-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
କୋରାପୁଟ, (ପ୍ରେରଣା ଖବର): ବିଧାୟକଙ୍କ ମାନବିକତା । ଦୁର୍ଘଟଣାରେ ପଡିଥିବା ଗୁରୁତରଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚାଇଲେ କୋରାପୁଟ ବିଧାୟକ ରଘୁରାମ ପଡାଲ । ଆଜି ଲଷ୍ମୀପୁର ଘାଟି ରେ ଏକ comander କୁ ଟ୍ରକ ପିଟିଦେଇଥିଲା ।ସେତେବେଳେ ଦୁର୍ଘଟଣା ସ୍ଥଳଦେଇ ବିଧାୟକ ଯାଉଥିବା ବେଳେ ସଂଗେ ସଂଗେ ଗୁରୁତର ଙ୍କୁ ଲଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ସେମାନଙ୍କୁ ଚିକିତ୍ସିତ କରାଇଥିଲେ ବିଧାୟକ ରଘୁରାମ ପଡାଲ । ବିଧାୟକ ଙ୍କ ଏପରି ମାନବିକତା ଏବେ ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ହୋଇଛି।