-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Oct-2025
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର)ଦିନତାମାମ ଡାବୁଗାଁ
ଅଞ୍ଚଳରେ ବର୍ଷା ଲାଗି ରହିଛି ଏବଂ ଅପରାହ୍ନ ୫.୩୦ ଘଣ୍ଟା ସମୟରୁ ଘଡ଼ଘଡ଼ି ସହ ବର୍ଷା ହେଉଛି। ଜନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି, ବର୍ଷା ଯୋଗୁଁ ଅପରାହ୍ନ ରୁ ବିଜୁଳି ମଧ୍ୟ ନାହିଁ। ଏହାକୁ ଦୁଷ୍ଟିରେ ରଖି ଆଜି ରାବଣ ପଡି ସ୍ଥଗିତ ରଖାଯାଇଛି ଡାବୁଗାଁ ରେ। ଆସନ୍ତା କାଲି ପାଗ ଭଲ ହେଲେ ରାବଣପଡି ହେବ ବୋଲି ସୂଚନା ଦେଇଛନ୍ତି ଦୂର୍ଗାପୂଜା କମିଟି।