-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||     

HOME   ରାଜ୍ୟ

ବାଲିଗୁଡା  ଆଦିବାସୀ  କଲେଜରେ ପ୍ରକୃତି ଓ ପ୍ରାକୃତିକ ସମ୍ପଦ ସଂରକ୍ଷଣ ସମ୍ପର୍କରେ ଆଲୋଚନାଚକ୍ର 

29-Jul-2025



ଫୁଲବାଣୀ/ବାଲିଗୁଡ଼ା:  ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ଠାରେ  ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ସଭାପତିତ୍ୱରେ ସ୍ୱଛାସେବୀ ଅନୁଷ୍ଠାନ ଫାରେଲ ପକ୍ଷରୁ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରକୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ  ହୋଇଯାଇଛି।ଫାରେଲ ଅନୁଷ୍ଠାନ ପକ୍ଷରୁ ସମ୍ପାଦକ ଅମିତ ନାୟକ ଵିଶ୍ୱ ପ୍ରାକୃତିକ ସମ୍ପଦ ସଂରକ୍ଷଣ ଦିବସ ୨୦୨୫ ପାଳନ ଅବସରରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ପରିବେଶ ସନ୍ତୁଳନକୁ ସୁରକ୍ଷିତ କରିବାକୁ ବିଭିନ୍ନ ପ୍ରକାର ପ୍ରାଣୀ ଓ ଉଦ୍ଭିଦର ସହାବସ୍ଥାନକୁ  ସୂଯୋଗ ଦେଲେ ଜୈବ ବିବିଧତା ସୁରକ୍ଷିତ ରହିପାରିବ ବୋଲି କହିଥିଲେ। ବିଶ୍ୱ ତାପମାତ୍ରା ବୃଦ୍ଧି ନେଇ ସମସ୍ତେ ଚିନ୍ତିତ।ପ୍ରଦୂଷଣ ମୁକ୍ତ ଜୀବନ ସମସ୍ତେ ଜୀଇଁବାକୂ ଚାହାନ୍ତି।ବିକଶିତ ଦେଶଗୁଡିକ ସହ  ୧୦ପ୍ରତିଶତ ବିତଶାଳୀ ଭାରତୀୟ  ଅଧିକ ଅଙ୍ଗାରକାମ୍ଳ ଛାଡୁଥିବାରୁ ତାପମାତ୍ରା ବୃଦ୍ଧି ହେଉଛି। ବିଶ୍ୱର ୫୪ଟି ଦେଶ ୫୫% ଅଙ୍ଗରକାମ୍ଲ ତ୍ୟାଗ କରିବା ଫଳରେ ବିଶ୍ୱତାପମାତ୍ରା ଉପରେ ଅଧିକ ପ୍ରଭାବ ପଡିବାରୁ ଜଳବାୟୁ ପରିବର୍ତ୍ତନ ହେଉଛି।ଯାହା ଫଳରେ ବରଫ ତରଳି ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି।ଫଳରେ ପ୍ରଶାନ୍ତ ମହାସାଗରରେ ୩୪ଟି ଛୋଟ ଦୀପ ବୁଡିଯିବାକୁ  ବସିଲାଣି।ଓଡ଼ିଶାର ସାତଭାୟା ଅଞ୍ଚଳରେ ସାତଟି ଗାଁ ପାଣିରେ ବୁଡିଗଲାଣି।ମଣିଷ ନଜର ଦୈନନ୍ଦିନ ଆବଶ୍ୟକତା ପୂରଣ ଓ ବିଳାସ ବ୍ୟସନ  ପାଇଁ  ପ୍ରତିଦିନ ଜଙ୍ଗଲ କାଟିବା ସହ ପ୍ରକୃତି ଉପରେ ଦାଉ ସାଧୁଛି। ତେଣୁ ଏହାର ସୁରକ୍ଷା ଆବଶ୍ୟକ।ନେଚେତ ଯୁବ ସମାଜ ବେଳହୁଁ ସାବଧାନ ନ ହେଲେ ଏ ପୃଥିବୀ ଧ୍ୱଂସ ମୁଖରେ ପଡିବ।  