-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ଜିଲ୍ଲା

ବିବାଦରେ ବିଧାୟକ ନବୀନ ଜୈନ,ସମର୍ଥକ ଚଳାଇଛନ୍ତି ଅପରାଧିକ କାର୍ଯ୍ୟକଳାପ

14-Oct-2025



ବଲାଙ୍ଗୀର/ଟିଟିଲାଗଡ(ପ୍ରେରଣା ଖବର): ରାଜ୍ୟରେ ନବୀନ ସରକାର ବଦଳି ଭାଜପା ସରକାର ଆସିଲା । ଭୋଟରମାନେ ପରିବର୍ତ୍ତନ ଚାହିଁ ବିଜେପିକୁ ଭୋଟଦେଲେ । ଦୀର୍ଘ ୨୪ବର୍ଷର ସରକାରକୁ ହଟାଇ ରାଜ୍ୟରେ ଭାଜପାଦଳକୁ ଏକ ସୁଯୋଗ ଦେଲେ ।  ସେହିକ୍ରମରେ ଟିଟିଲାଗଡ ନିର୍ବାଚନମଣ୍ଡଳିରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ନବୀନ ଜୈନଙ୍କୁ ବିଧାୟକ ଭାବରେ ଜିତାଇଲେ । ଲୋକଚାହୁଁଥିଲେ ରାଜ୍ୟରେ ଲୋକଙ୍କ ସରକାର ହେବ ଏବଂ ବିକାଶକାମ ଦୌଡିବ । କିନ୍ତୁ ଟିଟିଲାଗଡରେ ବିକାଶ କାମ ବଦଳରେ ଅପରାଧିକ କାର୍ଯ୍ୟକଳାପ ବଢିଯାଇଛି । ଗତ ଦେଢବର୍ଷ ଭିତରେ ବିଧାୟକ ନବୀନ ଜୈନ ବହୁଗୁଡିଏ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ତାଙ୍କର ଯେଉଁ ବାମଡାହାଣ ହୋଇ ସମର୍ଥକ ରହିଛନ୍ତି ସେମାନେ ଖୋଲାଖୋଲି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଗତ ସେପଟେମ୍ବର ପହିଲାରେ ସଇଁତଳା ଅଞ୍ଚଳର ବିଧାୟକଙ୍କ ସମର୍ଥକ ରମେଶ ବସ୍ତିଆ ବଡମାଳ ଫାଣ୍ଡି ଅଧିକାରୀଙ୍କୁ ମାଡମାରି ଜେଲ ଯାଇଥିଲେ । ରମେଶ ତାଙ୍କ ସମର୍ଥକମାନଙ୍କ ସହିତ ବଡମାଳ ଫାଣ୍ଡି ଭିତରେ ପଶି ଫାଣ୍ଡିଅଧିକାରୀଙ୍କୁ ମାଡମାରିବାର ଭିଡିଓ ଭାଇରାଲ ହୋଇଥିଲା । ବିଧାୟକଙ୍କ ନାମନେଇ ସେମାନେ ଗୁଣ୍ଡାମି କରୁଥିବା ଦେଖାଯାଇଥିଲା । ସେହି ମାମଲାରେ ରମେଶ ବସ୍ତିଆ ଜେଲଯାଇଥିଲେ । ସେହି ମାମଲା ଥଣ୍ଡା ନପଡୁଣୁ ଏବେ ଟିଟିଲାଗଡର ଜଣେ ହୋଟେଲ ବ୍ୟବସାୟୀଙ୍କୁ ବୋଲେରୋ ଚଢାଇ ହତ୍ୟାଉଦ୍ୟମ ମାମଲାରେ ବିଧାୟକଙ୍କ ଡାହାଣ ହାତ କୁହାଯାଉଥିବା ଅଙ୍କୁର ଅଗ୍ରୱାଲ ଗିରଫ ହୋଇ ଜେଲଯାଇଛନ୍ତି । ଗତ ୨୮ ତାରିଖରେ ରାତି ୯.