-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ରାଜ୍ୟ

ସମାଜ ପ୍ରତି ସୋନୁ ସୁଦଙ୍କ ଆଉ ଏକ ପଦକ୍ଷେପ: ବ୍ଲଡ୍ କ୍ୟାନ୍ସର୍ ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଅଭିନେତା

24-Jan-2021



ମୁମ୍ବାଇ (ପ୍ରେରଣା ଖବର ବ୍ୟୁରୋ) : ବଲିଉଡ ଅଭିନେତା ସୋନୁ ସୁଦ ପୁଣିଥରେ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ବ୍ଲଡ଼ ସ୍ଟେମ ସେଲ ରେଜିଷ୍ଟ୍ରେସନ ଓ ଡୋନେସନ ପ୍ରତି ସଚେତନତା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ସେ ଡିକେଏମଏସ୍ ବିଏମଏସଟି ଫାଉଣ୍ଡେସନ୍ ଇଣ୍ଡିଆ ସହ ହାତ ମିଳାଇଛନ୍ତି। ଏହି ଫାଉଣ୍ଡେସନ୍ ବ୍ଲଡ୍ କ୍ୟାନ୍ସର୍ ଓ ରକ୍ତ ସମ୍ବନ୍ଧୀୟ ଅନ୍ୟ ରୋଗ ଯେପରିକି ଥାଲାସେମିଆ ଓ ଏପ୍ଲାସ୍ଟିକ୍ ଏନିମିଆ ବିରୋଧରେ ଲଢ଼ିବାକୁ ସମର୍ପିତ। ସୋନୁ ସୁଦ୍ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି ଯାହାଦ୍ୱାରା ସମ୍ଭବତଃ ୧୦ ହଜାର ଭାରତୀୟ ବ୍ଲଡ୍ ସ୍ଟେମ୍ ସେଲ୍ ଦାତା ଭାବେ ପଞ୍ଜିକୃତ ହେବେ।

ଦୁନିଆରେ ହେମାଟୋଲୋଜିକାଲ୍ କ୍ୟାନ୍ସର୍ ମାମଲାରେ ଭାରତ ତୃତୀୟ ସ୍ଥାନରେ ଅଛି। ପିଲାମାନଙ୍କ ଥରେ କ୍ୟାନ୍ସର୍ ଜନିତ ମୃତ୍ୟୁର ଏହା ଏକ ମୁଖ୍ୟ କାରଣ। ଦେଶରେ ବ୍ଲଡ୍ କ୍ୟାନ୍ସର୍ ମାମଲାକୁ ଦୃଷ୍ଟିରେ ରଖି ବ୍ଲଡ୍ କ୍ୟାନ୍ସର ରୋଗୀଙ୍କୁ ସମର୍ଥନ କରିବା ବହୁତ ଜରୁରୀ। ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ, ରାହୁଲ ଦ୍ରାବିଡ଼ଙ୍କ ଭଳି ସେଲିବ୍ରିଟିଙ୍କ ପରେ ବର୍ତ୍ତମାନ ସୋନୁ ସୁଦ୍ ଲୋକଙ୍କୁ ସଚେତନ କରିବାକୁ ଏକ ଭିଡିଓ ମାଧ୍ୟମରେ ଅପିଲ କରିଛନ୍ତି। ଭିଡିଓରେ ସେ ଦେଶବାସୀଙ୍କୁ ବ୍ଲଡ୍ ସ୍ଟେମ୍ ସେଲ୍ ଡୋନର୍ସ ଭାବେ ପଞ୍ଜିକୃତ ହୋଇ ବ୍ଲଡ୍ କ୍ୟାନ୍ସର ଓ ବ୍ଲଡ୍ ଡ଼ିସଅର୍ଡର ରୋଗୀଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି।

ସୋନୁ ସୁଦ୍ କହିଛନ୍ତି, “ସମାଜ ପ୍ରତି କାମ କରିବାକୁ ମୁଁ ନିଜେ ନିଷ୍ପତ୍ତି ନେଇଛି। ଏହାର କିଛି ଖାସ କାରଣ ନାହିଁ। କିନ୍ତୁ ଆବଶ୍ୟକୀୟଙ୍କ ପାଖକୁ ପହଞ୍ଚିବାକୁ ମୁଁ ସବୁବେଳେ ପ୍ରୟାସ କରିଛି, ସେ ପ୍ରବାସୀ ଶ୍ରମିକ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ ବା କୋଉ ରୋଗୀ।”

ଆଗକୁ ସେ କହିଛନ୍ତି, ଜଣେ ସମ୍ଭାବିତ ବ୍ଲଡ୍ ସେଲ୍ ଡୋନାର୍ ଭାବେ ପଞ୍ଜିକୃତ ହୋଇ ଆମେ ସେମାନଙ୍କ ଜୀବନରେ ଆଶାର ଏକ କିରଣ ଆଣିପାରିବ। ଏହି ଭାବନାକୁ ମୁଁ ଏକ ଦାୟିତ୍ୱ ଭାବେ ଗ୍ରହଣ କରିଛି ସମ୍ଭାବିତ ୧୦ ହଜାର ସ୍ଟେମ୍ ସେଲ୍ ଡୋନର୍ସଙ୍କୁ ଯୋଡି ଏହି ଅଭିଯାନକୁ ଆଗକୁ ବଢାଇବାକୁ ଅନୁରୋଧ କରୁଛି। ଏହିଭଳି କାମ ପ୍ରତି ସମର୍ପିତ ହେବାକୁ ଡିକେଏମଏସ୍ ବିଏମଏସଟି ଭଳି ଏନଜିଓକୁ ସେ ଧନ୍ୟବାଦ ଜଣାଇଛନ୍ତି।
ଡିକେଏମଏସ୍ ବିଏମଏସଟି ଫାଉଣ୍ଡେସନର ସିଇଓ ପ୍ୟାଟ୍ରିକ୍ ପଲ୍ କହିଛନ୍ତି ଯେ, ପ୍ରତ୍ୟେକ ପଞ୍ଜିକରଣ ଦ୍ୱାରା ବ୍ଲଡ଼ କ୍ୟାନ୍ସର ଓ ବ୍ଲଡ୍ ଡ଼ିସଅର୍ଡର ରୋଗୀଙ୍କ ମଧ୍ୟରେ ପୁଣିଥରେ ଜୀବନ ଜିଇଁବାର ଆଶା ଜାଗ୍ରତ ହେବ ଏବଂ ଡୋନର୍ସଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ମ୍ୟାଚ ବ୍ଲଡ଼ ଖୋଜୁଥିବା ରୋଗୀଙ୍କ ମନରେ ଆଶା ସୃଷ୍ଟି ହେବ। ସୋନୁ ସୁଦଙ୍କ ଏହି ଯୋଗଦାନକୁ ସେ ସଲାମ ଜଣାଇଛନ୍ତି। ସମ୍ଭାବିତ ଜୀବନ ରକ୍ଷକ ଭାବେ ପଞ୍ଜିକୃତ କରିବାକୁ ଅଧିକରୁ ଅଧିକ ଭାରତୀୟ ଆଗକୁ ଆସିବେ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like