-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ମଦଭାଟି ପହିଲମ୍ୟାନ୍ କୁ ହତ୍ୟା: କୁଆର ଦୋଷ ପାଇଁ ବଗ ମଲା ! ବଲାଙ୍ଗୀରରେ ଦେଶୀମଦଭାଟିବାଲାଙ୍କ ଦୌରାତ୍ମ୍ଯ

25-Jul-2025



ଗାଁ' ଝିଅବୋହୁଙ୍କ ଉପରେ ନଜର  

ବଲାଙ୍ଗୀର(ମଳୟ  ମିଶ୍ରଙ୍କ ରିପୋର୍ଟ) ଦୀର୍ଘବର୍ଷ ଧରି ବଲାଙ୍ଗୀର ଜିଲ୍ଲାର ଦେଶୀମଦଭାଟି ନିଲାମରେ ନେଉଥିବା ବିହାରୀ ଭାଟିବାଲା ଓ ତାଙ୍କ ବିହାରୀ କର୍ମଚାରୀଙ୍କ ଦୌରାତ୍ମ୍ଯ ସୀମାଲଙ୍ଘନ କରିଛି। ଏମାନେ ଠିପିଖୋଲା ମହୁଲୀ ଦେଶୀମଦ ରାନ୍ଧି ବିକିବାର  ଅବକାରୀ ଲାଇସେନ୍ସ ହାସଲ କରି ଗାଁ' ଓ ସହରର ନିର୍ଦ୍ଦିଷ୍ଟ ଜାଗାରେ ଏହା ବିକୁଥିବା ନିୟମକୁ ନମାନି ଅବକାରୀ ଓ ପୁଲିସ ବିଭାଗକୁ ନିୟମିତ ବଟି  ଦେଇ  ଗାଁ' ଗାଁ' ଓ ସହରର ଗଳିକନ୍ଦିରେ ବେଆଇନ୍ କୁଚିଆ ମଦକୋଠି ଓ ବ୍ରାଞ୍ଚ୍ ଖୋଲି ମଦର ବନ୍ୟା ସୃଷ୍ଟି କରି ପ୍ରଚୁର ଅବକାରୀ ରାଜସ୍ବ ହଡପ କରୁଥିବା ସହିତ  'କାର୍ଗିଲ୍ ପାର୍ଟି ' ନାମକ ନିଜସ୍ବ ଦଳବଳ ଗଠନ କରି ରୀତିମତ ଗୁଣ୍ଡାଗର୍ଦ୍ଦି ଚଳାଇଆସୁଛନ୍ତି । ଏଥିଯୋଗୁଁ ହତ୍ୟାକାଣ୍ଡ  (କିଛିବର୍ଷ ତଳର ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ଥାନା ହରଡଖୋଲ ବିଟ୍ ଅନ୍ତର୍ଗତ  ଖମ୍ବେଶ୍ବରୀପାଲି ଗ୍ରାମର କୁଚିଆ ହତ୍ୟାକାଣ୍ଡ ମାମଲା)ମଧ୍ଯ ସଂଘଟିତ ହେଉଥିଲେ ହେଁ , ପୁଲିସ ମୋଟାଅଙ୍କର ଉତ୍କୋଚ ଖାଇ ମାମଲାକୁ ଚପାଇ ଦେବାର ନଜିର୍ ରହିଛି ।  ଆହୁରି ମଧ୍ଯ  ଏହି ମଦଭାଟିର ମ୍ୟାନେଜର ଓ ପହିଲିମାନ କର୍ମଚାରୀମାନେ ଗାଁ'ର ଝିଅବୋହୁଙ୍କ ଉପରେ ଖରାପନଜର ପକାଉଥିବା ସହିତ ଟଙ୍କାଦେଇ ଯୌନଶୋଷଣ କରୁଛନ୍ତି । କିଛିବର୍ଷ ତଳେ ଭୁତିଆର ବାହାଲ ଗ୍ରାମର ଜନୈକା ବିଧବାଙ୍କୁ ସେହି ମଦଭାଟିର ମ୍ୟାନେଜର ଏଭଳି କରୁଥିବା ସର୍ବବିଦିତ । 

