍ସା ରାଣୀ କୁଅଁର, ପଲ୍ଲବୀ କୁଅଁର, ବର୍ଷା ମଲ୍ଲିକ, ପ୍ରତିମା କୁଅଁର, ବବିତା କୁଅଁର, ଯମୁନା କୁଅଁର, ଶିଉଳି ଭୋଇ, ଗିରିରାଜ କୁଅଁର, ଉତ୍କଲିକା ଧରୁଆ, ସିନ୍ଧୁ ସୁତା କୁଅଁର, ରୋଜି ଓ କଳା କାର ଙ୍କୁ ସମ୍ମାନିତ କରାଯାଇ ଥିଲା I ରାଜୀବ ଭୋଇ ସଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଭା ମଞ୍ଚ କୁ ଶିକ୍ଷକ ରୋହିତ କୁଅଁର ପରିଚାଳନା କରିଥିଲେ I ଆଦିବାସୀ ସମାଜ ର ବରିଷ୍ଠ ସଭ୍ୟ ବିଷ୍ଣୁ ପ୍ରସାଦ କୁଅଁର ଧନ୍ୟବାଦ ଦେଇଥିଲେ I ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ବ୍ଲକ ସଂଘ ର ସମସ୍ତ କର୍ମକର୍ତ୍ତା ବିଭିନ୍ନ କାର୍ଯ୍ୟ ରେ ସହଯୋଗ ଓ ପରିଚାଳନା କରିଥିଲେ I 


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like