୩୦ମିରେ ଏକ ନିଛାଟିଆ ସ୍ଥାନରେ ଘରକୁ ସ୍କୁଟିରେ ଫେରୁଥିବା ସନଭ୍ୟୁ ହୋଟେଲର ମାଲିକ ଶିବଦୟାଲ ଜୈନଙ୍କୁ ଏକ ନମ୍ବରବିହିନ ବୋଲେରୋଗାଡି ଧକ୍କାକରି ମଡାଇଦେଇ ହତ୍ୟାକରିବାର ଉଦ୍ୟମ ହୋଇଥିଲା । ଅବଶ୍ୟ ଅଲ୍ପକେ ଶିବଦୟାଲ ଜୈନ ବଞ୍ଚିଯାଇଥିଲେ । ଏହି ଘଟଣାରେ ବଲାଙ୍ଗୀର ଏସପି ଅଭିଲାଷଜୀ ଖୋଲତାଡ କରି ଏହା ଏକ ଷଡଯନ୍ତ୍ର ଜନିତ ହତ୍ୟାଉଦ୍ୟମ ଘଟଣା ବୋଲି ଗଣମାଧ୍ୟମକୁ କହିଛନ୍ତି । ଅଭିଯୁକ୍ତ ଅଙ୍କୁର ଅଗ୍ରୱାଲ ଗିରଫ ହେବା ଓ ସେ ଶିବଦୟାଲକୁ ହତ୍ୟାକରିବାକୁ ୫ଲକ୍ଷ ଟଙ୍କାର ସୁପାରି ଦେଇଥିବା ସ୍ପଷ୍ଟ ଜଣାପଡିଛି । ଅଙ୍କୁରର ଦୁଇ ସହଯୋଗୀ ମୁରିବାହାଲର ଭକ୍ତବନ୍ଧୁ ଖର୍ସେଲ ଓ ନରେଶକୁମାର ବେହେରା ମଧ୍ୟ ଗିରଫ ହୋଇଛନ୍ତି ଓ ଘଟଣାର ସତ୍ୟତାକୁ ପୋଲିସ ଆଗରେ ମାନିଛନ୍ତି । ତେବେ ଅଙ୍କୁର ଅଗ୍ରୱାଲ ହେଉଛନ୍ତି ଟିଟିଲାଗଡର ଭାଜପା ବିଧାୟକ ନବୀନ ଜୈନଙ୍କ ଖାସଲୋକ । ଖୋଦ ବିଧାୟକ ଏହି ଘଟଣାର କିଛିଦିନ ପୂର୍ବରୁ ନିଜ ଫେସବୁକ ସୋସିଆଲ ମିଡିଆଆଇଡିରେ ପୋଷ୍ଟିଂକରିଥିବା ଏକ ପୋଷ୍ଟିଂରୁ ଜଣାପଡିଛି । ବିଧାୟକ ନବୀନ ଜୈନଙ୍କ ବଳରେ ଅଙ୍କୁର ବଳିୟାନ ହୋଇ କିଛିମାସ ଭିତରେ ଅନେକଗୁଡିଏ ଠିକଦାରଙ୍କୁ ଧମକଦେବା,ଗେଟିବାଲି ବ୍ୟବସାୟୀଙ୍କୁ ହପ୍ତା ମାଗିବା ଇତ୍ୟାଦି କାମ କରୁଥିଲା । ଶେଷରେ ହୋଟେଲ ବ୍ୟବସାୟୀଙ୍କ ପତ୍ନୀଙ୍କୁ ଏକତରଫା ପ୍ରେମକରି କାଣ୍ଡକାରନାମା କରି ଧରାପଡିଛନ୍ତି । ଏବେ ବିରୋଧି ବିଜେଡିଦଳ ସିଧାସଳଖ ବିଧାୟକ ନବୀନ ଜୈନଙ୍କୁ ଟାର୍ଗେଟ କରିଛି । ବିଜେଡିଦଳ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରି ଏହି ଘଟଣାରେ ବିଧାୟକ ଜୈନଙ୍କ ସମ୍ପୃକ୍ତି ରହିଛି ତେଣୁ ଏହାର ଏକ ନୀରପେକ୍ଷ ତଦନ୍ତ କରିବାକୁ ଦାବି ଜଣାଇଛି । ଅଙ୍କୁର ସହିତ ବିଧାୟକ ନବୀନ ଜୈନଙ୍କ ବ୍ୟବସାୟିକ ଓ ଅପରାଧିକ ସମ୍ପର୍କ କେତେଦୂର ରହିଛି ତାହାର ତଦନ୍ତ କରାଯିବାକୁ ଦାବି ହେଉଛି ।  