-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||     

HOME   ଜିଲ୍ଲା

ମାସିକିଆ ବଟିର ପ୍ରଭାବ.. ଦୁର୍ଘଟଣାଗ୍ରସ୍ତ କଣ୍ଟେନର ଡ୍ରାଇଭରକୁ ପୋଲିସ ଫେରାର କରାଇଲା

23-Jun-2025



ରାଜରାସ୍ତାରେ ଦୁର୍ଘଟଣା ହେଲେ ପୋଲିସ ବିଭାଗ ତୁମ୍ବିତୁଫାନ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବେଦାନ୍ତ ଗାଡି ଡ୍ରାଇଭରକୁ ପୋଲିସ ନିଜେ ଫେରାର କରାଇବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି।

ବଲାଙ୍ଗିର: ପୋଲିସ ବିଭାଗର ଏଭଲି କାର୍ଯ୍ୟାକଳପକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉ ଥିବା ବେଳେ ପୋଲିସ ଏଭଳି ଗାଡିରୁ ମାସିକିଆ ବଟି ଆଦାୟ କରୁଥିବାରୁ ଜଣେ ମାତାଲ ଡ୍ରାଇଭରକୁ ଫେରାର କରିବାରେ ସହଯୋଗ କରିଛି ବୋଲି ଅଭିଯୋଗ ଉଠୁଛି। ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମଧ୍ୟ ଜନସାଧାରଣରେ ଦାବି ହେଉଛି।
  ପ୍ରକାଶ ଯେ, ଗତ ୧୭ ତାରିଖରେ ଭୋର ୪ ଟା ବେଳେ ବେଦାନ୍ତ କମ୍ପାନୀର ଏକ କଣ୍ଟେନର ଜାତୀୟ ରାଜପଥ-୨୬ରେ ବଲାଙ୍ଗୀର ସହରର ପେଲେସ ଲାଇନ୍ ପଡାର ମହିଳା ମହାବିଦ୍ୟାଳୟ ଛକରେ ଭାରସାମ୍ୟ ହରାଇ ରାସ୍ତାକଡର ଦୋକାନମାନଙ୍କୁ ମାଡିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାଟି ରାତିରେ ହୋଇଥିବାରୁ ଏଥିରେ କେହି ଆହତ କିମ୍ବା ମୃତାହତ ହୋଇନଥିଲେ। ତେବେ ଦୁର୍ଘଟଣା ପରେ ପରେ ଗାଡିରୁ ଡ୍ରାଇଭର ଓହ୍ଲାଇ ଥିଲେ ଓ ସେଠାରେ ଉପସ୍ଥିତ ଥିବା କିଛି ପୋଲିସ କର୍ମଚାରୀଙ୍କ ସହିତ କଥା ହେବା ପରେ ଫେରାର ହୋଇଯାଇଥିଲେ। ନିୟମ କହୁଛି ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ହେପାଜତକୁ ନେଇ ତାର ଡାକ୍ତରୀ ପରୀକ୍ଷାର ଆବଶ୍ୟକତା ରହିଥାଏ। ଏହି ପରୀକ୍ଷାରେ ଡ୍ରାଇଭର ମଦ ପିଇ ଗାଡି ଚଳାଉଥିଲା ନା ସୁସ୍ଥ ମସ୍ତିସ୍କରେ ଥାଇ ଗାଡିଡ୍ରାଇଭ କରୁଥିଲା ତାହା ଜଣାପଡିଥାଏ। କିନ୍ତୁ ଏତେ ବଡ ଦୁର୍ଘଟଣା ପରେ ମଧ୍ୟ ପୋଲିସ କଣ୍ଟେନର ଡ୍ରାଇଭରକୁ ଫେରାର କରିଦେଲା। ପୋଲିସ ଏହି ଘଟଣାରେ ଡ୍ରାଇଭରକୁ ଫେରାର ଦର୍ଶାଇଥିବା ବେଳେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜରେ ପୋଲିସ ସାଙ୍ଗରେ କଥା ହୋଇ ଫେରାର କରାଇ ଦେଇଥିଲା ତାହା ସ୍ପଷ୍ଟ ଜଣାପଡୁଛି। ଏହି ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ସେଠିକି ଦୁର୍ଘଟଣା ସମୟରେ ଯାଇଥିବା ପିସିଆର ଡ୍ୟୁଟିରେ କିଏ କିଏ ଥିଲେ ତାହାର ତଦନ୍ତ କରା ଯିବାର ଆବଶ୍ୟକତା ରହିଛି। ଦୁର୍ଘଟଣାର ନହେବାକୁ ନିୟମକାନୁନ ନେଇ ପୋଲିସ ସାଧାରଣ ଜନତାଙ୍କୁ ସଚେତନ କରୁଥିବା ବେଳେ ନିଜେ ଜଣେ ମଦ୍ୟପ କଣ୍ଟେନର ଡ୍ରାଇଭରକୁ ଫେରାର କରାଇବାରେ ସହାୟତା କରିବା ମଧ୍ୟ ଏକ ଅପରାଧିକ କାର୍ଯ୍ୟରେ ପରିଗଣିତ ହେବ। ଡ୍ରାଇଭର ଜଣକୁ ଫେରାର କରାଇ ତାକୁ ପୋଲିସ ରିପୋର୍ଟରେ ଫେରାର ଦର୍ଶାଇ ହାଜର ହେବାକୁ ନୋଟିସ କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଉଛି। ଏଡଭୋକେଟ୍ ଓମକାର ନାୟକ କହିଛନ୍ତି ବଲାଙ୍ଗୀର ସହରରେ ଭାରିଯାନ ମାନେ ଅନେକ ସମୟରେ ନିୟମକାନୁନ ଉଲଂଘନ କରି ଯିବା ଆସିବା କରୁଛି ଓ ଦୁର୍ଘଟଣାଗ୍ରସ୍ତ ହେଉଛି। ପୋଲିସର ଭୁମିକାକୁ ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ଶ୍ରୀ ନାୟକ କହିଛନ୍ତି। ପୋଲିସ ବେଦାନ୍ତ ଭଳି କମ୍ପାନୀର ଭାରିଯାନରୁ ମାସିକିଆ ବଟି ଆଦାୟ କରି ତାଙ୍କର ସବୁ ବେନିୟମ କାମକୁ ସହଯୋଗ କରୁଥିବା ଅଭିଯୋଗ ଉଠୁଛି। ବଲାଙ୍ଗୀର ଏସପି ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜନସାଧାରଣରେ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026

You Might Also Like