-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
18-Jul-2025
(ଡୋଲେଶ୍ୱର ବାଗ)
. ନୂଆପଡ଼ା ଜିଲ୍ଲା ରେ ଓଡ଼ିଶା ପଞ୍ଚାୟତି ରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବୀ ନାରାୟଣ ନାଏକ ଆସି କେନ୍ଦ୍ର ସରକାର ରାଜ୍ୟଜଳ ଜୀବନ ମିଶନ ଦ୍ଵାରା ହର ଘର ଜଳ ପ୍ରଦାନ ନେଇ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ଓଡ଼ିଶାର ବିକଶିତ ଜିଲ୍ଲ କରିବା ପାଇଁ ଆହ୍ବାନ କରିଥିବା ବେଳେ ୧୩୪ କୋଟି ଟଙ୍କା ବ୍ୟୟ ଅଟକଳ ରେ ୩୬୦ ଗୋଟି ପ୍ରକଳ୍ପ ର ଶୁଭ ଉଠାଣ କରିଛନ୍ତି। ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସଭାରେ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ ସଭାପତିତ୍ଵ କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଅନୂଷୟା କୁମ୍ଭାର, ପ୍ରେମଶୀଲା ନାଗ, ମାଧୁରୀ ମାଝୀ,ଖରୀଆର ରୋଡ ନଗର ଅଧ୍ୟକ୍ଷା ଡ଼. ସୋନିଆ ଜୈନ୍ ମଞ୍ଚାଷିନ ଥିଲେ। ବିକଶିତ ଗାଁ ବିକଶିତ ଓଡ଼ିଶା ରେ ୧୩ କୋଟି ୯୯ ଲକ୍ଷ ୨୩ ହଜାର ଅର୍ଥରେ ୩୪୬ ପ୍ରକଳ୍ପ ଶୁଭଦେଇ। ସହଜାଟ ନାଳା ରେ ବ୍ରିଜ ନିର୍ମାଣ ୫ କୋଟି୨୩ ଲକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗ ର ୯ କୋଟି ଟଙ୍କା ରେ ୯ ଗୋଟି ପ୍ରକଳ୍ପ ଶିଳାନ୍ୟାସ, ୪ ଗୋଟି ମେଗା ଜଳ ସେଚନ ପ୍ରକଳ୍ପ ୨୧୧ ଗୋଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉଦ୍ଘାଟନ କରିଛନ୍ତ୍