-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||     

HOME   ଜିଲ୍ଲା

ମହଖଣ୍ଡ ଗାଁ ରେ ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

22-Sep-2025



ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡ ଗାଁ ରେ ସୋମବାର ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ମହଖଣ୍ଡ ଗାଁ ର ସୁନିତା ମାଝି ବୋଲି ବୋଲି ଜଣାପଡିଛି। ସୋମବାର ଦିନ ପ୍ରାୟ ୩ ଟା ସମୟରେ ଘରେ କେହିଁ ନ ଥିବା ବେଳେ ଘର ଲୋକେ ଆସି ଦେଖିବା ବେଳେ ତାଙ୍କ ମୃତ ଶରୀର ଘରେ ଝୁଲନ୍ତା ଅବସ୍ଥା ରେ ଥିଲା। ଏନେଇ ତୁରେକେଲା ପୋଲିସ ଖବର ପାଇଁ ଘଟଣାସ୍ଥଳ ରେ ପହଞ୍ଚି ମୃତ ଶରୀର ଜବତ କଣ୍ଟାବାଞ୍ଜି ଡାକ୍ତରଖାନ କୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିବା ଆଜି ଶବ ବ୍ୟବଚ୍ଛେଦ ପରେ ମୃତ ଶରୀର ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ ସେ ପଟେ ମୃତ କାରଣ ଅସ୍ପଷ୍ଟ ରହିଛି। ଯୁବତୀ ଜଣକ ମୃତ୍ୟୁ କେମିତି ଓ କେଉଁ କାରଣ ପାଇଁ ହୋଇଛି ବର୍ତ୍ତମାନ ତାହା ମଧ୍ଯ ରହସ୍ଯ ଘେରରେ ରହିଛି। ତେବେ ଏନେଇ ତୁରେକେଲା ପୋଲିସ ତଦନ୍ତ ଜାରୀ ରଖିଥିବା ଜଣାପଡିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   07-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026

You Might Also Like