-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||      କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||     

HOME   ଜିଲ୍ଲା

ବିନିକା ଗୋକୁଳାଷ୍ଟମୀ ମହୋତ୍ସବ,କାରାଗୃହରେ କୃଷ୍ଣ ଜନ୍ମ

11-Nov-2025



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା କଂସାରିପଡ଼ା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ପକ୍ଷରୁ ଚାଲିଥିବା ୨୪୨ତମ ଗୋକୁଲାଷ୍ଟମୀ ଯାତ୍ରାର ସୋମବାର ଦ୍ଵିତୀୟ ସନ୍ଧ୍ୟାରେ କଂସର ଅତ୍ୟାଚାରରେ ଚିନ୍ତିତ ଦେବଗଣ ଓ ପ୍ରୁଥି ଦେବୀ ବ୍ରହ୍ମାଙ୍କ ପାଖକୁ ଯାଇ କହିଥିଲେ ।ହେଲେ ବ୍ରହ୍ମା ସମସ୍ତଙ୍କୁ ଧରି ବିଷ୍ଣୁଙ୍କୁ ଗୁହାରି କରିବା ପରେ ସ୍ଵୟଂ ଭଗବାନ ତମେ ମାନେ ମର୍ତ୍ୟପୁର ଯାଇ ଗୋପୀ,ଗୋପାଳ ଅବତାରରେ ରୁହ । ମୁଁ ମଥୁରାରେ ଜନ୍ମ ନେଇ ଗୋପପୁରେ ବାଲ୍ୟଲୀଳା କରିବି ଏବଂ ଦୁଷ୍ଟ ରାକ୍ଷସ ମାନଙ୍କୁ ନିଧନ କରିବା ସହ  କଂସକୁ ମାରିବି ବୋଲି କହିଥିଲେ ।ଅନ୍ୟ ପଟେ ମଥୁରା ଯୁବରାଜ କଂସ ତ୍ରିଭୁବନ ବିଜୟୀ କରି ରାଜଦରବାରକୁ ଫେରି ଆସିବା ପରେ ରାଜା ଉଗ୍ରସେନ ଦେବକୀଙ୍କୁ  ବସୁଦେବ ସହିତ ବିବାହ କରିଥିଲେ ।ଉଭୟଙ୍କୁ କଂସ ରଥରେ ବସାଇ ଛାଡ଼ି ଯାଉଥିବା ବେଳେ ବାଟରେ ଦୈବବାଣୀ " ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟର କାରଣ" ଶୁଣିବା ପରେ ରାଗରେ କଂସ ମଥୁରା ଫେରି କାରାଗୃହରେ ଭଉଣୀ -ଭେନେଇଙ୍କୁ ରଖି ନିଜେ ସିଂହାସନ ଆହୋରଣ କରିଥିଲା ।ଦିନ ପରେ ଦିନ ବିତିଲା ଦେବକୀର ଗର୍ଭରୁ ଗୋଟିଏ ପରେ ଗୋଟିଏ ସନ୍ତାନ ଜନ୍ମ ନେଲେ ହେଲେ କଂସ ସବୁ ସନ୍ତାନଙ୍କୁ ଦର୍ପଣ ସିଲାରେ କଚାଡି ମାରିଲା। ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେବା ପରେ କାରଗୃହର ଶିକୁଳି ଖୋଲି ଯାଇଥିଲା ବସୁଦେବ ସନ୍ତାନକୁ ଧରି ଗୋପପୁର ଅଭିମୁଖେ ଯାତ୍ରା କରିବା ବେଳେ ବାଟରେ ଉଗ୍ରସେନ ସହ ଭେଟ ପରେ ଯମୁନା ନଦୀ ପାରି ହୋଇ ଗୋପପୁରେ ପହଞ୍ଚି ସେଠାରେ ଜନ୍ମିତ ଶିଶୁ କନ୍ୟାକୁ ଧରି ମଥୁରା ଫେରିବା । କଂସ ଜାଣିବା ପରେ ଉକ୍ତ ଶିଶୁକୁ ଦେବକୀ ଠାରୁ ଛଡାଇ ଆଣି ଦର୍ପଣ ଶିଲାରେ କଚାଡ଼ିବା ବେଳେ କନ୍ୟାଟି ଯୋଗମାୟା ରୂପରେ ଆକାଶକୁ ଯାଇ "ରେ ରେ କଂସ ତତେ ଯିଏ ମାରିବ ସିଏ ଗୋପପୁର ବଡୁଛି କହି ଅନ୍ତର୍ଦ୍ଧାନ ହୋଇଯିବା ଆଦି ଅନେକ ଦୃଶ୍ୟ ମୁକ୍ତାକାଶ ମଞ୍ଚରେ କଳାକାର ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା।ଅନୁଷ୍ଟିତ ଏହି ଯାତ୍ରାରେ ଉଗ୍ରସେନ ଭୂମିକାରେ ସୀତାରାମ ମାହାଣା,ନାରାୟଣ- ସୁହାନ ଦାସ,ଦେବକୀ-ବିଶ୍ଵଜିତ ମାହାଣା,ବସୁଦେବ- ବିଶ୍ଵନାଥ ମାହାଣା,କଂସ-ରାମଚନ୍ଦ୍ର ଦାସ,ମନ୍ତ୍ରୀ-ସଞ୍ଜୟ ସାହୁ,ପୃଥି ଦେବୀ- ଅଂଶୁମାନ ମାହାଣା,ବ୍ରହ୍ମା- ମୁକୁନ୍ଦ ସାହୁ,ଇନ୍ଦ୍ର- ଅଶ୍ଵିନୀ ସାହୁ,ବରୁଣ- ପରେଶ ମାହାଣା,ନାରଦ- ସ୍ବାଗତ ମାହାଣା,କୃଷ୍ଣ- ଶ୍ରୀମାନ ସାହୁ,ଯୋଗମାୟା- ଶ୍ରୀତମ ସାହୁ, ପ୍ରହରୀ- ବିବେକ ସାହୁ,ବଜରଙ୍ଗ କୁଷ୍ଟା ପ୍ରମୁଖଙ୍କ ଅଭିନୟ ବେଶ ଚିତାକର୍ଷକ ଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   01-May-2026
  ଜିଲ୍ଲା  
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   01-May-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   01-May-2026
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026

You Might Also Like