ଏବେ ଟିଟିଲାଗଡ ରୋଡ୍ ରେ ଅବସ୍ଥିତ ସିନ୍ ଖମନ ଦେଶୀମଦଭାଟିର ମ୍ୟାନେଜର ଉକ୍ତ ଗ୍ରାମର ଜଣେ ବିବାହିତା ମହିଳାଙ୍କ ସହ ପରକୀୟା ଅନୈତିକ ସମ୍ପର୍କ ନିମନ୍ତେ ଉକ୍ତ ମହିଳାର ସ୍ବାମୀ କେତେକ ସହଯୋଗୀଙ୍କ ସହ ମିଶି ଉକ୍ତ ମଦଭାଟିର ମ୍ୟାନେଜରକୁ ଛଳନାରେ ଡକାଇ ସେ ନ ଯାଇ ଅନ୍ୟମାନଙ୍କୁ ପଠାଇବାରୁ , ସେହି ଭାଟିର ଜଣେ ପହିଲିମାନକୁ ପିଟି ପିଟି ହତ୍ୟାଘଟଣାରେ ମୁଖ୍ୟଅଭିଯୁକ୍ତ ଉକ୍ତ ମହିଳାର ସ୍ବାମୀ ସହ ୪ ଜଣଙ୍କୁ ସଦରଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ପ୍ରକାଶ । 

ପ୍ରକାଶ ଯେ, ଗତ ୨୨ ତାରିଖ ସନ୍ଧ୍ୟାରେ ସେହି ଗ୍ରାମର ଏକ କିରାନାଦୋକାନ କରିଥିବା ମୁଖ୍ଯ ଅଭିଯୁକ୍ତ ବଳରାମ ବାରିକ ବାଇକ୍ ଦୁର୍ଘଟଣା ହୋଇଛି, ଟିକେ ସାହାଯ୍ଯ କରିବାକୁ ଆସିବାକୁ  ଦୋକାନରୁ ପ୍ରାୟତଃ ସାମାନ୍ କିଣାକିଣି କରୁଥିବା ଭାଟି ମ୍ୟାନେଜର ବିଶାଳ ରଞ୍ଜନକୁ ଫୋନ୍ ରେ ଅନୁରୋଧ କରିଥିଲା ।  ତେବେ ମ୍ୟାନେଜର ନିଜେ ନ ଯାଇ ଭାଟିର ଅନ୍ୟ ୩ ଜଣ କର୍ମଚାରୀ(ବିହାରୀ ପହିଲିମାନ ଶାରଦା, ଓଡ଼ିଆ ପହିଲିମାନ ଅଞ୍ଚନ ସେଠ୍ ଓ ରାନ୍ଧୁଣିଆ କରୁଆଁଝରର ବିକାଶ)କୁ ପଠାଇଥିଲେ। ତେବେ ଅଭିଯୁକ୍ତମାନେ 'ତାଙ୍କ ବାଇକ୍ ର ଚାବି ଛଡାଇ ନେଇ ' ମ୍ୟାନେଜରକୁ ଡାକ୍'  କହି ରାଗରେ ଶାରଦାକୁ ପିଟି ପିଟି ମାରି ନିକଟସ୍ଥ ବନ୍ଧହିଡରେ ଫୋପାଡି ଦେଇଥିବା ପ୍ରକାଶ । 

ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡି ନଥିବା ବେଳେ ଭାଟି ମ୍ୟାନେଜର ବିଶାଳ କିଛିଦିନ ହେଲା ଦୋକାନରେ ବସୁଥିବା ବଳରାମର ସ୍ତ୍ରୀଙ୍କ ମୋବାଇଲକୁ କିଛି ମ୍ୟାସେଜ୍ କରିଥିବା ଓ ଏଥିନେଇ ବଳରାମ ମ୍ୟାନେଜରକୁ ଡକାଇ ହତ୍ୟା କରିବାର ଯୋଜନା କରିଥିବା କୁହାଯାଇଛି। ତେବେ ମାତ୍ର ଦୁଇସପ୍ତାହ ହେଲା ଏହି ଭାଟିକୁ କାମ କରିବାକୁ ଆସିଥିବା ବିବାହିତ ଯୁବକ ପହିଲିମାନ ଶାରଦା ବିନାଦୋଷରେ ଫସିଯାଇ ଜୀବନ ଦେଇଥିବା ପ୍ରକାଶ ।

