-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
19-Jul-2025
ସାଂପ୍ରତିକ ପରିସ୍ଥିତି କୁ ଦୃଷ୍ଟିରେ ରଖି ଖରା ବର୍ଷା ରୁ ରକ୍ଷା ପାଇବା ପାଇଁ ଓଡ଼ିଶା ନାରୀ ସେବା ସଙ୍ଘ ପକ୍ଷରୁ ସଂଘର ସମ୍ପlଦିକl ଆଭା କାନୁନଗୋ ଙ୍କ ନେତୃତ୍ୱରେ କଟକ ବାଣପୁର ନିକଟସ୍ଥ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବସ୍ତି ବାସିନ୍ଦାଙ୍କୁ
ଖରା ବର୍ଷା ରୁ ରକ୍ଷା ପାଇବା ପାଇଁ ଛତା ବଣ୍ଟନ କରାଯାଇଛି।
ସଂଘର ସହ ସଂପାଦିକା ଇନ୍ଦିରା ଅରୋରl, ସଂଗଠନ ସମ୍ପଦିକl ମୀରା ବେଉରା , କୋଷାଧ୍ୟକ୍ଷl ନୟନ ତାରl ନନ୍ଦ କାର୍ଯ୍ୟକାରୀ କମିଟି ସଭ୍ୟା ପଦ୍ମଜା ତ୍ରୀପାଠୀ , ନମିତl ପଣ୍ଡା ଓ ବୈଜୟନ୍ତୀ ମାଲା ଖଟୁଆ ପ୍ରମୁଖ ଉପସ୍ଥିତ ରହି ଛତା ବଣ୍ଟନ କାର୍ଯକ୍ରମ କୁ ପରିଚାଳନା କରିଥିଲେ ଏବଂ ସେହି ଅଞ୍ଚଳର ମହିଳା ମାନଙ୍କ ର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏଥିସହ ଏହି ବର୍ଷା ଦିନେ ସେମାନେ କିପରି ବିଶୁଦ୍ଧ ପାନୀୟ ଜଳକୁ ବ୍ୟବହାର କରି ବିଭିନ୍ନ ସଂକ୍ରମିତ ରୋଗ ରୁ ନିଯକୁ ରକ୍ଷା କରିପାରିବେ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ।