-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Oct-2020
ବୁର୍ଲା- ୩ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଭିସୁଟ। ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବ ପରେ ଭିସୁଟ କତ୍ତୃପକ୍ଷଙ୍କ ପଦକ୍ଷେପ। ପ୍ରେସ ରିଲିଜ ଦ୍ୱାରା ସୂଚନା ଦେଲେ କୁଳପତି। କୁଳପତି ପ୍ରଫେସର ଅଟଳ ଚୌଧୁରୀ। ବନ୍ଦ ତିନି ଦିନ ଧରି ଭିସୁଟ କୁ କରାଯିବ ବିଶୋଧନ।