-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ରାଜ୍ୟ

ଆଞ୍ଚଳିକ ବିକାଶ ପରିଷଦ,ଓଡିଶା ପକ୍ଷରୁ କରୋନା ମହାମାରୀ ସର୍ଭେ ।

24-Jan-2021



ଗଞ୍ଜାମ ,(ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ଆଞ୍ଚଳିକ ବିକାଶ ପରିଷଦ ଓଡିଶା ପକ୍ଷରୁ ରାଜ୍ୟରେ କରୋନା ମହାମାରୀ ପ୍ରତି ଲୋକେ କେତେ ସଚେତନ ଏବଂ ମହାମାରୀ ଯୋଗୁଁ ଜନସାଧାରଣଙ୍କ ଉପରେ କେତେ ପ୍ରଭାବ ପଡିଛି ସେ ନେଇ ବିଗତ ତିନି ମାସରେ ୩୦ ଟି ଜିଲାରେ ୧୫୦୦୦ ରୁ ଉର୍ଦ୍ଧ ଲୋକଙ୍କୁ ନେଇ ୩୭୫ ଜଣ ସ୍ବେଛାସେବୀ ସର୍ଭେ କରିଥିଲେ । ଗଞ୍ଜାମ ଜିଲ୍ଲାରେ ସର୍ଭେ ରିପୋର୍ଟ ଅନୁଯାୟୀ ୯୧% ଲୋକଙ୍କ ପାଖରେ ମାସ୍କ ଥିଲାବେଳେ ଅଧା ରୁ ଅଧିକ ଲୋକ ମାସ୍କ ବ୍ୟବହାର କରୁନାହାନ୍ତି । ୪୫% ଲୋକ ପ୍ରତିଦିନ ୫ ରୁ କମ ଥର ହାତ ଧୋଉଛନ୍ତି । ୧୭% ଲୋକ ସାମାଜିକ ଦୂରତା କେତେ ରହିବା ଦରକାର ତାହା କହିପାରୁନାହାନ୍ତି । ସବୁଠୁ ଚିନ୍ତାଶିଳ ତଥ୍ୟ ହେଲା ୫୧% ଲୋକ ନିଜର ଜୀବିକା ବା ଚାକିରୀ ହରାଇଛନ୍ତି କିମ୍ବା ପୂର୍ବ ଚାକିରୀ ଗଲା ପରେ ଅନ୍ୟ କାମ କରୁଛନ୍ତି । ସର୍ଭେ ରିପୋର୍ଟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୧୩% ଲୋକ ବେକାର ଅଛନ୍ତି । ସ୍ୱାସ୍ଥ୍ୟ ଜନିତ ସର୍ଭେ ରୁ ଜଣାପଡିଛି ଯେ ଏବେ ବି ଜ୍ୱର, ଥଣ୍ଡା, କାଶ ହେଲେ ୨୩% ଲୋକ ଡାକ୍ତରଙ୍କ ପରାମର୍ଶ ବିନା ମେଡ଼ିସିନ ଷ୍ଟୋର ରୁ ମେଡ଼ିସିନ ଆଣୁଛନ୍ତି । ୩୫% ଲୋକ ଆରୋଗ୍ୟ ସେତୁ ଆପ ସମ୍ବଧରେ ଜାଣିଛନ୍ତି, ତା ମଧ୍ୟରୁ ୬୦% ଲୋକ ପଂଜିକୃତ କରିଛନ୍ତି ।ଶିକ୍ଷା ଉପରେ ୪୬% ଲୋକଙ୍କ ମତାମତ ହେଲା କରୋନା ଶେଷ ହେବା ପରେ ବିଦ୍ୟାଳୟ ଖୋଲାଯାଉ । ଗୋଟେ ସରଳ ବାକ୍ୟ କୁ ୨୧% ଲୋକ ପଢି ପାରୁନାହାନ୍ତି । ପୁରା ଓଡିଶା ରେ ଅଧାରୁ ଅଧିକ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ । ଏହି ସଂସ୍ଥାର ଗଞ୍ଜାମ ଜିଲ୍ଲା ସଂଯୋଜକ ଦେବାଶିଷ ମହାରଣା ଙ୍କ ତତ୍ୱାବଧାନ ରେ ଏହି ସର୍ଭେ କରାଯାଇଥିବା ବେଳେ ହରିହର ଖଟେଇ, ପ୍ରତିଭା କୁମାରୀ ନାୟକ, ଅକ୍ଷୟ କୁମାର ପ୍ରଧାନ, ଏମ.ମୁକୁନ୍ଦ ରେଡି, ନୀଳମାଧଵ ପାତ୍ର,ଲିପୁ ଦୋରା, ଏନ.ମନୋରଞ୍ଜନ ରାଓ, ଧନେଶ୍ୱର ଗୌଡ଼, ଝୁନା ନାୟକ ପ୍ରମୁଖ ସର୍ଭେ ରେ ସହଯୋଗ କରିଥିଲେ । ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସୁଜିତ ସ୍ୱାଇଁ ଓ ଯୁବ ସମାଜସେବୀ ମନୋରଞ୍ଜନ ଦାସ ପ୍ରକାଶ କରିଛନ୍ତି ଯେତେଦିନ ପର୍ଯ୍ୟନ୍ତ ଶେଷ ବ୍ୟକ୍ତି ଙ୍କୁ ଟୀକାକରଣ ସରିନାହିଁ ସେ ପର୍ଯ୍ୟନ୍ତ ନିଜେ ସତର୍କ ରହିବା ସହ ଅନ୍ୟକୁ ସଚେତନ କରେଇବା ଆବଶ୍ୟକ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ଅଟେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like