-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

କୋର୍ଟମାମଲାରେ ଫସିରହିଛି ବଲାଙ୍ଗୀର ପୂର୍ତ୍ତବିଭାଗ ବାଇପାସ ରାସ୍ତାନିର୍ମାଣ: ୧୫ବର୍ଷରେ ସରିଛି ମାତ୍ର ୫୦% କାମ

14-Oct-2025



ବଲାଙ୍ଗୀର (ପ୍ରେରଣା ଖବର); ବଲାଙ୍ଗୀରରେ ବାଇପାସ କାମ ସରିବ ଓ ଭାରିଜାନ ଏହି ବାଇପାସଦେଇ ଗଲେ ଘଟୁଥିବା ଦୁର୍ଘଟଣା କମିବ । ଏହି ଆଶା ରଖିଛନ୍ତି ବଲାଙ୍ଗୀରବାସୀ । କିନ୍ତୁ ବଲାଙ୍ଗୀରବାସୀଙ୍କ ଏହି ସ୍ୱପ୍ନ କେବେ ପୂରଣ ହେବ ତାହା ଦେଖିବାର ଅଛି । କାହିଁକିନା ବଲାଙ୍ଗୀର ସହରରେ ଚାରିକଡେ ନିର୍ମାଣ ହେବାକୁଥିବା ବାଇପାସ ବିଳମ୍ବିତ ହୋଇଚାଲିଛି । ପ୍ରଥମକରି ଆରମ୍ଭ ହୋଇଥିବା ପୂର୍ତ୍ତବିଭାଗର ବାଇପାସ କାମ ଗତ ୧୫ବର୍ଷ ଭିତରେ ମାତ୍ର ୫୦% କାମ ସରିଛି ଓ ଏବେ ବାକିକାମ ହେଲା ବେଳକୁ ସୁପ୍ରିମକୋର୍ଟର ଏକ ମାମଲାରେ ଫସିରହିଛି । ଗତ ୨୦୨୩ର ଏକ ଟେଣ୍ଡର ପ୍ରକ୍ରୀୟାକୁ ବଲାଙ୍ଗୀରର ଠିକାଦାର ରାହୁଲ ମିଶ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ସରକାର ଯଥେଷ୍ଟ କାରଣ ନଥାଇ ବାଇପାସକାମର ଟେଣ୍ଡରକୁ ରଦ୍ଦ କରିଦେଇଥିବା ନେଇ ରାହୁଲ ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା କରିଛନ୍ତି । ଫଳରେ ଏହି କୋର୍ଟମାମଲା ନସରିବା ପର୍ଯ୍ୟନ୍ତ ବାଇପାସ କାମ ଫସିରହିବ ବୋଲି ଜଣାପଡିଛି ।
    ପ୍ରକାଶ ଯେ,ଗତ ୨୦୦୯ ମସିହାରେ ବଲାଙ୍ଗୀର ବିଧାୟକ ଅନଙ୍ଗଉଦୟ ସିଂଦେଓ ରାଜ୍ୟସରକାରରେ ପୂର୍ତ୍ତବିଭାଗର ମନ୍ତ୍ରୀ ଥିବା ବେଳେ ଜାତୀୟରାଜପଥ-୨୬ର ମାଧିଆପାଲିଠାରୁ ସଦାଇପାଲିଦେଇ ଲର୍କିପାଲି ପର୍ଯ୍ୟନ୍ତ ୫.୫ କିମି ରାସ୍ତାକୁ ଇଡକୋ ବିଭାଗରୁ ନିର୍ମାଣ କରାଇଥିଲେ । ସେ ସମୟରେ ପ୍ରସ୍ତାବ କରାଯାଇଥିଲା ଯେ,ମାଧିଆପାଲିଠାରୁ ସଦାଇପାଲି,ଲର୍କିପାଲି,ଧୂମାମରା,ଗନ୍ଧରେଲ ଦେଇ ବିଜାଖମନ ପର୍ଯ୍ୟନ୍ତ ପ୍ରାୟ ୧୪ କିମି ବାଇପାସ ରାସ୍ତା ନିର୍ମାଣ ହେବ । ସେହି ହିସାବରେ ଡିଜାଇନ କରି ସରକାରଙ୍କ ଅନୁମୋଦନ ନେଇ ଆବଶ୍ୟକ ଜଙ୍ଗଲଜମି ଓ ଘରୋଇଜମିର ଅଧିଗ୍ରହଣ ପ୍ରକ୍ରୀୟା ଆରମ୍ଭ କରିଥିଲେ । ୨୦୧୧ ମସିହା ପର୍ଯ୍ୟନ୍ତ ଇଡୋକ ଜମିରେ ମାଧିଆପାଲିଠାରୁ ଲର୍କିପାଲି ପର୍ଯ୍ୟନ୍ତ ଚାନ୍ଦଲିପାହାଡ ପର୍ଯ୍ୟନ୍ତ ୫. କିମି ରାସ୍ତା ୯କୋଟି ଟଙ୍କାରେ ନିର୍ମାଣ ହୋଇଗଲା । କିନ୍ତୁ ବାକି ରାସ୍ତାକାମ ଆଉ ହୋଇପାରିଲା ନାହିଁଁ । ପରେ ଘରୋଇ ଜମି ଅଧିଗ୍ରହଣ କରାଯାଇ ଲର୍କିପାଲିଠାରୁ ଧୂମାମରା ପର୍ଯ୍ୟନ୍ତ ୨.