-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ବରୀ(ରଞ୍ଜିତ ମହାନ୍ତି): ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଜିର ସମାଜରେ ସମାଜରେ ନାରୀ ମାନେ କିଭଳି ଭାବରେ ଶସକ୍ତ ହୋଇ ପାରିବେ ଓ ଆଜିର ସମାଜରେ ବିଭିନ୍ନ ସମୟରେ ଘଟୁଥିବା ନିର୍ଯ୍ୟାତନା ଘଟଣାରେ କିଭଳି ଭାବେ ସଚେତନ ରହିବେ ଏହାହିଁ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ ସାମଳ ସଭାପତିତ୍ବ କରିଥିବା ବେଳେ ଶକ୍ତିଶ୍ରୀର ସଂଯୋଜିକା ଡ. କଳ୍ପନା ମଞ୍ଜରୀ ବେଉରିଆ, ଇକ୍ୟୁଏସି ଡ.ନରୋତ୍ତମ ପରିଡ଼ା, ଆଇସିସି କୁକୁମୀନା ମହାନ୍ତି, ସୁଶୀଳା ନାୟକ ଶକ୍ତିଶ୍ରୀ ସହସଂଯୋଜିକା ପି.ମନୋହରୀ, ପ୍ରଜ୍ଞାସ୍ମୃତି ସାହୁ, ଶକ୍ତିଶ୍ରୀ ସାଥ୍ ଅନୁସୂୟା ନାଥଶର୍ମା ଯୋଗଦେଇଥିଲେ |