-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
30-Nov-2025
(ପ୍ରିୟଦର୍ଶିନୀ ପାତ୍ର): କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାଙ୍କୁଲି ଠାରେ କ୍ଷତ୍ରିୟ ଧାକଡ ମହା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଉପସଭାପତି ଲକ୍ଷ୍ମୀ ନାରାୟଣ ପାଣ୍ଡେ, ସୁରେନ୍ଦ୍ର ନାୟକ, କାର୍ତ୍ତିକ ଦାସ, ହରି ଧାକଡ, ସଂପାଦକ ମହେଶ୍ୱର ନାୟକ, ବିଭୁତି ନାୟକ, ଲକ୍ଷ୍ମଣ ସିଂ, ଘାସିରାମ ନାୟକ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ, ପଦମ ସିଂ, କୈଳାସ ପାତ୍ର, ଦେବ ଚନ୍ଦ୍ର ଧାକଡ, ଜଳନ୍ଧର ସିଂ, ସଂଗଠକ ବଳିରାମ ସିଂ, ସୁମିତ ସିଂ, ଲମନ ଭୁକ୍ତା, ଜଗତ ସିଂ,ରବି ସିଂ, ଡମ୍ବରୁଧର ସିଂ, ମୂରୋଲୀ ସିଂ,ଜୀବନ ସିଂ ରମେଶ ପାତ୍ର, ଜିତେନ୍ଦ୍ର ସିଂ, ଏବଂ ପ୍ରାୟ ୧୫ ଶହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କ୍ଷତ୍ରିୟ ଧାକଡ ସମାଜ ର ଉନ୍ନତି ଓ ସାଂପ୍ରତିକ ପରିସ୍ଥିତିରେ ଧର୍ମ ରକ୍ଷା ତଥା ସ୍ବଧର୍ମକୁ ପାଳନ କରିବା ଉପରେ ଆଲୋଚନା କରାଯାଇ ଥିଲା।