-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

୧୧୯ କଲୋନୀ ରାସ୍ତା ନାଳ ନର୍ଦ୍ଦମା ଜରାଜୀର୍ଣ୍ଣ

30-Aug-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ମାଲକାନଗିରି ସଦର ମହକୁମାରେ ଥିବା ୧୧୯ କଲୋନୀ ର ରାସ୍ତା ଏବଂ ନାଳ ନର୍ଦ୍ଦମା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏଠାରେ ଅଧିକାଂଶ ସରକାରୀ ଚାକିରିଆ ବ୍ୟକ୍ତିମାନେ ରହନ୍ତି। 
ହେଲେ ଯେଉଁମାନେ ଜିଲ୍ଲାର ଉନ୍ନତି କଥା ଚିନ୍ତା କରନ୍ତି, ମାତ୍ର ସେମାନଙ୍କ ରହିବା ସ୍ଥାନ ସବୁ ଠାରୁ ଅବହେଳିତ। ଯେପରି କି

ଦୀପ ତଳ ଅନ୍ଧାର।ବହୁ ସ୍ଥାନରେ ମୁକୁଳା ନର୍ଦ୍ଦମା ରହିଛି। ନର୍ଦ୍ଦମା ଉପରେ ସିମେଣ୍ଟ ନିର୍ମିତ ଆବରଣ ନାହିଁ।ଆଉ କେଉଁଠି 
ନର୍ଦ୍ଦମା ନଥିବାରୁ ବର୍ଷା ହେଲେ ପାଣି ରାସ୍ତାରେ ପ୍ରବାହିତ ହେଉଛି। କେଉଁଠି ନର୍ଦ୍ଦମା ଆବର୍ଜନା ଦ୍ବାରା ଅବରୋଧ।
ପରିସ୍କାର ପରିଚ୍ଛନ୍ନ ଯେମିତି ହେବା କଥା ହେଉନି। ୧୧୯ କଲୋନୀ ବ୍ଳିଚି ପାଉଡର ପଡୁ ନହିଁ କି ମଶା ଦମନ ପାଇଁ 
ମଶା ନିବାରଣ ଦ୍ରବଣ ପଡୁ ନହିଁ। ନତୁବା ମଶା ଦମନ ପାଇଁ 
ଧୂଆଁ ଗାଡି ମଧ୍ୟ ବ୍ୟବହୃତ ହେଉ ନାହିଁ। ବର୍ଷା ଋତୁ ହେତୁ ମଶାଙ୍କ ପ୍ରାଦୁର୍ଭାବ ଅସହ୍ୟ। ଫଳରେ ମ୍ୟାଲେରିଆ ଓ ଡେଙ୍ଗୁ ହେବାର ଆଶଙ୍କା ଯଥେଷ୍ଟ। କେବଳ ପରିମଳ ନାଁ କୋଟି କୋଟି ଟଙ୍କା ଶ୍ରାଦ୍ଧ ହେଉଛି। ପରିମଳ କିପରି ହେଉଛି, ଏହାର କ୍ଷେତ୍ର 
ପରିଦର୍ଶନ ନିଜେ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ 
କରିବା ଉଚିତ। ତାହେଲେ କାର୍ଯ୍ୟର ସଠିକ୍ ପରିଚାଳନା ହୋଇ ପାରିବ।
ଅନ୍ୟ ପକ୍ଷରେ ୧୧୯ କଲୋନୀ ର ବହୁ ଗଳି କନ୍ଦି ରାସ୍ତା ଗୁଡିକ ଜରାଜୀର୍ଣ୍ଣ।ବର୍ଷ ବର୍ଷ ଧରି ସେମିତି ଖାଲ ଖମା ହୋଇ ପଡ଼ିଛି। ଏଥି ପ୍ରତି କୌଣସି କାଉନସିଲର ଠାରୁ ଆରମ୍ଭ କରି ପୌରପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ନଥିବା ଜଣା ପଡ଼ିଛି। ଇତି ମଧ୍ୟରେ କେତେ ମାଲକାନଗିରି ମୁନସିପାଲଟିକୁ  କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଆସି , ଏଠାରୁ ବିଦାୟ ନେଲେଣି, ମାତ୍ର ୱାର୍ଡ

ଗୁଡ଼ିକ ବୁଲି କ'ଣ କ'ଣ ସମସ୍ୟା ରହିଛି, ବୁଝିବାର ଦୃଷ୍ଟି ଗୋଚର ହେଉ ନାହିଁ। ଯିଏ ଅଫିସର ହୋଇ ଆସିଲେ,ସେ ଚାରିକାନ୍ଥ ମଧ୍ୟରେ ଆବଦ୍ଧ। ଏଣୁ କର୍ମଚାରୀମାନେ ମଧ୍ୟ ଢିଲା। କେଉଁଠି ଷ୍ଟ୍ରିଟ ଲାଇଟ୍ ଜଳୁଛି କି ନାହିଁ, ଏହାର ମଧ୍ୟ ତଦାରଖ ନାହିଁ। କହିବାକୁ  ଗଲେ ପୌରପରିଷଦର କ୍ଷେତ୍ର କର୍ମଚାରୀ ମାନେ ସଂପୂର୍ଣ୍ଣ ନିଘୋଡ଼ ନିଦ୍ରାରେ ରହିଛନ୍ତି। ଏଠାରେ ସମସ୍ୟା ଅନେକ, ହେଲେ ସମାଧାନ ଲାଗି ଆନ୍ତରିକତା ଘୋର ଅଭାବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like