-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଜିଲ୍ଲା

*ଆରଟିଓ ନିୟମକୁ ବେଖାତିର କରି ଡାବୁଗାଁ ମୁଖ୍ୟ ରାସ୍ତାରେ ଅଟକି ରହିଛି ମାଳ ମାଳ ଟ୍ରକ, ପ୍ରଶାସବ ନିରବ*

31-Aug-2025



ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ବାଇକ ଚାଳକ ତଥା ପଦଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଗାଁ ଗହଳିର ରାସ୍ତା ଗୁଡିକ ତିଆରି କରିଛନ୍ତି।ହେଲେ କିଛି ଟ୍ରକ ମାଲିକ ଏହି ନିୟମକୁ ବେଖାତିର କରି  ରାସ୍ତାରେ ଟ୍ରକ ପାର୍କିଙ୍ଗ କରିବା ଦେଖାଦେଇଛି ଡାବୁଗାଁ ମୈଦଲପୁର ମୁଖ୍ୟ ରାସ୍ତାରେ। ଆଜିକୁ ପ୍ରାୟ ୬/୭ ଦିନ ହେବ ପାଇପ ବଝେଇ ଟ୍ରକ ଗୁଡିକ ଅଟକି ରହି ରାସ୍ତା ଅବରୋଧ କରୁଛି ଡାବୁଗାଁ ଅଞ୍ଚଳରେ। ଫଳରେସ୍ଥାନୀୟ ବାସିନ୍ଦା ଏବଂ ପଥଚାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ପରା ହେବା ପାଇଁ ମଧ୍ୟ ବହୁ ସମୟ ଅପେକ୍ଷା କରିବା କୁ ପଡୁଛି।ଏମିତିକି ଗତ ଦିନଗୁଡିକରେ ଅନେକ ଛୋଟବଡ ଦୂର୍ଘଟଣା ମଧ୍ୟ ଘଟିଲାଣି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ଓ ଆରଟିଓ ବିଭାଗ ରାସ୍ତାରେ ସାଧାରଣ ଲୋକଙ୍କ ଛୋଟ ଗାଡିଟିଏ ଅଟକି ଗଲେ ବି ଦୌଡିଆସି ତାକୁ ହଟାଉଛନ୍ତି ଓ ତାଙ୍କଠାରୁ ଫାଇନ ନେଇଥାନ୍ତି। ହେଲେ ଏହି ରାସ୍ତାରେ ଦୀର୍ଘଦିନ ଧରି ବଡ ବଡ ଟ୍ରକ ଅଟକି ଯାଇ ସେଠାରେ ଯାତାୟାତ ସମସ୍ୟା ସୃଷ୍ଟି କରିଛି କିନ୍ତୁ ଏଥିପ୍ରତି କାହାର ନଜର ନାହିଁ? ଏହି ଟ୍ରକ ମାଲିକମାନଙ୍କ ପାଇଁ ନା ଅଛି ଫାଇନ ନା ଟ୍ରାଫିକ ନିୟମ। ସେମାନେ ବ୍ୟକ୍ତିଗତ ଭାବରେ ବ୍ୟବହାର କଲାପରି ଏହି ରାସ୍ତାକୁ ଅବରୋଧ କରି ଚାଲିଛନ୍ତି।  ଯେଉଁ ରାସ୍ତାରେ ଦୀର୍ଘ ଦିନ ଧରି ଅଟକି ରହିଛି ଏହି ପାଇପ ବାଝେଇ ଟ୍ରାକମାନେ ସେହି ଅଞ୍ଚଳ ଡାବୁଗାଁ ର ସବୁଠୁ ଜନଗହଳି ପୂର୍ଣ୍ଣ ସ୍ଥାନ ଅଟେ। ଏହି ରାସ୍ତାରେ  ରହିଛି ପଂଚାୟତ ଅଫିସ, ଷ୍ଟେଟ ବ୍ୟାଙ୍କ, ବିଦ୍ୟାଳୟ ଏବଂ ଆରପଟରେ ରହିଛି ମେଡିକାଲ, ଫରେଷ୍ଟ ଅଫିସ, ଅବକାରୀ ବିଭାଗ କାର୍ୟ୍ୟାଳୟ, ଲ୍ୟାମ । ତଥାପି  ଏହି ରାସ୍ତା ଅବରୋଧ ହୋଇରହୁଛି। ଆଉ କେତେ ଦିନ ସ୍ଥାନୀୟ ଲୋକ ଏଭଳି ସମସ୍ୟାର ସମମୀଖିନ ହେବାପରେ ପ୍ରଶାସନ ଏହା ଉପରେ ପଦକ୍ଷେପ ନେଵ ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like