-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2025
ନୂଆପଡ଼ା (ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଖରୀଆର ଶାଖା ଆନୁକୁଲ୍ୟରେ ଖରୀଆର ଠାରେ ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ ଆଞ୍ଚଳିକ ପ୍ରବନ୍ଧକ ବଲାଙ୍ଗୀର ଓ ଦିନେଶ କୁମାର ମିଶ୍ର ମୁଖ୍ୟ ପ୍ରବନ୍ଧକ ଖରିଆରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ରୂପେ ଖରୀଆର ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ଓ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଯୋଗଦାନ କରିଥିଲେ ।ଏହି ଅବସରରେ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଜୀବନ ରକ୍ଷା ପାଇଁ ରକ୍ତ ଯୋଗାଇ ମାନବ ସେବା କରୁଥିବା ବହୁ ଚର୍ଚ୍ଚିତ ଯୁବକ ଖରୀଆର ନିବାସୀ ସତ୍ୟମ୍ ସିଂଘଳ ଙ୍କୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ହସ୍ତରୁ ଏକ ବିଶେଷ ସମ୍ମାନ ପ୍ରଦାନ କରାଯାଇଛି ।