ଇତିମଧ୍ୟରେ ଉକ୍ତ ମ୍ୟାନେଜର ବିଶାଳ ରଞ୍ଜନକୁ ଉକ୍ତ ଭାଟିରୁ  ହଟାଇ ନିଆଯାଇ  ଅନ୍ୟଜଣେ ବିହାରୀ ମ୍ୟାନେଜରକୁ ମୁତୟନ କରାଯାଇଛି । ଏସମ୍ପର୍କରେ ବଲାଙ୍ଗୀର ସୁଦ୍ ପଡାସ୍ଥିତ କମ୍ପାନୀ ଭାଟି ସୁପରଭାଇଜର ରାଜେଶ ପ୍ରସାଦ ସହ ବାରମ୍ବାର ଯୋଗାଯୋଗ କରିବାର ଚେଷ୍ଟା ଯାଇଥିଲେ ହେଁ, ସେ ଫୋନ୍ ଉଠାଉ ନାହାଁନ୍ତି । ତେବେ ଗ୍ରାମବାସୀଙ୍କ ଏହି ସଂଘବଦ୍ଧ ସ୍ପଷ୍ଟ ଦିବାଲୋକରେ ନୃଶଂସ ହତ୍ୟାକାଣ୍ଡର ଅନ୍ୟକିଛି କାରଣ ରହିଥିବା ସମ୍ପର୍କରେ ପ୍ରକୃତ ତଥ୍ୟକୁ ଚପାଇ ଦିଆଯାଉଥିବାର ମଧ୍ଯ ଭିନ୍ନ ଚର୍ଚ୍ଚା ହେଉଛି ।  

ଉଲ୍ଲେଖଯୋଗ୍ଯ ଯେ, ଗତବର୍ଷ ଏହି ମଦଭାଟିରୁ ଆୟକର ବିଭାଗର ଚଢାଉରେ ପ୍ରାୟ ସାଢେ ତିନିକୋଟିର ନଗଦ ଟଙ୍କା ଜବତ ହୋଇଥିଲା । ଲାଇସେନ୍ସପ୍ରାପ୍ତ ମଦଭାଟି ବାହାରେ ବ୍ୟାପକ ବେଆଇନ୍ କୁଚିଆକୋଠି ଓ (କିଛିବର୍ଷ ତଳେ ଏଥି ପାଇଁ ଏହି ଭାଟିର ଏକାଧିକ ମ୍ୟାନେଜର  ଓ କର୍ମଚାରୀଙ୍କୁ ତତ୍କାଳୀନ  ବଲାଙ୍ଗୀର  ପୁଲିସ ଏସ୍ ପି ପ୍ରତୀକ ମହାନ୍ତି  ଗିରଫ  କରି ଜେଲ୍ ପଠାଇଥିବା ଘଟଣା ସତ୍ତ୍ବେ) ଜରିପାଉଚ୍ ରେ ମଦବିକ୍ରିର ସୁଲଭତା ଯୋଗୁଁ କୋଟିକୋଟି ଆୟବହିର୍ଭୂତ ଉପାର୍ଜନ ଓ ବିପୁଳ ରାଜସ୍ବ ଫାଙ୍କି ସତ୍ତ୍ବେ ଏହିଭଳି ବିହାରୀ ଓ କେତେକାଂଶରେ ବଲାଙ୍ଗୀର ଜିଲ୍ଲାର ମାରୁଆଡି ମଦ ବେପାରୀ ଙ୍କ ମୁହଁ ବଢିଗଲାଣି । ଫଳରେ ଏଭଳି ହତ୍ୟାକାଣ୍ଡ ଓ ବେଆଇନ କାରବାର ବୃଦ୍ଧି ପାଉଥିବା ଲୋକେ ମତବ୍ୟକ୍ତ କରୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like