-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଚାଷୀ ପଂଚିକରଣକୁ ସରଳୀକରଣ କରାଯିବାକୁ ଦାବୀ ପତ୍ର

26-Jul-2025



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ଖରିଫ ଋତୁ ଧାନ ସଂଗ୍ରହ ସକାଶେ ଚାଷୀ ପଞ୍ଜି କରଣ ନିୟମରେ ସରଳୀ କରଣ କରାଯିବାକୁ ଆଜି ରାମପୁର ପେକ୍ଟ ଅନ୍ତର୍ଗତ ସମସ୍ତ ଗ୍ରାମର ଚାଷୀମାନେ ଉମେଶ ପୁଜାରୀଙ୍କ ନେତୃତ୍ୱରେ ତହସିଲ ଅଫିସ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ବିଗତ ବର୍ଷମାନଙ୍କରେ ଧାନ କ୍ରୟ କେନ୍ଦ୍ରରେ ଚାଷୀ ଧାନ ବିକ୍ରୀ ପାଇଁ ପଞ୍ଜି କରଣ ପ୍ରକ୍ରୀୟାରେ ଧାନ ବିକ୍ରୀ କରିଥାଏ । କିନ୍ତୁ ୨୦୨୫-୨୬ ଓଡିଶା ସରକାରଙ୍କ ଧାନ ସଂଗ୍ରହ ସକାଶେ ଘୋଷଣା ହୋଇଥିବା ଜଟିଳ ନିୟମ ଯୋଗୁଁ ପଞ୍ଜି କରଣ ସକାଶେ ଆବଶ୍ୟକ ତସ୍ତାବିଜ ସଂଗ୍ରହ କରିନାମ ପଂଜିକରଣ କରିବା କଷ୍ଟକର ଓ ସମୟ ସାପେକ୍ଷ । ଏଣୁ କଠିନ ପରିଶ୍ରମ କରି କଷ୍ଟ ଉପାର୍ଜିତ ଧାନ ସରକାରୀ ସହାୟକ ମୂଲ୍ୟରେ ବିକ୍ରି କରିବା ଅସମ୍ଭବ ଜଣାପଡୁଛି । ଧାନର ଅଭାବି ବିକ୍ରି ଓ ଦଲାଲ ରାଜକୁ ନିୟନ୍ତ୍ରଣ କରିବା ପାଇଁ ତଥା ଚାଷୀମାନଙ୍କୁ ତାଙ୍କ ଉପାର୍ଜିତ ଧାନର ଉଚିତ ମୁଲ୍ୟ ପ୍ରଦାନ ସକାଶେ ଘୋଷିତ ହୋଇଥିବା ଚାଷୀ ପାଞ୍ଜି କରଣ ନିୟମ ସରଳ କରାଯିବା ପାଇଁ ଦାବୀ କରିଛନ୍ତି । ପ୍ରମୁଖ ଦାବୀ ମଧ୍ଯର ରହିଛି- ଚାଷୀମାନଙ୍କ ଧାନ ବିକ୍ର ପାଇଁ ପଞ୍ଜି କରଣ ପ୍ରକ୍ରିୟାରେ କେବଳ ପଟ୍ଟାଦାର ଅଂଶ ଗ୍ରହଣ କରିବା ନିୟମ ସଂଶୋଧନ ଆବଶ୍ୟକ ପଟ୍ଟାଦାରଙ୍କ ମୃତ୍ୟୁ ହୋଇ ଆର ଓଆର ସଂଶୋଧନ ହଇନଥିବାରୁ ତାଙ୍କ ଉକ୍ତ ଅଧିକାରୀ ସେହି ଜମି ଦଖଲରେ ଥାଇ ଚାଷ କରୁଛନ୍ତି । ଏଥିରେ ଅନ୍ୟଅଂଶୀଦାରମାନଙ୍କ କୌଣସି ଆପତି ଅଭିଯୋଗ ନଥିବା ସୁଳେ ତାଙ୍କୁ ପଞ୍ଜିକରଣ ପାଇଁ ସୁଯୋଗ ଦେବା । ପଂଜିକରଣ ପାଇଁ ଅନ୍ୟ ଅନ୍ୟ ଉତ୍ତରଧିକାରୀ ତାଳିକା ଓ ବଂଶାବଳୀ ଅନୁସାରେ ନିଜ ଅଂଶ ପାଇଁ ଆରଆଇଙ୍କ ସାର୍ଟିଫିକେଟ ବଦଳରେ ଆରଆଇଙ୍କଠାରୁ ରେଭେନ୍ୟୁ ପ୍ରଦାନକାରୀ ଓ ପ୍ରକୃତ ଚାଷୀ ଯିଏ ଅନ୍ୟମାନଙ୍କ ସହମତିରେ ଚାଷ କରୁଛନ୍ତି ତାଙ୍କଠାରୁ ଘୋଷଣା ପତ୍ର ରଖ୍ ତାଙ୍କୁ ମୃତ ପଟ୍ଟାଦାରଙ୍କ ଉତରାଧିକାରୀ ଭାବେ ଅନୁ ମତି ପ୍ରଦାନ କରାଯାଉ । ଠାକୁର ଜମି ମାଫଦାର ଅର୍ଥାତ ଠାକୁରଙ୍କ ତରଫରୁ ମାଫତଭାବେ ପଟ୍ଟାରେ ଉଲ୍ଲେଖ ଥିବା ରୟତିଙ୍କ ମୃତ୍ୟୁରେ ପରିବାରର କୌଣସି ସଦସ୍ୟ ଧାନ ବିକ୍ରୀ ପାଇଁ ପଞ୍ଜି କରଣ କରି ପାରିବେ ନାହିଁ । ଉକ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ଯେଉଁ ସେବାୟତ ଠାକୁରଙ୍କ ସେବା ଓ ଜମି ଦଖଳରେ ଅଛନ୍ତି ତାଙ୍କୁ ପୂର୍ବ ପରି ପଞ୍ଜି କରଣରେ ସାମିଲ କରାଯାଉ । ଦାବୀ ପତ୍ର ପ୍ରଦାନ ବେଳେ ତହସିଲଦାରଙ୍କ ଅନୁପସ୍ଥିତରେ ସରୋଜ ପୁରୋହିତଙ୍କୁ ପ୍ରଦାନ କରାଯାଇଛି । ଦାବୀ ପତ୍ର ପ୍ରଦାନ ବେଳେ ପ୍ରେମାରାଜ ପଧାନ, ସୀତାରାମ ମେହେର, ଉଚ୍ଚତ ପଧାନ, ନେପାଳ ପଧାନ, ସରୋଜ ମେହେର, ଅନନ୍ତରାମ ମାଝୀ, ରାଧାକାନ୍ତ ପଧାନ, କରୁଣାକର ଭୋଇ ପ୍ରମୁଖ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like