-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଦେଶ ବିଦେଶ

ଫେସ୍‌ବୁକ୍‌ ଏବଂ ହ୍ବାଟସ୍‌ ଆପ୍‌କୁ ବି ଭରସା କରୁନାହାନ୍ତି ଆତଙ୍କବାଦୀ, ନୂଆ ଆପ୍‌ ଜରିଆରେ ରଚୁଛନ୍ତି ଷଡ଼ଯନ୍ତ୍ର

24-Jan-2021



ନୂଆଦିଲ୍ଲୀ(ପ୍ରେରଣା ଖବର) ହ୍ବାଟସ୍‌ ଆପ୍‌ର ପ୍ରାଇଭେସି ପଲିସିକୁ ନେଇ ବିବାଦ ଉପୁଜିବା ପରେ ପାକ୍‌ ଆତଙ୍କବାଦୀ ବିକଳ୍ପ ବାଛିଛନ୍ତି। ହ୍ବାଟସ୍‌ ଆପ୍‌ ଓ ଫେସ୍‌ବୁକ୍‌ ଉପରୁ ଭରସା ଉଠିଯିବା ପରେ ପାକ୍‌ ଆତଙ୍କବାଦୀ ନିଜ ନିଜ ଭିତରେ କଥାବାର୍ତ୍ତା ପାଇଁ ଅନ୍ୟ ମେସେଜିଂ ଆପ୍‌ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ନିଜ ଚକ୍ରାନ୍ତକୁ ଗୋପନ ରଖିବା ପାଇଁ ଅନ୍ୟ ମେସେଜିଂ ଆପ୍‌ର ବ୍ୟବହାର କରୁଥିବା ସୂଚନା ମିଳିଛି। ଏଥିପାଇଁ ତୁର୍କୀର ଏକ କମ୍ପାନୀ ଆପ୍‌କୁ ବିକଶିତ କରିଛି।

ଏନକାଉଣ୍ଟର ପରେ ସେନାକୁ ମିଳିଥିବା ପ୍ରମାଣ ଓ ଆତ୍ମସମର୍ପଣ କରିଥିବା ଆତଙ୍କବାଦୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ ୩ଟି ଏଭଳି ମୋବାଇଲ୍‌ ଆପ୍‌ ସାମ୍ନାକୁ ଆସିଛି। ଏହି ସବୁ ଆପ୍‌ ଦ୍ବାରା ଆତଙ୍କବାଦୀ ନିଜ ନିଜ ମଧ୍ୟରେ ଆଲୋଚନା କରୁଛନ୍ତି ଏବଂ ଆତଙ୍କବାଦ ବଢ଼ାଇବା ପାଇଁ କାର୍ଯ୍ୟ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଆପ୍‌କୁ ସାର୍ବଜନୀନ କରାଯାଇନାହିଁ। ଏଥିମଧ୍ୟରୁ ଗୋଟିଏ ଆମେରିକୀୟ କମ୍ପାନୀର ହୋଇଥିବା ବେଳେ ଅନ୍ୟ ଗୋଟିଏ ୟୁରୋପୀୟ ଆପ୍‌ ବୋଲି ଜଣାପଡ଼ିଛି। ସବୁଠୁ ଲାଟେଷ୍ଟ ଆପ୍‌ ତୁର୍କୀ କମ୍ପାନୀ ତିଆରି କରିଛି। ଏହି ଆପ୍‌ର ବ୍ୟବହାର ଆତଙ୍କବାଦୀ କାଶ୍ମୀର ଘାଟିରେ କରୁଛନ୍ତି।
ଏହି ଆପ୍‌ର ବିଶେଷତ୍ବ ହେଉଛି ଏହାର ବ୍ୟବହାର ଧିମା ଇଣ୍ଟରନେଟ୍‌ ଅର୍ଥାତ ୨ଜି ଇଣ୍ଟରନେଟ୍‌ରେ ବି ହୋଇପାରୁଛି। ଆତଙ୍କବାଦୀ ସମୂହ ହ୍ବାଟସ ଆପ୍‌ ଏବଂ ଫେସବୁକ୍‌ ବ୍ୟବହାର କରିବା ବନ୍ଦ କରିଦେଇଥିଲେ। ପରେ ସେମାନେ ଇଣ୍ଟରନେଟ୍‌ରେ ଉପଲବ୍ଧ ଅନ୍ୟ ମାଗଣା ମେସେଜିଂ ଆପ୍‌ ବ୍ୟବହାର କରିବା ଆରମ୍ଭ କରିଥିଲେ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ଏହି ସବୁ ଆପ୍‌ରେ ଏମିତି ପ୍ରଯୁକ୍ତିବିଦ୍ୟାର ଉପଯୋଗ ହୋଇଛି ଯେଉଁଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ପ୍ରାୟ ସମ୍ଭବ ନୁହେଁ।
ଏହି ସବୁ ଆପ୍‌ ମାଧ୍ୟମରେ କାଶ୍ମୀର ଘାଟିରେ ଯୁବକମାନଙ୍କୁ ଆତଙ୍କୀ ରାସ୍ତାରେ ଚାଲିବାକୁ ପ୍ରବର୍ତ୍ତାଯାଉଛି ଆତଙ୍କବାଦୀ । ଏହି ସବୁ ଆପ୍‌ ୟୁଜରଙ୍କୁ କୌଣସି ପ୍ରକାର ଫୋନ ନମ୍ବର କିମ୍ବା ଇମେଲ ଆଇଡି ମାଗିନଥାଏ। ତେଣୁ ଗୋପନୀୟତା ବହୁତ ଅଧିକ। ସେନା ଅଧିକାରୀଙ୍କ ଅନୁଯାୟୀ ଏହି ସବୁ ଆପକୁ ଜାମ୍ମୁ କାଶ୍ମୀରରେ ବ୍ଳକ୍‌ କରିବାକୁ ପ୍ରୟାସ କରାଯାଉଛି।  


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like