-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

ଧଳା ହୀରା କୁହଯାଉଥିବା କପାରେ ବଲାଙ୍ଗିରକୁ ୬୦ କୋଟିର କ୍ଷତିଗ୍ରସ୍ତ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ

19-Nov-2025



ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ): ବଲାଙ୍ଗିର ନେତା ନିର୍ବାଚନ ରେ ବ୍ୟସ୍ତ । ସରକରୀ ଅଧିକାରୀ ବେଫିକର। ଉଭୟଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ନୀତି ନିର୍ଦ୍ଧାରଣ ବୈଠକ ବସୁନି। ହୋଇପାରୁନି ନିଷ୍ପତ୍ତି। ଫଳସ୍ୱରୁପ ବଲାଙ୍ଗିର ଜିଲ୍ଲା କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି | ଚାଷୀ ଶୋଷଣର ଶିକାର ହେଉଛି, ପ୍ରଶାସନ ପାଖକୁ ଯାଉଥିବା ଫି’ବାଟମାରଣା ହେଉଛି। ଏହାର ଲାଭଉଠାଉଛନ୍ତି ରାଜ୍ୟ ବାହାର ବେପାରୀ ଓ ଦଲାଲ । ପ୍ରଶାସନର ଭୁଲ ନିଷ୍ପତ୍ତି ପାଇଁ ଏଭଳି ଢଙ୍ଗରେ ଚଳିତବର୍ଷ କପା କ୍ରୟ କ୍ଷେତ୍ରରେ ବଲାଙ୍ଗିର ପ୍ରାୟ ୯୦କୋଟି ଟଙ୍କାର କ୍ଷତି ସହିଛି। ଏଥିରୁ ୫୮ କୋଟି ଚାଷୀ ପକେଟରୁ ଯାଇଥାଆନ୍ତା। ବଳକା ୨ କୋଟି ଆରଏମ୍‌ସିକୁ ମିଳିଥାନ୍ତା। କିନ୍ତୁ ନୂଆପଡ଼ା ଉପନିର୍ବାଚନ ପାଇଁ ବଲାଙ୍ଗିର ଜିଲ୍ଲାକୁ ଏଭଳି କ୍ଷତି ହୋଇଛି। ଜିଲ୍ଲା ସଂଲଗ୍ନ ସୋନପୁର, କଳାହାଣ୍ଡିକୁ ମିଶାଇଲେ କ୍ଷତି ପରିମାଣ ପ୍ରାୟ

ଦେଢ଼ଶହ କୋଟି ଡେଇଁବ ବୋଲି ଅନୁମାନ କରାଯାଉଛି।
 ସରିଲାଣି ପ୍ରଥମ ପର୍ଯ୍ୟାୟ ଅମଳ, ବସିପାଦେଢ଼ଶହ କୋଟି ଡେଇଁବ ବୋଲି ଅନୁମାନ କରାଯାଉଛି।

 ସରିଲାଣି ପ୍ରଥମ ପର୍ଯ୍ୟାୟ ଅମଳ, ବସିପାରୁନାହିଁ କ୍ରୟ କମିଟି ବୈଠକ

କଣ୍ଟେନରରେ ବୋହି ନେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ବେପାରୀ

» ଏସ୍ଏସ୍‌ପି ୮୧୧୦, ମଧ୍ୟସ୍ଥି ଦେଉଛନ୍ତି ୫୫୦୦ ଟଙ୍କା

ଚାଷୀ ଶୋଷଣର ଶିକାର, ଆରଏମ୍‌ସି ହରାଉଛି କମିଶନ

ଚଳିତବର୍ଷ ଜିଲ୍ଲାରେ ୭୧ ହଜାର ୨୭୦ ହେକ୍ଟର ଜମିରେ କପା ଚାଷ କରିବାକୁ ଟାର୍ଗେଟ ଥିଲା। ହେଲେ ଉପ‌ଯୁକ୍ତ ବର୍ଷା ଏବଂ ବିହନର ସୁଷମ ବଣ୍ଟନ ପାଇଁ ଟାର୍ଗେଟରୁ ଅଭିବୃଦ୍ଧି ଘଟି ୭୪ ହଜାର ୭୫୩ ହେକ୍ଟର ଜମିରେ ଚାଷ ହୋଇଛି । କୃଷି ବିଭାଗର ଆକଳନ କ୍ରମେ ହେକ୍ଟର ପ୍ରତି ହାରାହରି ୧୦ କ୍ଲିଣ୍ଟାଲ ଆଧାରରେ ଜିଲ୍ଲାରୁ ୭ ଲକ୍ଷ ୪୭ ହଜାର ୫୩୦ କ୍ରିଣ୍ଟାଲ ► ଭିତରେ

