-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
30-Aug-2025
ବଲାଙ୍ଗିର ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଣ୍ଡିଆପଦର ନିଜ ଗ୍ରାମରେ ପଶ୍ଚିମ ଓଡିଶାର ପୁରପଲ୍ଲୀ ନୂଆଁଖାଇ ରେ ଚଳଚଞ୍ଚଳ ଥିବା ବେଳେ ନିଜ ଜନ୍ମ ମାଟିରେ ପରିବାରଙ୍କ ସହିତ ନୂଆଁଖାଇଲେ ଓ ଭେଟଘାଟ ହୋଇ ନିଜ ଗ୍ରାମ ଦେବାଦେବୀ, ଚାଷ ଜମି ପୂଜା ଅର୍ଚ୍ଚନା କରି ଏକାଠି ହୋଇଥିଲେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଢଙ୍ଗି । ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜିବି ଆସି ଭେଟଘାଟ ରେ ସାମିଲ ଥିଲେ । ବ୍ୟସ୍ତତା ମଧ୍ୟରେ ଥାଇ ଆଜି ପରଂପରାର ନୂଆଁଖାଇ ରେ ସାମିଲ ହୋଇଥିଲେ ।