-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||     

HOME   ରାଜ୍ୟ

ସରିଛି ଅବଧି କିନ୍ତୁ ସାରିପାରିଲା ନାହିଁ କନ୍ୟାଶ୍ରମ ପୋଲ କାମ

28-Jul-2025



 ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

ବିପଦ ସଂକୁଳ ଅବସ୍ଥାରେ କନ୍ୟାଶ୍ରମ ପୋଲ 

କାଲିମେଳା: ପଡ଼ିଆ ବ୍ଲକ ପାଇଁ ମୁଖ୍ୟରାସ୍ତାରେ ରହିଛି କନ୍ୟାଶ୍ରମ ସେତୁ। ପୋଟେରୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ସେତୁ ଦୁର୍ବଳ ହେବା ପରେ ନୂତନ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନେଇଥିଲେ ସରକାର ୨୦୧୮ରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଏଯାବତ୍ କାମ ସରିପାରିନି। ମାତ୍ର ୨ଟି ପିଲର ନିର୍ମାଣ କାମ ସାରିଛି ଠିକା ସଂସ୍ଥା | ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ସତ୍ତ୍ବେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ଫଳରେ ବର୍ଷା ଦିନରେ ପୁରୁଣା ସେତୁ ଉପର ଦେଇ ପାଣି ପ୍ରବାହିତ ହେଉଥିବାରୁ ମାଲକାନଗିରି-ପଡିଆ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହେଉଛି।ପୁରୁଣା ସେତୁ ଉପରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ବେଳେ ପ୍ରତି ବର୍ଷ ଫାଟର ଆକାର ବଢ଼ିବାରେ ଲାଗିଛି। ତଳ ପାର୍ଶ୍ଵରୁ ସିମେଣ୍ଟ ଛାଡ଼ି ଲୁହା ଛଡ଼ ଦେଖାଗଲାଣି। ବନ୍ୟାପାଣିରେ ସେତୁର ଉଭୟପଟ କ୍ଷତିଗ୍ରସ୍ତ ହୋଇଛି। ପ୍ରତି ବର୍ଷ ବଷାରେ ସେତୁ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ସେତୁଟି ଦୁର୍ବଳ ହେବାରେ ଲାଗିଛି। କିଛି ବର୍ଷ ତଳେ ବନ୍ୟାପାଣିରେ ସେତୁର ଗୋଟିଏ ପଟ ଭୁଷୁଡ଼ି ପଡ଼ିବାରୁ ତାକୁ ମରାମତି କରାଯାଇଥିଲା । ଅଞ୍ଚଳବାସୀଙ୍କ ଦାବି ପରେ ଗତ ୧୦ବର୍ଷ ତଳେ ନଦୀ ଉପରେ ହାଇଲେବଲ ସେତୁ ନିମାର୍ଣ ପାଇଁ ରାସ୍ତା ଓ ଗୃହ ନିମାର୍ଣ ବିଭାଗ ପକ୍ଷରୁ ଯୋଜନା ହୋଇଥିଲା । ୨୦୧୭-୧୮ରେ ଟେଣ୍ଡର ଆହ୍ବାନ ପରେ ଭୁବନେଶ୍ଵର ଅଞ୍ଚଳର ଠିକାଦାର ନୂତନ ସେତୁ ନିମାର୍ଣ ଟେଣ୍ଡର ହାତେଇଥିଲେ| ୨୦୧୮ ଜୁଲାଇରୁ ନିର୍ମାଣ କାମ ଆରମ୍ଭ କରି
୨୦୧୯ ଜୁଲାଇରେ କାମ ଶେଷ କରିବାକୁ ଚୁକ୍ତି ହୋଇଥିଲା। ସେତୁ ନିର୍ମାଣ ପାଇଁ ୧୨କୋଟି ୭୨ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଥିଲା। ୧୨୬.୨୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁରେ ୫ଟି ସ୍ଥାନ ସହିତ ୪ଟି ପିଲର ର‌ହିବା ମନ୍ଥର ଗତିରେ କାମ ଚାଲିଥିବାରୁ ୭ବର୍ଷ ମଧ୍ୟରେ ମାତ୍ର ୨ଟି ପିଲର ହିଁ ନିର୍ମାଣ ହୋଇଛି| ବାରମ୍ବାର ଦାବି ସତ୍ତ୍ବେ ଠିକା ସଂସ୍ଥା ସେତୁ ନିର୍ମାଣ କରୁନଥିବା ବେଳେ ପୂର୍ବ ବିଭାଗ କେବଳ ଅଣ୍ଡରଟେକିଂ ଲେଖି ହାତବାନ୍ଧି ବସିଛି। ନୂତନ ସେତୁ ନିମାର୍ଣ କାମ ଯଥା ଶୀଘ୍ର ସମ୍ପୂର୍ଣ୍ଣ ନ ହେଲେ ପଡିଆ ଓ କାଲିମେଳାବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ

ମାଲା ମାଡ଼ି | ଠିକାଦାର ଯଦି କାମ କରୁନି ଟେଣ୍ଡର ବାତିଲ କରି ସାନି ଟେଣ୍ଡରର କରାଯାଉ ବୋଲି ଦାବି କରିଛନ୍ତି ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଅବଦୁତ ପ୍ରସାଦ ଦୁଗାର୍। ପୂର୍ତ୍ତ ବିଭାଗ ଯନ୍ତ୍ରୀ ସଂଗ୍ରାମ ଦଳେଇ ସେତୁ ନିର୍ମାଣରେ ବିଳମ୍ବକୁ ନେଇ ସନ୍ତୋଷଜନକ ଉତ୍ତର ଦେଇନ‌ଥିବାବେଳେ ଶୀଘ୍ର କାମ ସାରିବାକୁ ଠିକାଦାର ଅଣ୍ଡରଟେକିଂ ଦେଇଥିବା କହିଛନ୍ତି ସୂଚନାଯୋଗ୍ୟ, କନ୍ୟାଶ୍ରମ ସେତୁ ଉପରେ ଦୈନିବ ଦିନିକ ଶହ ଶହ ଯାନବାହାନ ଚଳାଚଳ କରୁଛନ୍ତି। ପଡିଆ ବ୍ଲକବାସୀ ଏହି ସେ ସେତୁ ଦେଇ ଦୈନିକ ନିକ କାଲିମେଳା, ମାଲକାନଗିରି, କାନଗିରି, ଜୟପୁରକୁ ସହିତ ଯାତାୟାତ କରିଥାନ୍ତି | ମାଲକାନଗିରି ଜିଲ୍ଲା ପଡ଼ୋଶୀ ଛତିଶଗଡ଼କୁ ସଂଯୋଗ କରୁଥିବା ଡ଼କ ପଥରେ କନ୍ୟାଶ୍ରମ ଶ୍ରମ ସେତୁ ରହିଛି। ପୁରୁଣା ସେତୁ ଯଦି ଭୁଷୁଡ଼ି ପଡ଼େ ତେବେ କାଲିମେଳା ଓ ପଡିଆ ବ୍ଳକ ସହିତ ପଡ଼ୋଶୀ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହେବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026

You Might Also Like