କପା ଅମଳ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି। ମୋଟମୋଟି ଭାବରେ କପାକୁ ୩ରୁ ୪ଟି ପର୍ଯ୍ୟାୟରେ ତୋଳାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ ଅମଳର ୨୮ରୁ ୩୦ ପ୍ରତିଶତ ଅମଳ ଆସିଯାଏ। ସେହିକ୍ରମରେ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ଭିତରେ ଜିଲ୍ଲାରୁ ସମ୍ଭାବ୍ୟ ଅମଳ ଆକଳନର ୩୦ ପ୍ରତିଶତ କପା ଅର୍ଥାତ ପ୍ରାୟ ୨ ଲକ୍ଷ ୨୪ହଜାର ୨୫୯ ଦ୍ବିଣ୍ଟାଲ କପା ତୋଳା ସରିଲାଣି। କେତେକ ସ୍ଥାନରେ ଦ୍ଵିତୀୟ ପର୍ଯ୍ୟାୟ କପା ମଧ୍ୟ ତୋଳା ଆରମ୍ଭ ହୋଇଛି। ଫସଲର ଦ୍ଵିତୀୟ ପର୍ଯ୍ୟାୟରେ ଉଭୟ ଗୁଣାତ୍ମକ ଏବଂ ପରିମାଣ ଅନୁଯାୟୀ ପ୍ରାୟତଃ ଭଲ ଅମଳ ଆସିଥାଏ। ହେଲେ ଉଦ୍‌ବେଗର ବିଷୟ, ସବୁତକ ଅମଳ ଦଲାଲ ଜରିଆରେ ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ଛତିଶଗଡ଼କୁ ଚାଲିଯାଉଛି । କାରଣ ପ୍ରଥମ ପର୍ଯ୍ୟାୟ କୋପାତୋଳା ସରିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲାରେ କପାକ୍ରୟ କମିଟି ବୈଠକ ବସିନଥିବାରୁ ମଣ୍ଡି/ୟାର୍ଡ ଖୋଲି ପାରିନାହିଁ। ଆଗକୁ ଶୀତ ଏବଂ ବର୍ଷା ଆଶଙ୍କା କରାଇ ଦଲାଲ ଗାଁ ଗାଁରୁ କପା ସଂଗ୍ରହ କରି ରାଜ୍ୟ ବାହାରର ବେପାରୀକୁ ଟେକି ଦେବ। କେବଳ ଏତିକି ନୁହେଁ, କେନ୍ଦ୍ର କୃଷି ବିଭାଗ ପକ୍ଷରୁ କପା ପାଇଁ ଏମଏସପି ୮୧୧୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଗାଁ ଗାଁରେ ବେପାରୀ ୫୨ରୁ ୫୫ଶହ ଟଙ୍କା ଦେଉଛନ୍ତି। ଯେଉଁଥିରୁ ଚାଷୀ ଶୋଷଣର ଶିକାର ହେଉଛି। ଏଯାବତ ମଣ୍ଡି ନ ଖୋଲିବାରୁ ପ୍ରଥମ ପର୍ଯ୍ୟାୟର ୩୦ ପ୍ରତିଶତ ଅମଳ ଅର୍ଥାତ ୨ଲକ୍ଷ ୨୪ ହଜାର ୨୫୯ କ୍ରିଣ୍ଟାଲ କପା ଖୋଲା ମାର୍କେଟରେ ବିକ୍ରି ହୋଇଗଲା । ଯହାର ଏମଏସପି ୮୧୧୦ ଟଙ୍କା ଅନୁଯାୟୀ ବଜାରଦର ୧, ୮୧୮,୭୪୦,୪୯୦ ଟଙ୍କା ହେବା କଥା । ହେଲେ ବିକ୍ରି ବ୍ୟବସ୍ଥା ନ ଥିବାରୁ କମ ଦର ଅର୍ଥାତ ୫୫୦୦ ଅନୁଯାୟୀ ଚାଷୀଙ୍କୁ ୧,୨୩୩, ୪୨୪,୫୦୦ ଟଙ୍କା ମିଳିଛି। ଅର୍ଥାତ ବଲାଙ୍ଗିର ଜିଲ୍ଲାର ଚାଷୀ ୫୮ କୋଟି ୫୩ ଲକ୍ଷ ୧୫ ହଜାର ୯୯୦ ଟଙ୍କା କ୍ଷତି ସହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତିକି ଟଙ୍କାର କପା ମଣ୍ଡି ବା ୟାର୍ଡରେ ବିକ୍ରି