-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||     

HOME   ଅପରାଧ

ବର୍ଷକରେ ଜୟପୁରରୁ ୪୧ଟି ବାଇକ ଚୋରି, ନୂଆ ବର୍ଷରେ ବି ଖାତା ଖୋଲି ସାରିଲେଣି ଲୁଟେରା

30-Jan-2021



ଜୟପୁର (ପ୍ରେରଣା ଖବର): କୋରାପୁଟ ଜିଲ୍ଲା ଜୟପୁର ସହରରେ ଦିନକୁ ଦିନ ବାଇକ ଚୋରି ବଢ଼ିବାରେ ଲାଗିଛି। ପ୍ରତିମାସରେ ଲଗାତାର ଭାବେ ବାଇକ୍ ଚ‌ୋରି ହେଉଛି। କେବେ ଦିବାଲୋକରେ ତ ଆଉ କେବେ ରାତିର ଅନ୍ଧାରରେ ଚୋରି ହେଉଛି। ଗୋଟିଏ ପରେ ଗୋଟିଏ ବାଇକ୍ ସହରରୁ ଗାଏବ କରି ନେଉଛନ୍ତି ଲୁଟେରା। କାହାର ଅଫିସ୍ କାର୍ଯ୍ୟାଳୟରୁ ତ ଆଉ କାହାର ବଜାରରୁ ଆଉ କିଛି ବ୍ୟକ୍ତିଙ୍କ ଘର ସମ୍ମୁଖରୁ ମଧ୍ୟ ବାଇକ ଚ‌ୋରି ହେଉଛି। ଏଭଳି ସ୍ଥିତିରେ ଜୟପୁରବାସୀ ସହରରେ କେଉଁ ଭଳି ସ୍ଥାନରେ ନିଜ ବାଇକକୁ ସୁରକ୍ଷିତ ଭାବେ ରଖିବ‌େ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସ୍ଥାନୀୟ ଲୁଟେରାଙ୍କ ସହଯୋଗରେ ବାହାରୁ ମଧ୍ୟ ଲୁଟେରା ଆସି ଏଠାରେ ହାତ ସଫେଇ ଦେଖାଇ ଯାଉଛନ୍ତି। ସହରରୁ ଚୋରି ହୋଇଥିବା ବାଇକମାନଙ୍କ ଭିତରେ ସବୁଠାରୁ ଅଧିକା ଗ୍ଲାମର ରହିଛି। ଏଥିସହ ବୁଲେଟ୍ ଓ ପଲସର୍ ମଧ୍ୟ ରହିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଜୟପୁର ଟାଉନ ଥାନା ଅଧିନରେ ବାଇକ ଚୋରି ସଂଖ୍ୟା ବଢ଼ିଥିବା ବେଳେ ଗତବର୍ଷ ସହରରୁ ୪୧ଟି ବାଇକ ଚ‌ୋରି ହୋଇଛି। ସେଥିରେ ଜାନୁଆରି ମାସରେ ୧, ଫେବୃଆରି ମାସରେ ୬ଟି, ମାର୍ଚ୍ଚ ମାସରେ ୧, ଅପ୍ରେଲ ମାସରେ ୧, ମେ ମାସରେ ୪ଟି, ଜୁନ୍ ମାସରେ ୪ଟି, ଜୁଲାଇ ମାସରେ ୪ଟି, ଅଗଷ୍ଟ ମାସରେ ୩ଟି, ସେପ୍ଟେମ୍ବର ମାସରେ ୪ଟି, ଅକ୍ଟୋବର ମାସରେ ୩ଟି, ନ‌ଭେମ୍ବର ମାସରେ ୪ଟି ଓ ଡିସେମ୍ବର ମାସରେ ୬ଟି ବାଇକ୍ ଚ‌ୋରି ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରେ ଆଦର୍ଶନଗର, କୁମ୍ଭାର ସାହି, ରାଜୁ ସାହି, ଦୈନିକବଜାର, ଜୟନଗର, ବସ୍‌ଷ୍ଟାଣ୍ଡ, ବ୍ୟାଙ୍କ କଲୋନି, ଜମାଲ୍ ଲାଇନ୍, ମହାରାଣୀପେଟା, ବେଲ୍ ‌ରୋଡ଼, ଏମ୍‌ଜିରୋଡ଼୍, ଲିଙ୍ଗରାଜ ନଗର, ଚନ୍ଦନବାଡ଼ ସାହି, ଅରବିନ୍ଦନଗର, ସଉରା ସାହି, ଭୁପତି ସାହି, ସାରଦା ବିହାର, ଗୌତମ ନଗର, ପିଆର ପେଟା, ଢ଼େପଗୁଡ଼ା, ସନ୍ତୋଷୀ ମା’ ନଗର, ଏନ୍‌କେଟି ‌ରୋଡ଼୍, ପାୱାରହାଉସ୍ କଲୋନି, ପାରାବେଡ଼ା, ପାଇକସାହୁ ଓ ନୀଳକଣ୍ଠନଗର ଭଳି ସ୍ଥାନରୁ ଗତବର୍ଷ ବାଇକ ‌ଚ‌ୋରି ହୋଇଛି। ଗତବର୍ଷ ‌ଚ‌ୋରି ହୋଇଥିବା ୪୧ଟି ବାଇକ୍ ମଧ୍ୟରୁ ୧୦ଟି ଗ୍ଲାମର ବାଇକ ରହିଛି। ଏଥିସହ ଗତବର୍ଷ ଜୁଲାଇ ମାସରେ ଭୁପତି ସାହିରୁ ଏକାଥରକରେ ୩ଟି ବାଇକ୍ ଚୋରି ହୋଇଥିବା ଘଟଣା ଚକିତ କରିଦେଇଥିଲା।ସେହିଭଳି ଭାବେ ଚ‌ୋରମାନ‌େ ବର୍ଷ ଆରମ୍ଭରୁ ଚ‌ୋରି ଆରମ୍ଭ କରିଦେଇଛନ୍ତି। ଚଳତବର୍ଷ ମାସେ ନପୁରୁଣୁ ସହରରୁ ୮ଟି ବାଇକ ଚୋରି ହୋଇସାରିଲାଣି। ସ୍ଥାନୀୟ ଶ୍ରୀରାମନଗର, ରାଜୁ ସାହି, ପାରାବେଡ଼ା, ଆନ୍ଧ୍ରା ବ୍ୟାଙ୍କ ସମ୍ମୁଖ, ଶାରଦା ବିହାର, ପାଇକ ସାହି ଓ ପିଆର ପେଟାରୁ ମୋଟ ୭ଟି ବାଇକ ଚ‌ୋରି ହୋଇଛି। ବର୍ଷ ଆରମ୍ଭରୁ ଏଭଳି ଚୋରି ହେଉଥିବା ବେଳେ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଛି। ସହରରେ ବାଇକ ଚ‌ୋରି ଗ୍ୟାଙ୍ଗ ସକ୍ରିୟ ହେବାରେ ଲାଗିଛନ୍ତି। କିଛି ସ୍ଥାନୀୟ ଚୋରଙ୍କ ସହ ବାହାର ଜିଲ୍ଲା ତଥା ରାଜ୍ୟରୁ ଆସି ଗୋଟିଏ ପ‌ରେ ଗୋଟିଏ ବାଇକକୁ ଚୋରି କରି ନେଉଛନ୍ତି। ଚୋରି ବାଇକକୁ ବାହାରେ କମ୍ ଦର‌ରେ ବିକ୍ରି କରିଦେଉଥିବା ବେଳେ ଗାଡ଼ିର ପାର୍ଟସକୁ ମଧ୍ୟ ବାହାର କରି ଅଲଗା ଅଲଗା କରି ବିକ୍ରି କରିଦେଉଛନ୍ତି। ଏହି ଗ୍ୟାଙ୍ଗର ମୂଳପୋଛ କରିବା ପାଇଁ ଟାଉନ ପୁଲିସ ଚେଷ୍ଟା କରୁଥିବା ବେଳେ ସଫଳ ହୋଇପାରୁ ନାହିଁ। ଗତବର୍ଷ ଟାଉନ୍ ପୁଲିସ ଗୋଟିଏ ଗ୍ୟାଙ୍ଗକୁ ଧରିବା ସହ ବହୁ ବାଇକ୍ ମଧ୍ୟ ଜବତ କରିଥିଲା। କିନ୍ତୁ ତାହା ପରେ ମଧ୍ୟ ବାଇକ ‌ଚୋରିରେ ରୋକ୍ ଲାଗିପାରି ନଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026

You Might Also Like