-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
11-Nov-2025
ନୂଆପଡ଼ା (ରାମନାଥ ପଣ୍ଡା)ନୂଆପଡାରେ ଉପନିର୍ବାଚନ ଚାଲୁ ଥିବା ସମୟରେ ଶିକ୍ଷକ ସନ୍ଦୀପ କୁମାର ସ୍ବାଇଁ ଟି ଜି ଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଟିମନ୍ ପୁର୍, ପ୍ରିଜାଇଡିଂ ଅଫିସର୍, ବୁଥ ନମ୍ବର୍ ୪୬, ବିରୋମାଲ ଙ୍କୁ ମତଦାନର ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି l