-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
14-Aug-2025
ତୁଷୁରା(ପଞ୍ଚାନନ ନାଏକ): ବଲାଙ୍ଗିର ଜିଲ୍ଲା ଗୁଡଭେଳା ବ୍ଲକ ସମରା ହାଇସ୍କୁଲ ଠାରେ ସଂସ୍କୃତ ସପ୍ତାହ ପାଳିତ ହେଇଯାଇଛି ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ରମେଶ ଚନ୍ଦ୍ର ରଣା, ଙ୍କ ଅଧକ୍ଷତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ମଞ୍ଜୁରୀ କାଲୋ ମୁଖ୍ୟ ଅତିଥି ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂସ୍କୃତ ସପ୍ତାହ ଦିବସ ପାଳନ କରା ଯାଇ ଥିଲା ଶିକ୍ଷକ ରମେଶ ଚନ୍ଦ୍ର ରଣା ସଂସ୍କୃତ ଭାଷାର ମହତ୍ୱ ଭାଷା ଜ୍ଞାନ ତଥା ଲୋକ ଉଚ୍ଚାରଣ କରିଥିଲେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତ ଶ୍ଳୋକର ଆବୃତ୍ତି ନୀତିବାଣୀ ବନ୍ଦନା କରିଥିଲେ ଶେଷରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