-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ନିଖିଳ ଉତ୍କଳ କୁଲି ମେହେର ସମାଜର ସାଧାରଣ ସଭା

21-Sep-2025



ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ରାମପୁର କଲ୍ୟାଣ ମଣ୍ଡପ ଠାରେ ନିଖିଳ ଉତ୍କଳ କୁଲି ମେହେର ସମାଜ ତରଫରୁ ଜିଲ୍ଲାସ୍ତରୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜ୍ୟ ସଭାପତି ତଥା ସ୍ଥାନୀୟ ରାମପୁର ଗ୍ରାମର ବାସିନ୍ଦା ଚୈତନ୍ୟ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ମହାସଭାରେ ସୁବର୍ଣ୍ଣପୁର ଜିଲ୍ଳାର ୧୩ ଖଣ୍ଡ ଗ୍ରାମର ମେହେର, ଭାଲ୍ଲୋକ ଙ୍କ ସମେତ ପ୍ରାୟ ୩୦୦ରୁ ଅଧିକ ମହିଳା ପୁରୁଷ ଯୋଗଦାନ କରିଥିଲେ। ମୂଖ୍ୟ ଅତିଥି ଭାବରେ ନିଖିଳ ଉତ୍କଳ କୁଲି ମେହେର, ସମାଜର ସଭାପତି ଦଶରଥ ମେହେର, ସମ୍ମାନୀତ ଅତିଥି ଭାବରେ ସମ୍ପାଦକ ପୁରନ ମେହେର, ବରଗଡ ଜିଲ୍ଲାର ସଭାପତି ମଧୁସୂଦନ ମେହେର, ସମ୍ପାଦକ ସୁଦାମ ମେହେର ଙ୍କ ସମେତ ରାଜ୍ୟ ଓ ବିଭିନ୍ନ ଜିଲ୍ଳା କମିଟି ଯୋଗଦାନ୍ କରିଥଲେ। ମାଁ କରମସାନୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂତନ ଜିଲ୍ଲା କମିଟି ଗଠନ ପାଇଁ ଘୋଷଣା କରଯାଇଥିଲା। କୁଲି ମେହେର ସମାଜର ଉପଵିଧି ଅନୁଯାୟୀ ସଭାପତି ଙ୍କ ଆଦେଶ କ୍ରମେ ନିର୍ବାଚନ ଅଧିକାରୀ ଭାବରେ ପୁରନ ମେହେର, କଲ୍ୟାଣୀ ମେହେର ଓ ଦୁର୍ଗାପ୍ରସାଦ ମେହେର ଯୋଗଦେଇ ଆଗାମୀ ୩ ବର୍ଷ ପାଇଁ ଜିଲ୍ଲାସ୍ତରୀୟ କମିଟି ଗଠନର ପ୍ରକ୍ରିୟା ଆରମ୍ଭ କରିଥିଲେ। ଉପସ୍ଥିତ ଜନତାଙ୍କ ଅନୁରୋଧକ୍ରମେ ମନୋନୟନ ପ୍ରକ୍ରିୟାରେ ଜିଲ୍ଲା କମିଟିର ବିଭିନ୍ନ ପଦବୀ ପୂରଣ କରାଯାଇଥିଲା। ସଭାପତି ଭାବରେ ଘନଶ୍ୟାମ ମେହେର, ଉପସଭାପତି ଭାବରେ ଦିଲ୍ଲୀପ ମେହେର ଓ କୈଳାସ ମେହେର ସମ୍ପାଦକ ଭାବରେ ପ୍ରତାପ କୁମାର ମେହେର, ସହ ସମ୍ପାଦକ ଭାବରେ ଯୋଗେଶ୍ୱର ମେହେର ଓ ଦେବରାଜ ମେହେର, କୋଷାଧ୍ୟକ୍ଷ ଭାବରେ ପୀତବାସ ମେହେର, କାର୍ଯ୍ୟକାରୀ କମିଟିରେ ଯଥାକ୍ରମେ ବିଷ୍ଣୁମୟୀ ମେହେର, ଗୀତାଞ୍ଜଳୀ ମେହେର, ସୁଦେଶ୍ନା ମେହେର, ଅନୁଶୟା ମେହେର , ଦିନେଶ ମେହେର ଓ ଶଶିଭୂଷଣ ମେହେର ଏବଂ ମୁଖ୍ୟ ଉପଦେଷ୍ଟା ଭାବରେ ସାଧୁ ମେହେର ଙ୍କୁ ମନୋନୀତ କରାଯାଇଥିଲା । ସମସ୍ତଙ୍କ ଅନୁରୋଧ କ୍ରମେ ଉପଦେଷ୍ଟା ମଣ୍ଡଳୀରେ ସବୁ ଗ୍ରାମର ମେହେରଙ୍କୁ ରଖା ଯାଇଥିଲା।       ନବଗଠିତ ସମସ୍ତ ଜିଲ୍ଲା କମିଟି ସଦସ୍ୟ ସଦସ୍ୟାଙ୍କୁ ଅଭିନନ୍ଦନ ଜଣାଇ ବରଗଡ ଜିଲ୍ଲା ସମ୍ପାଦକ ସୁଦାମ ମେହେର ଶପଥ ପାଠ କରାଇଥିଲେ। ଏହି ମହାସଭାରେ ଜିଲ୍ଲାର ଶହ ଶହ ଜନ ସାଧାରଣ ଯୋଗଦାନ କରି ମହାସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ମାଁ କରମସାନିଙ୍କ ନିକଟରେ ଆଶୀର୍ବାଦ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ। ମହାସଭାକୁ ସଫଳ କରିବା ପାଇଁ ହେମନ୍ତ ମେହେର, ବିଦେଶୀ ମେହେର, ବିରଞ୍ଚି ମେହେର, ପ୍ରଦୀପ ମେହେର,ଜ୍ୟୋତିରଞ୍ଜନ ମେହେର,ସୁଦାମ ମେହେର, ଅନାଦି ମେହେର,ସରୋଜ ମେହେର,ସର୍ଜନ ମେହେର, ମଗନିଆ ମେହେର,ରମେଶ ମେହେର,ମୁନା ମେହେର,କୁମୁଦ ମେହେର,ଆନନ୍ଦ ମେହେର,ଶିବ ମେହେର,ବନମାଳୀ ମେହେର, ଭଜ ମେହେର ଓ ପ୍ରମୋଦ ମେହେର ସଭାକୁ ସଫଳ କରିବା ପାଇଁ ସହଯୋଗ ପ୍ରଦାନ କରିଥିଲେ।ପରିଶେଷରେ ବିରଞ୍ଚି  ମେହେର ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭାପତିଙ୍କ ଆଦେଶ କ୍ରମେ ସଭା ସାଙ୍ଗ ଘୋଷଣା କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like