-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
29-Jun-2025
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ଅନ୍ତର୍ଗତ ବୁଥ ନମ୍ବର ୯୧ ରେ ମନ କି ବାତ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଅବିଭାଷଣକୁ ଧ୍ୟାନ ର ସହ ଶୁଣି ଥିଲେ। ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଭ୍ୟ ଜୟନ୍ତ କୁମାର ପାତ୍ର, ମନ କି ବାତ କାର୍ଯ୍ୟକ୍ରମ ସଂଯୋଜକ ନରେଶ ସିଂ ଲାଲ , ପଞ୍ଚାୟତ ସଭାପତି ଦିନେଶ ସିଂ ଲାଲ, ଜଗନ୍ନାଥ ସିଂ, ହିତେନ୍ଦ୍ର ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଭଳି କେଲିଆ, କକଡାଗୁଡା, ତଥା ଅନ୍ୟାନ୍ୟ ବୁଥ ରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।