-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ଜିଲ୍ଲା

*ସୋନପୁର ରେ ପ୍ରଦର୍ଶନ ହେଲା ଫିଲ୍ମ ମାଇଣ୍ଡ ଗେମ୍*- *ଦର୍ଶକ ଙ୍କ ପ୍ରବଳ ଭିଡ଼*- *ଫିଲ୍ମ ଉପଭୋଗ କଲେ ଏସ୍ପି ଓ ଏ ଡି ଏମ୍*-

13-Jul-2025



ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
 ସୋନପୁର ରେ ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ଶଲ ବୋମା ବିସ୍ଫୋରଣ କାହାଣୀକୁ ନେଇ କୋସଲି ଭାଷା ଫିଲ୍ମ ମାଇଣ୍ଡ ଗେମ୍  ପ୍ରଦର୍ଶନ କରଯାଇଛି l ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ମା ସୁରେଶ୍ଵରୀ ଙ୍କ ଠାରେ ଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏ ଡି ଏମ୍ ଓ ଡ଼ା. ଦୁର୍ଗା ଦତ୍ତ ଦାଶ ଯୋଗ ଦେଇ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l  ଅଭିନେତା ମନୋଜ୍ ମିଶ୍ର ଅତିଥି ଙ୍କୁ ସମ୍ବର୍ଧିତ କରିଥିଲେ l ଆମ ପଶ୍ଚିମ ଓଡ଼ିଶା ରେ ଫିଲ୍ମ ଇଣ୍ଡଷ୍ଟ୍ରି ନ ଥିବାରୁ ସ୍କୋପ ର ଅଭାବ ଯୋଗୁଁ କଳାକାର ମାନେ ଆଗକୁ ବଢ଼ି ପାରୁ ନ ଥିବା ପ୍ରକାଶ କରି  ଏଇ  ମାଧ୍ୟମ ରେ ଗାଁ ଗାଁ ରେ ସିନେମା ର ପ୍ରଚାର ପ୍ରସାର ଉଦ୍ୟମ ଆରମ୍ଭ କରି ଥିବା ବିଷୟ ଅଭିନେତା ମନୋଜ ମିଶ୍ର ପ୍ରକାଶ କରିଛନ୍ତି l ଓ ସୋନପୁର ର ଦର୍ଶକ ଙ୍କ ଉତ୍କଣ୍ଠା ଦେଖି ଭାବ ବିହ୍ବଳ ହୋଇ ଯାଇ ଥିଲେ l  ଉଦଯାପନୀ ଉତ୍ସବ ରେ ସୁବର୍ଣ୍ଣପୁର ଏସପି ଶ୍ରୀ ନାରାୟଣ ନାୟକ ଯୋଗ ଦେଇ ଏ ଘଟଣାର ଇନକ୍ୱାରୀ ବେଳେ ସେ ବଲାଙ୍ଗିର ଜିଲ୍ଲା ଏସ ଡି ପି ଓ ଦାୟିତ୍ବ ରେ କାର୍ଯ୍ୟରତ ଥିବା କିଛି ଅନୁଭୂତି କହିଥିଲେ l 
ଏସପି ଙ୍କୁ ଓ ସମ୍ମାନିତ ଅତିଥି ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କୁ ଏଠାରେ ସମ୍ୱର୍ଦ୍ଧିତ କରାଯାଇଥିଲା l

୩୦/୧୦ ର ବିରାଟକାୟ ଏଲ ଇ ଡି ପରଦା ରେ ୫  ଟି  ସୋ ରେ  ଉପଭୋଗ କଲେ ହଜାର ହଜାର ସିନେ ପ୍ରେମୀ । ବର୍ଷା ଓ ପାଣି ପାଗ ପ୍ରତିକୂଳ ସତ୍ତ୍ୱେ ପ୍ରତି ସିନେମା ସୋ ରେ ଦର୍ଶକ ଙ୍କ ପ୍ରବଳ ଭିଡ ଦେଖି ବାକୁ ମିଳିଛି l ଆଗୁଆ ଟିକଟ ବୁକିଂ ଯୋଗୁଁ ଅନେକ ଦର୍ଶକ ଟିକେଟ ନ ପାଇ ନିରାଶ ହୋଇ ଫେରିଛନ୍ତି l ସୋନପୁର ରେ ଫିଲ୍ମ ହଲ୍ ଦୀର୍ଘ ଦିନ ହେବ ବନ୍ଦ ପଡିଥିବା ବେଳେ ଏକ୍ଟର ମନୋଜ ମିଶ୍ର ଙ୍କ  ଉଦ୍ୟମ କୁ ଜନ ସାଧାରଣ ତଥା ବୁଦ୍ଧିଜିବୀ ମହଲରେ ସ୍ବାଗତ କରାଯାଇଛି। ସୁବାଷ ଚରଣ ପଣ୍ଡା, ସତ୍ୟ ନାରାୟଣ ଦରୁୱାନ , ବିକାଶ ମେହେର ଓ ମାନସ ପାଢ଼ୀ କାର୍ଯ୍ଯ କ୍ରମ ରେ ସମ୍ପୂର୍ଣ ସହଯୋଗ କରିଥିବା ବେଳେ ସାମ୍ୱାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରୀପାଠୀ, ମହାଦେବ ମଲ୍ଲିକ, ରାଜ କିଶୋର ତ୍ରୀପାଠୀ କାର୍ଯ୍ଯ କ୍ରମ ର ତତ୍ଵା ବଧାନ ଓ ଅତିଥି ଙ୍କ ସ୍ୱାଗତ ସତ୍କାର କରିଥିଲେ l ଲୋକ ଙ୍କ ଖୁବ୍ ଡିମାଣ୍ଡ ଥିବାରୁ ଦଶହରା ସମୟରେ ଏ ମାଇଣ୍ଡ ଗେମ୍ ସିନେମା ଓ ମନୋଜ୍ ମିଶ୍ର ଙ୍କ ନୂଆଁ ସିନେମା ଏ ଡବ୍ଲୁ ଏମ କୁ ଏକ ସପ୍ତାହ ଯାଏ ପ୍ରଦର୍ଶନ କରିବାକୁ ଅଭିନେତା ଶ୍ରୀ ମିଶ୍ର ଦର୍ଶକ ଙ୍କୁ ପ୍ରତିଶୁତି ଦେଇ ଛନ୍ତି l ଅଭିନେତା ମନୋଜ୍ ମିଶ୍ର ଓ ଚିନ୍ମୟ ମିଶ୍ର ,ଅଭିନେତ୍ରୀ ମମତା ମିଶ୍ର ଏଠାରେ ଉପସ୍ଥିତ ରହି ଦର୍ଶକ ଙ୍କ ଉତ୍କଣ୍ଠା ଓ ପ୍ରତିକ୍ରିୟା ର ଖୁବ ମଜା ନେଇ ଥିଲେ l ପ୍ରଥମ ଶୋ ପରେ ନିଉଁ ଟାଉନ୍ ହଲ୍ ର ଏ ସି ସିଷ୍ଟମ ସବୁ ଅଚଳ ହୋଇ ଯାଇ ଥିବାରୁ ଦର୍ଶକ ପୌର ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like