ଗତ କିଛିବର୍ଷ ଭିତରେ ଅଙ୍କୁର ବହୁତ ପ୍ରଭାବଶାଳୀ ହୋଇ ତାର ଅପରାଧିକ କାର୍ଯ୍ୟକଳାପ ଚଳାଇଛି । ବ୍ୟବସାୟୀମାନଙ୍କୁ ହଇରାଣ ହରକତ କରି ହପ୍ତାଅସୁଲି ଠାରୁ ଆରମ୍ଭ କରି ଠିକାଫିକ୍ସିଂ ପର୍ଯ୍ୟନ୍ତ ସବୁକାମ ଅଙ୍କୁର କରୁଛି । ବିଧାୟକଙ୍କ ଖାସଲୋକମାନେ ଏଭଳି ଅସାମାଜିକ କାମରେ ଲିପ୍ତରହି ଅପରାଧିକ କାର୍ଯ୍ୟାକଳାପ ବଢାଉଥିବାରୁ ଟିଟିଲାଗଡରେ ଜନଅସନ୍ତୋଷ ବ୍ୟାପୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ଅପରାଧିଙ୍କ ପ୍ରତି ଜିରୋଟୋଲେରେନ୍ସ କଥା କହୁଥିବା ବେଳେ ବିଧାୟକଙ୍କ ପ୍ରୋତ୍ସାହନରେ ତାଙ୍କ ସମର୍ଥକ ଅପରାଧିକ କାର୍ଯ୍ୟାକଳାପ ଚଳାଇଥିବା ଅଭିଯୋଗ ହେଉଛି । ରାଜ୍ୟର ଗୃହବିଭାଗ ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।
      ସେପଟେ ଏନେଇ ବିଧାୟକ ନବୀନ ଜୈନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,କିଏ ଭଲଲୋକ ଓ କିଏ ଖରାପ ଲୋକ କିଭଳି ଜାଣିବେ ଆଜ୍ଞା,ଅମେ ଲୋକପ୍ରତିନିଧି ଅନେକ ଲୋକ ଆମପାଖକୁ ଆସୁଛନ୍ତି । ପ୍ରଥମେ ମୁଁ ଏହି ଘଟଣାକୁ ବିଶ୍ୱାସ କରିପାରୁନଥିଲି । କିନ୍ତୁ ଏତେ ବଡ ଷଡଯନ୍ତ୍ରକରି ହତ୍ୟା ଉଦ୍ୟମ କରାଯାଇଛି ତାହା ଆଶ୍ଚର୍ଯ୍ୟ ଲାଗୁଛି । ଆଇନ ଆଖିରେ କେହି ବଡଲୋକ ନାହାଁନ୍ତି । ଯିଏ ଭୁଲକାମ କରିବ ସେ ନିଶ୍ଚୟ ଦଣ୍ଡ ପାଇବ । ମୁଁ କୌଣସି ବେଆଇନ କାମପାଇଁ ପୋଲିସକୁ ଫୋନ କରେ ନାହିଁ ବୋଲି ବିଧାୟକ ଶ୍ରୀ ଜୈନ କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like