-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
କଣ୍ଟାବାଞ୍ଜି(ମୋହନ ସୁନା): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ରେ କିଛି ଦିନ ଜଣେ ଗୁରୁତର ଅବସ୍ଥା ରେ ଭର୍ତ୍ତି ହୋଇଥିବା ବେଳେ ଡ଼ାକ୍ତର ରକ୍ତ ଭରିବାକୁ ପରାମର୍ଶ ଦେଇଥିଲେ। ହେଳେ ରୋଗୀଙ୍କୁ ରକ୍ତ ମିଳୁନଥିଲା ସେହି ସମୟରେ ପୁଣି ମାନବିକତାର ପରିଚୟ ଦେଇ ରୋଗୀ ତୁରନ୍ତ ଆସି ଯୁବ ସମାଜସେବୀ ରାଜେନ୍ଦ୍ର ଦୀପ (ସାଇ ଭାଇ) ରକ୍ତଦାନ କରି ଗୁରୁତର ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି। ସାଇ ଭାଇ ସବୁ ବେଳେ ଜନ କଲ୍ୟାଣ କାର୍ଯ୍ୟରେ ଯୋଡି ଅସହାୟ ଲୋକ ଅସୁବିଧା ରେ ଥିବା ଖବର ପାଇବା ମାତ୍ରେ ତୁରନ୍ତ ସବୁ ବେଳେ ସେ ସହାୟତା ବଣାଇ ଜନ ସାଧାରଣ ରେ ପ୍ରଶଂସା ସାଉଁଟିଛନ୍ତି। ଏହି ସମୟରେ ଗୁଲାମ ଜିନାନୀ, ଯୋଗେନ୍ଦ୍ର ତାଣ୍ଡି,ଗୁରୁବାରୁ ରଣା ପ୍ରମୁଖ ଉପସ୍ଥିତ ଥିଲେ।