-+91-9937148622 |

prerana_bgr@rediffmail.com |

  Sunday 21st June 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ    (20-Jun-2026)       ||      ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ    (20-Jun-2026)       ||      ବରିଷ୍ଠ ମୋହରି ଙ୍କ ପରଲୋକ   (20-Jun-2026)       ||      ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   (20-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   (20-Jun-2026)       ||      ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   (20-Jun-2026)       ||      *ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   (20-Jun-2026)       ||      ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   (20-Jun-2026)       ||      ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ    (20-Jun-2026)       ||      ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ    (20-Jun-2026)       ||      ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   (20-Jun-2026)       ||      *ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ...* ଡାବୁଗାଁ ବନ ବିଭାଗକୁ ବଡ଼ ସଫଲତା   (20-Jun-2026)       ||      ବିଜେଡି ନେତାଙ୍କ ଘରେ ଫୁଟିଲା ଗୁଳି, ଦୁବୃର୍ତ୍ତ ଫେରାର।   (20-Jun-2026)       ||      ଗାଧୋଇବାକୁ ଯାଇ ବୁଡ଼ି ଗଲେ ଯୁବକ ।   (20-Jun-2026)       ||      ରାଜ୍ୟ ସରକାର ଙ୍କ ୨ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତା ର ବିବରଣୀ ଦେଲେ ମୁଖ୍ୟ ସଚେତକ   (20-Jun-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ*   (20-Jun-2026)       ||      Km   (20-Jun-2026)       ||      ଧାନ ଚୋରି ଅଭିଯୋଗରେ ଦୁଇ ଜଣ ଅଟକ ,   (20-Jun-2026)       ||      *ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ରେ ବାହୁଡ଼ିଲେ ଯୁଗଳ ମୂର୍ତ୍ତି*-   (20-Jun-2026)       ||      ବରପାଲି ବ୍ଲକରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ପାଞ୍ଚାୟତ ସ୍ତରୀୟ ସମ୍ମିଳନୀ ।   (20-Jun-2026)       ||     

HOME   ରାଜ୍ୟ

 ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିବସ ଅବସରରେ ବିଜେପି କାର୍ଯ୍ୟକର୍ତ୍ତl ଏବଂ କର୍ମୀଙ୍କ ପକ୍ଷରୁ ସାର୍ବଜନୀନ ଦୁର୍ଗା ମଣ୍ଡପ ପଡ଼ିଆକୁ ସଫାସୁତୁରା କରିବା ସହ ସ୍ୱଚ୍ଛତା ଅଭିଯାନ

18-Sep-2025



କାଲିମେଳା(ସନ୍ତୋଷ କୁମାର ପଣ୍ଡା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିବସ ଅବସରରେ ବିଜେପି କାର୍ଯ୍ୟକର୍ତ୍ତl ଓ କର୍ମଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଆଜି କାଲିମେଳା ବ୍ଲକ ଅନ୍ତର୍ଗତ ମାଲାଭରମ ମଣ୍ଡଳୀର ସବୁ କର୍ମକର୍ତ୍ତା ମିଶି  ଏମ୍.ଭି-୭୯ ସାର୍ବଜନୀନ ଦୁର୍ଗା ମଣ୍ଡପ ପଡିଆକୁ ସଫାସୁତୁରା କରାଯାଇଛି l ଏହି କାର୍ଯ୍ୟକ୍ରମରେ ଏମ୍.ଭି- ୭୯ ରେ ରହିଥିବା ସମସ୍ତ ବିଜେପି କର୍ମୀ ମିଶି ଦୁର୍ଗା ମଣ୍ଡପ ପଡିଆରେ ପଡିରହିଥିବା ଓଳିଆ ଆବର୍ଜନା କୁ ସଫାସୁତୁରା କରିବା ସହ ପରିବେଶ କୁ କିପରି ସଫା ରଖିବା ତାକୁ ଦୃଷ୍ଟି ଦେବା ସହ କିପରି ଏହି ଅଞ୍ଚଳକୁ ସଫା ସୁତାର ରଖିବା ତାହା ବାର୍ତା ପ୍ରଦାନ କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ  ପରେ ଏମ୍.ଭି-୭୯ରେ ରହିଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ରୋଗୀଙ୍କୁ କିଛି ଶୁଖିଲା ଖାଦ୍ୟ ଦେବା ସହ ଏକ ପାନୀୟ ଜଳ ବୋତଲ ମଧ୍ୟ ପ୍ରଦାନ କରିଥିବା ଦେଖିବା ପାଇଁ ମିଳିଛି l ଏହି କାର୍ଯ୍ୟକ୍ରମ ରେ ମଲାଭରମ ମଣ୍ଡଳ ସଭାପତି ଜୟନ୍ତ ମଜୁମଦାର, ସଲି ଲାଇଚ, ପ୍ରତାପ ମଣ୍ଡଳ, ରାଜକିଶୋର ମଣ୍ଡଳ,ନାରାୟଣ ସରକାର, ସୁଶାନ୍ତ ସାନା ପ୍ରମୁଖ ଉପସ୍ଥିତ  ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାର ଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ବିକଶିତ ଭାରତ ଜି. ରାମଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
ଅମିତ ମେହେର ଙ୍କ ପାଇଁ କୁଲି ମେହେର ସମାଜ ଗର୍ବିତ   20-Jun-2026
  ଜିଲ୍ଲା  
ବରିଷ୍ଠ ମୋହରି ଙ୍କ ପରଲୋକ   20-Jun-2026
  ଜିଲ୍ଲା  
ବୋଡେ଼ନ ବ୍ଲକ ରେ ବିକାଶ ର ଧାରା ଓଡିଶା ସାରା ଚତୁର୍ଥ ଦିବସ   20-Jun-2026
  ଖେଳ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦ୍ଘାଟିତ   20-Jun-2026
  ଜିଲ୍ଲା  
ଧର୍ମପରାୟଣା ମହିଳା କ୍ଷୀରୋଦ୍ରୀ ଯୋଶୀଙ୍କ ପରଲୋକ   20-Jun-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ସହରାଞ୍ଚଳ ଜନ ସଂପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ଯ କ୍ରମ*-   20-Jun-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡିଶା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ।   20-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବେହେରାପାଲି, କରଙ୍ଗାକଟା ଓ ନରସିଂ ବନ୍ଧ ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କଲେ ଜିଲ୍ଲାପାଳ   20-Jun-2026
  ରାଜ୍ୟ  
ଶୀତଳ ଷଷ୍ଠୀରେ ମାନବସେବାର ଅନନ୍ୟ ଦୃଷ୍ଟାନ୍ତ: ଜିଲ୍ଲା ଜୁନିଅର ରେଡ଼କ୍ରସ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦହିପଣା ବଣ୍ଟନ   20-Jun-2026
  ଜିଲ୍ଲା  
ଶିଶୁ ଶ୍ରମ ନିରାକରଣ ସଚେତନତା କାର୍ଯକ୍ରମ-୨୦୨୬ ଅନୁଷ୍ଠିତ   20-Jun-2026
  ଜିଲ୍ଲା  
*ବାଘ ଛାଲ ଚାରା ଚାଲାଣ ବେଳେ ବାଘ ଛାଲ ସହ ଅମଳାଭାଟା ଚର୍ଚ୍ଚର ପାଷ୍ଟର ଗିରଫ...* ଡାବୁଗାଁ ବନ ବିଭାଗକୁ ବଡ଼ ସଫଲତା   20-Jun-2026

You Might Also Like