୨କିମି ରାସ୍ତାକୁ ପୂର୍ତ୍ତବିଭାଗ ନିର୍ମାଣ କରିଛି । ଏବେ ଆଉ ବାକି ୬.୮ କିମି ବାଇପାସ ରାସ୍ତାକାମ ନିର୍ମାଣ ହେବାକୁ ଅଛି । ଏଥିପାଇଁ ୧୭.୫୦ ଏକର ଜଙ୍ଗଲଜମିର ଅନୁମତିର ଆବଶ୍ୟକତା ରହିଥିଲା । ଘରୋଇ ଜମିର ମାଧ୍ୟ ଅଧିଗ୍ରହଣ କରାଗଲା । ବନବିଭାଗ ଡିଜିପିଏସ ସର୍ଭେ ପରେ ଆବଶ୍ୟକ କାଗଜପତ୍ର ଦାଖଲ କଲାପରେ ଜଙ୍ଗଲଜମିର କେନ୍ଦ୍ରିୟପରିବେଶ ବିଭାଗର ଅନୁମତି ମିଳିସାରିଛି । ପୂର୍ତ୍ତବିଭାଗ ବିକଲ୍ପ ବନୀକରଣ ପାଇଁ ୩ କୋଟି ୨୫ଲକ୍ଷ ଟଙ୍କା ଜମା ମଧ୍ୟ କରିସାରିଛି । ପ୍ରଶାସନ ସିନ୍ଦୁରବାହାଲ ମୌଜାରେ ୩୪ଏକର ବନିକରଣ ପାଇଁ ସରକାରୀ ଜମିଦେଇସାରିଛି । ଏବେ ପ୍ରଶାସନିକ ଓ ପରିବେଶଗତ ଅନୁମତି ପାଇସାରି ୨୦୨୩ ମସିହାରେ ଟେଣ୍ଡର ବାହାରିଥିଲା । ଆଗ୍ରହୀ ଠିକାସଂସ୍ଥାମାନେ ଟେଣ୍ଡରରେ ଭାଗ ନେଇଥିଲେ । ଟେଣ୍ଡର ପ୍ରକ୍ରୀୟା ସରିଲା ବେଳେ ସରକାର ଟେଣ୍ଡରକୁ ବାତିଲ କରିଦେଲେ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଠିକାଦାର ରାହୁଲ ମିଶ୍ର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ପ୍ରାୟ ଦେଢବର୍ଷ ହୋଇଗଲା ପରେ ମଧ୍ୟ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଫଳରେ ପୂର୍ତ୍ତବିଭାଗର ବାଇପାସ କାମ ଝୁଲି ରହିଛି । ଏନେଇ ପୂର୍ତ୍ତବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଆଶୁତୋଷ ଜେନାଙ୍କୁ ପଚାରିବାରୁ କୋର୍ଟର ମାମଲା ନସରିବା ପର୍ଯ୍ୟନ୍ତ କାମ ହୋଇପାରିବ ନାହିଁ ବୋଲି କହିଛନ୍ତି । ଠିକ ସେହିପରି କୋର୍ଟର ଦ୍ୱାରସ୍ଥ ହୋଇଥିବା ଠିକାଦାର ରାହୁଲ ମିଶ୍ରଙ୍କୁ ପଚାରିବାରୁ ସରକାରଙ୍କ ନୀୟମ ମୁତାବକ ଆମେ ଟେଣ୍ଡର ପ୍ରକ୍ରୀୟାରେ ଭାଗନେଇଥିଲୁ । କିନ୍ତୁ ସରକାର କୌଣସି କାରଣ ନଥାଇ ଟେଣ୍ଡରକୁ ବାତିଲ କରିଦେଲେ ,ସେଥିପାଇଁ ମୁଁ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like