-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||     

HOME   ଜିଲ୍ଲା

*ରାଜସ୍ଵ ଅମଲା ସଂଘ ର କାର୍ଯ୍ଯ ବନ୍ଦ ଡାକରା ରୁ ଓଡ଼ିଶା ଅମଲା ସଂଘ ଦୂରେଇ ରହିବ*- - *ସୁବର୍ଣ୍ଣପୁର ଠାରେ ଓଡିଶା ଅମଲା ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ*-

10-Aug-2025



(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଅଣ ଗେଜେଟେଡ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଓଡ଼ିଶା ଅମଲା ସଂଘ ଜିଲ୍ଲା ଶାଖା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା l ରାଜସ୍ୱ  ଅମଲା ସଂଘ ର କାର୍ଯ୍ଯ ବନ୍ଦ ଡାକରା ରେ ଓଡ଼ିଶା ଅମଲା ସଂଘ ଦୂରେଇ ରହି  ସ୍ଵାଭାବିକ ଭାବେ ଜିଲ୍ଲା ତଥା ସାରା ରାଜ୍ୟରେ ସରକାରୀ କାର୍ଯ୍ଯ ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଓଡ଼ିଶା ଅମଲା ସଂଘ l ଓ  ରାଜସ୍ବ ଅମଲା ସଂଘ ର କେଉଁ ଦାବୀ ବା ସ୍ବାର୍ଥ ପାଇଁ ତାକୁ ଓଡ଼ିଶା ଅମଲା ସଂଘ ର ସମର୍ଥନ  ଦରକାର  ତାରି ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଏହି ସମ୍ମିଳନୀ ରେ ସଂଘ ର ରାଜ୍ୟ ସମ୍ପାଦକ ଚିତ୍ତ ରଞ୍ଜନ ତରାସିଆ ପ୍ରକାଶ କରିଛନ୍ତି l ଓଡ଼ିଶା ଅମଲା ସଂଘ ରାଜ୍ୟର ଏକ ସର୍ବ ପୁରାତନ ଏବଂ ବୃହତ୍ତମ ସଂଘ, ଯାହାର ସଭ୍ୟ ରାଜ୍ୟରେ ସମସ୍ତ ଜିଲ୍ଲାର ରାଜସ୍ଵ ବିଭାଗ ସହ ସବୁ ବିଭାଗରେ କାର୍ଯ୍ୟରତ । ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ ରୂପାୟନ କରାଇ ବାରେ ଏହି ଜିଲ୍ଲାସ୍ତରୀୟ ଅମଲାଙ୍କ ପ୍ରମୁଖ ଭୂମିକା ଥାଏ । କିନ୍ତୁ ଜିଲ୍ଲା ଅମଲା ଆଜି ରାଜ୍ୟରେ ଅବହେଳିତ ଏବଂ ନିଷ୍ପେସିତ । ଏକମାତ୍ର ଦାବି ୨୦୧୭ ମସିହାରୁ ପ୍ରଚଳିତ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହାରରେ ଲେବୁଲ-୯ ଦରମା ପ୍ରଦାନ, ୨୦୧୯ ମସିହା ରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ପାଈଁ ପ୍ରଣୟନ ହୋଇଥିବା କ୍ୟାଡ଼ର ଆଇନ ଯଥା ଜି ଏ, ଓ ପିଜି ବିଭାଗ ରେଜୁଲେଶନ ନମ୍ବର ୫୬୨୨ ତା ୨୦-୦୨- ୨୦୧୯ କୁ ତୁରନ୍ତ ଲାଗୁ ଓ ଏମାନଙ୍କୁ ପଦୋନ୍ନତି ରୁ ବଞ୍ଚିତ କରା ନ କରିବା, ଓ ଜିଲ୍ଲା ସ୍ତରରେ ଏ ନୀୟମ ଅନୁଯାୟୀ ପ୍ରତି ଚାରି ବର୍ଷ ରେ କ୍ଲାସ ୧, କ୍ଲାସ ୨ ସ୍ତର କୁ ପରବର୍ତ୍ତୀ ପଦୋନ୍ନତି ଦିଆଯାଇ ପ୍ରମୋସନ୍ କ୍ଷେତ୍ରରେ ଅମଲା ଙ୍କ ପାଇଁ ସଂରକ୍ଷିତ କରିବା , କ୍ୟାଡ଼ର ରୁଲ୍ କୁ ପୁନଃ ଲାଗୁ କରାଯାଇ ଅମଲା ଙ୍କୁ ଗୋଟାଏ କ୍ୟାଡ଼ର କରିବା ପ୍ରମୁଖ ଦାବୀ ନେଇ ଆଜି ରାଜ୍ୟ ସାରା ସାମ୍ୱାଦିକ ସମ୍ମିଳନୀ ର ଆୟୋଜନ କରି ସୁଚନା ଦେଇଥିବା ବିଷୟ ପ୍ରକାଶ କରିଛନ୍ତି l ଓ ରାଜସ୍ଵ ଅମଲା ସଂଘ ର ଏଭଳି ଡିଭାଇଡ ରୁଲ୍ କୁ ସଂଘ ନାପସନ୍ଦ କରିଥିବା କହି ଛନ୍ତି l ଆଜିର ଏ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ଚିତ୍ତ ରଞ୍ଜନ ତରାସିଆ ଙ୍କ ସମେତ ଜିଲ୍ଲା ସଭାପତି ଜୟଦ୍ରଥ ଜଗଦଲା, ଯୋଗେନ୍ଦ୍ର ସେଠୀ, ଭଗ୍ୟଧର ପଣ୍ଡା, ବଳରାମ ଖେତି, କମଲ ରାଜହଂସ ସୁଧାଂଶୁ ସ୍ୱାଇଁ, ଉମା ଶଙ୍କର ହୋତା, ସୌମ୍ୟା ବରିହା, ସମୀକ୍ଷା ପୁରୋହିତ, ସୁରେନ୍ଦ୍ର ନାୟକ, ସୁଜିତ ଜଗଦଲା, ବଳରାମ କ୍ଷେତୀ, ରାଧାନାଥ ହୋତା, ଆକାଶ ତ୍ରିପାଠୀ, ଗିରିଶ ଦାଶ, ସରୋଜ ମେହେର, ଅଶୋକ ଗଡତିଆ, ଶିବ କୁମ୍ଭାର, ହରି ଗୋବିନ୍ଦ ଆଚାର୍ଯ୍ୟ, ଅଶ୍ଵିନୀ କର୍ମୀ, ଦେବେନ୍ଦ୍ର ଷଡଙ୍ଗୀ ପ୍ରମୁଖ  ସଂଘ ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026

You Might Also Like