-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ବ୍ରହ୍ମପୁର, (ପ୍ରେରଣା ଖବର) :: ବ୍ରହ୍ମପୁର ସହରରେ ନକଲି ଗୁଠୁଖା ଗୋଦାମ ଉପରେ ଚଢ଼ାଉ। ସହର ସ୍ଥିତ ବଡ଼ ବଜାର ଆସ୍କା ରୋଡ଼ ସ୍ଥିତ ଏକ କାରଖାନା ପୋଲିସ ଚଢାଉ କରି 10ରୁ ଅଧିକ ମେସିନ ଓ 20 ବସ୍ତା ଗୁଟଖା ଜବତ କରିଥିବା ସୂଚନା । ଏକ ତିନି ମହଲା ଘରେ ଚାଲିଥିଲା ଫ୍ୟାକ୍ଟ୍ରି । ପୋଲିସ ଏହାର ମାଲିକକୁ ନେଇ ପଚରାଉଚରା କରୁଛି ।