-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
08-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ବିଜୁ ଜନତା ଦଳର ୫ଟି ଜେ।ନ ଓ ୩୧ଟି ଜିଲ୍ଲା ସାଙ୍ଗଠନିକ ସୋସିଆଲ ମିଡ଼ିଆ ସଂପାଦକ ଙ୍କ ନାମ ପ୍ରକାଶ ପାଇଛି। ସେହି କ୍ରମରେ ସୁବର୍ଣ୍ଣପୁର ର ଉଦିୟମାନ ଯୁବନେତା ଅମିୟ ରଞ୍ଜନ ଦାଶ ଙ୍କୁ ବୌଦ୍ଧ, ସୁବର୍ଣ୍ଣପୁର, କନ୍ଧମାଳ, ଢେଙ୍କାନାଳ, ଅନୁଗୁଳ, ବଲାଙ୍ଗୀର ଜିଲ୍ଲା ପାଇଁ ସେ।ସିଆଲ ମିଡିଆ ସଂଯୋଜକ ଭାବରେ ମନେ।ନୀତ କରାଯାଇଥିବାରୁ ସେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୣତଜ୍ଞତା ଜଣାଇବାସହ ଏହି କମିଟି ର ଆବାହକ ଡ଼. ଅମର ପଟ୍ଟନାୟକ, ରାଜ୍ୟ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ଅମରେଶ ପତ୍ରୀ, ଟିମ୍ ସଂଯୋଜକ ଜ୍ୟୋତିରଞ୍ଜନ ଜେନା ଏବଂ ସୋନପୁର ବିଧାୟକ ନିରଞ୍ଜନ ପୁଝାରୀ , ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ ଓ ସମସ୍ତ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।