ହୋଇଥାନ୍ତା, ତାହାର ୧ ପ୍ରତିଶତ ଫି’ ଆରଏମସିକୁ ଆସି ଥାନ୍ତା। ସେହି ଅନୁଯାୟୀ ୧,୮୧,୮୭,୪୦୪ ଟଙ୍କା ଆରଏମସି ପାଇଥାନ୍ତା। ହେଲେ ନେତାଙ୍କ ଅନୁପସ୍ଥିତି ଏବଂ ଜିଲ୍ଲା  ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବଲାଙ୍ଗିର ଜିଲ୍ଲା ପ୍ରଥମ ପର୍ଯ୍ୟାୟ କପା ଅମଳରେ ପ୍ରାୟ ୬୦ କୋଟି ଟଙ୍କାର କ୍ଷତି ସହିଛି। ତେଣୁ ଆଉ ବିଳମ୍ବ ନ କରି କପାକ୍ରୟ କମିଟି ବୈଠକ କରି କପା ଚାଷୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ହୋଇଛି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ନିର୍ବାଚନ ସରିଲେ ଶୀଘ୍ର ତାରିଖ ଘୋଷଣା କରି କପା କିଣାଯିବ ବୋଲି କହିଛନ୍ତି lରୁନାହିଁ କ୍ରୟ କମିଟି ବୈଠକ
କଣ୍ଟେନରରେ ବୋହି ନେଉଛନ୍ତି ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ବେପାରୀ
» ଏସ୍ଏସ୍‌ପି ୮୧୧୦, ମଧ୍ୟସ୍ଥି ଦେଉଛନ୍ତି ୫୫୦୦ ଟଙ୍କା
ଚାଷୀ ଶୋଷଣର ଶିକାର, ଆରଏମ୍‌ସି ହରାଉଛି କମିଶନ
ଚଳିତବର୍ଷ ଜିଲ୍ଲାରେ ୭୧ ହଜାର ୨୭୦ ହେକ୍ଟର ଜମିରେ କପା ଚାଷ କରିବାକୁ ଟାର୍ଗେଟ ଥିଲା। ହେଲେ ଉପ‌ଯୁକ୍ତ ବର୍ଷା ଏବଂ ବିହନର ସୁଷମ ବଣ୍ଟନ ପାଇଁ ଟାର୍ଗେଟରୁ ଅଭିବୃଦ୍ଧି ଘଟି ୭୪ ହଜାର ୭୫୩ ହେକ୍ଟର ଜମିରେ ଚାଷ ହୋଇଛି । କୃଷି ବିଭାଗର ଆକଳନ କ୍ରମେ ହେକ୍ଟର ପ୍ରତି ହାରାହରି ୧୦ କ୍ଲିଣ୍ଟାଲ ଆଧାରରେ ଜିଲ୍ଲାରୁ ୭ ଲକ୍ଷ ୪୭ ହଜାର ୫୩୦ କ୍ରିଣ୍ଟାଲ ► ଭିତରେ
କପା ଅମଳ ଲକ୍ଷ୍ୟ ଧର୍ଯ୍ୟ କରାଯାଇଛି। ମୋଟମୋଟି ଭାବରେ କପାକୁ ୩ରୁ ୪ଟି ପର୍ଯ୍ୟାୟରେ ତୋଳାଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ ଅମଳର ୨୮ରୁ ୩୦ ପ୍ରତିଶତ ଅମଳ ଆସିଯାଏ। ସେହିକ୍ରମରେ ଅକ୍ଟୋବର ପ୍ରଥମ ସପ୍ତାହରୁ ନଭେମ୍ବର ଭିତରେ ଜିଲ୍ଲାରୁ ସମ୍ଭାବ୍ୟ ଅମଳ ଆକଳନର ୩୦ ପ୍ରତିଶତ କପା ଅର୍ଥାତ ପ୍ରାୟ ୨ ଲକ୍ଷ ୨୪ହଜାର ୨୫୯ ଦ୍ବିଣ୍ଟାଲ କପା ତୋଳା ସରିଲାଣି। କେତେକ ସ୍ଥାନରେ ଦ୍ଵିତୀୟ ପର୍ଯ୍ୟାୟ କପା ମଧ୍ୟ ତୋଳା ଆରମ୍ଭ ହୋଇଛି। ଫସଲର ପ୍ରଥମ ପର୍ଯ୍ୟାୟରେ ଉଭୟ ଗୁଣାତ୍ମକ ଏବଂ ପରିମାଣ ଅନୁଯାୟୀ ପ୍ରାୟତଃ ଭଲ ଅମଳ ଆସିଥାଏ। ହେଲେ ଉଦ୍‌ବେଗର ବିଷୟ, ସବୁତକ ଅମଳ ଦଲାଲ ଜରିଆରେ ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ଛତିଶଗଡ଼କୁ ଚାଲିଯାଉଛି । କାରଣ ପ୍ରଥମ ପର୍ଯ୍ୟାୟ କୋପାତୋଳା ସରିଥିବା ବେଳେ ଏ ପର୍ଯ୍ୟନ୍ତ ଜିଲ୍ଲାରେ କପାକ୍ରୟ କମିଟି ବୈଠକ ବସିନଥିବାରୁ ମଣ୍ଡି/ୟାର୍ଡ ଖୋଲିପାରିନାହିଁ। ଆଗକୁ ଶୀତ ଏବଂ ବର୍ଷା ଆଶଙ୍କା କରାଇ ଦଲାଲ ଗାଁ ଗାଁରୁ କପା ସଂଗ୍ରହ କରି ରାଜ୍ୟ ବାହାରର ବେକାରୀ  କୁ ଟେକି ଦେବ। କେବଳ ଏତିକି ନୁହେଁ, କେନ୍ଦ୍ର କୃଷି ବିଭାଗ ପକ୍ଷରୁ କପା ପାଇଁ ଏମଏସପି ୮୧୧୦ ଟଙ୍କା ନିର୍ଦ୍ଧାରିତ ହୋଇଥିବା ବେଳେ ଗାଁ ଗାଁରେ ବେପାରୀ ୫୨ରୁ ୫୫ଶହ ଟଙ୍କା ଦେଉଛନ୍ତି। ଯେଉଁଥିରୁ ଚାଷୀ ଶୋଷଣର ଶିକାର ହେଉଛି। ଏଯାବତ ମଣ୍ଡି ନ ଖୋଲିବାରୁ ପ୍ରଥମ ପର୍ଯ୍ୟାୟର ୩୦ ପ୍ରତିଶତ ଅମଳ ଅର୍ଥାତ ୨ଲକ୍ଷ ୨୪ ହଜାର ୨୫୯ କ୍ରିଣ୍ଟାଲ କପା ଖୋଲା ମାର୍କେଟରେ ବିକ୍ରି ହୋଇଗଲା । ଯହାର ଏମଏସପି ୮୧୧୦ଟଙ୍କା ଅନୁଯାୟୀ ବଜାରଦର ୧, ୮୧୮,୭୪୦,୪୯୦ ଟଙ୍କା ହେବା କଥା । ହେଲେ ବିକ୍ରି ବ୍ୟବସ୍ଥା ନ ଥିବାରୁ କମ ଦର ଅର୍ଥାତ ୫୫୦୦ ଅନୁଯାୟୀ ଚାଷୀଙ୍କୁ ୧,୨୩୩, ୪୨୪,୫୦୦ ଟଙ୍କା ମିଳିଛି। ଅର୍ଥାତ ବଲାଙ୍ଗିର ଜିଲ୍ଲାର ଚାଷୀ ୫୮ କୋଟି ୫୩ ଲକ୍ଷ ୧୫ ହଜାର ୯୯୦ ଟଙ୍କା କ୍ଷତି ସହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଯେତିକି ଟଙ୍କାର କପା ମଣ୍ଡି ବା ୟାର୍ଡରେ ବିକ୍ରି ହୋଇଥାନ୍ତା, ତାହାର ୧ ପ୍ରତିଶତ ଫି’ ଆରଏମସିକୁ ଆସିଥାନ୍ତା। ସେହି ଅନୁଯାୟୀ ୧,୮୧,୮୭,୪୦୪ ଟଙ୍କା ଆରଏମସି ପାଇଥାନ୍ତା। ହେଲେ ନେତାଙ୍କ ଅନୁପସ୍ଥିତି ଏବଂ ଜିଲ୍ଲା  ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ବଲାଙ୍ଗିର ଜିଲ୍ଲା ପ୍ରଥମ ପର୍ଯ୍ୟାୟ କପା ଅମଳରେ ପ୍ରାୟ ୬୦ କୋଟି ଟଙ୍କାର କ୍ଷତି ସହିଛି। ତେଣୁ ଆଉ ବିଳମ୍ବ ନ କରି କପାକ୍ରୟ କମିଟି ବୈଠକ କରି କପା ଚାଷୀଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ଦାବି ହୋଇଛି । ଏସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧିରେନ୍ଦ୍ର ସିଂ ବରିହାଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିବା ସହ ଖୁବ ଶୀଘ୍ର ତାରିଖ ଘୋଷଣା କରି କପା କିଣାଯିବ ବୋଲି କହିଛନ୍ତି l ଚିନ୍ତାରେ ଚାଷୀ ଓ ମିଲର l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like