ଅନେକ ପ୍ରକାରର ବନ୍ୟଜନ୍ତୁ ଓ ବହୁତ ବୃକ୍ଷ ରାଜି ବିଲୁପ୍ତ ପ୍ରାୟ।ଏହି ଅବସରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ  କୃପାସିନ୍ଧୁ ବେହେରା ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ ,ଅଧ୍ୟାପକ ଡ ବିଭୁତି ଭୂଷଣ ଆଚାର୍ଯ୍ୟ ,ସହକାରୀ ବନ ସଂରକ୍ଷକ  ମିଲନ କୁମାର ବାଗ ଯୋଗଦେଇ ଜୈବ ବିବିଧତା ରକ୍ଷା ସହ ରାଷ୍ଟ୍ର ପାଇଁ ଯୁବ ସମାଜ ସମର୍ପିତ ହେବାକୁ ପରାମର୍ଶ ଦେଇଥିଲେ।ଜିଲାର ବରିଷ୍ଠ ସମାଜିକ କର୍ମୀ ଅଶୋକ ପରିଡା  ଯୋଗ ଦେଇ ଜିଲାରେ ଦ୍ରୁତ ଜଙ୍ଗଲ କ୍ଷୟ ରୋକିବା, ଜଙ୍ଗଲ ସୁରକ୍ଷା କରିବା, ଜୈବ ବିବିଧତାର ସୁରକ୍ଷା, ଗାଁରେ ପରିବେଶ ସୁରକ୍ଷା, କନ୍ଧମାଳର ଭୃଗର୍ଭସ୍ଥ ଜଳସ୍ତର ବୃଦ୍ଧି ପାଇଁ  ପଦକ୍ଷେପ ନେବା  ଉପରେ ଯୁବ ସମାଜ  ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।ତିରିଶ ବର୍ଷ ତଳର ପ୍ରାକୃତିକ ପରିବେଶ ଓ ତାପମାତ୍ରା ସମ୍ପର୍କରେ ସୂଚନା ଦେଇ  କନ୍ଧମାଳରେ ବର୍ଷା ରୂତୁର ତାପମାତ୍ରା  ବୃଦ୍ଧି ଉପରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ୧୯୮୦ଜଙ୍ଗଲ ଅଧିନିୟମରେ ପରିବର୍ତ୍ତନ କରି ୨୦୨୨ମସିହାର ସଂଶୋଧିତ ନିୟମରେ ଜଙ୍ଗଲକୁ ସିଧାସଳଖ କମ୍ପାନୀ ହାତକୁ ଟେକିଦେବାକୁ ଆଣିଥିବା ନିୟମରୁ ଓହରି ଜଙ୍ଗଲ ଜମି ଅଣ ଜଙ୍ଗଲ କାର୍ଯ୍ୟ ପାଇଁ  ନ ଦେବା ଆବଶ୍ୟକ ବୋଲି କହିଥିଲେ।କନ୍ଧମାଳରେ ବୃକ୍ଷ ହିଁ ଗରିବ ଲୋକର ଏ ସି ।ଗୋଟିଏ ପରିପକ୍ୱ ବୃକ୍ଷ  ୪୦/୫୦ଲକ୍ଷ ଟଙ୍କା ରଉପକାର କରୁଥିବା ବେଳେ ୭-୮ଲକ୍ଷର ଅମ୍ଲଜାନ ଦେଇଥାଏ।ଏକ ହେକ୍ଟର ଜଙ୍ଗଲ   ଏକ ବର୍ଷରେଏକ ମେଟ୍ରିକ ଟନ ଶୁଦ୍ଧ ଅମ୍ଲଜାନ ଦେଉଥିଲା ବେଳେ ୩ମେଟ୍ରିକ ଟନ ଦୂଷିତ ବାୟୁ ଆହରଣ କରେଓ ୩୦ମେଟ୍ରିକ ଟନ ଧୂଳିକଣା ଗ୍ରହଣ କରି  ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ। ଶେଷରେ ଅଧ୍ୟାପକ ହିମାଂଶୁ ଚରଣ ସାହୁ  ଆୟୋଜକ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026

You Might Also Like