-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
23-Jan-2021
ଦେଓଗାଁ (ପ୍ରେରଣା ଖବର) - ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଜରାସିଂହା ଠାରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଦୁଇ ଜଣ ଙ୍କ ଜୀବନ ଯାଇଛି l
ସୂଚନାରୁ ପ୍ରକାଶ ଯେ ଜରାସିଂହା ଗ୍ରାମ ରେ ହରିଜନ ପ ଡା ଓ ବାହାର ପଡା ମାଧରେ ପୂର୍ବରୁ ଶତ୍ରୁତା ଲାଗିରହିଥିଲା ଏହି ଗାଁ ର ଧନମତ୍ ରାଉତ ଗାଁ ରେ ଏକ ମାଂସ ଓ ପେଟ୍ରୋଲ ଦୋକାନ କରିଥିଲା l କିଛି ଦିନ ପୂର୍ବରୁ ହଠାତ୍ ତାର ଦୋକାନକୁ କିଏ ଜାଳି ଦେଉଥିଲା l ତେବେ ଗୋଟିଏ ନିର୍ଦିଷ୍ଟ ଗୋଷ୍ଠୀ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରି ଧନମତ୍ ସିଧା ସେହି ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା l ସେ ଗାଁର ହରିଜନ ପଡା ର କର୍ଣ୍ଣ ସୁନା ଓ ଶ୍ରୀପତି ବେସରl ଙ୍କୁ ଜମିରେ କାମ କରୁଥିବା ବେଳେ ଟାଙ୍ଗିଆ ରେ ଆକ୍ରମଣ କରିଥିଲା l ଏଥିରେ କର୍ଣ୍ଣ ଓ ଶ୍ରୀପତି ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ ରେ ଭର୍ତି ହୋଇଥିଲେ ମେଡିକାଲରେ ଶ୍ରୀପତି ଙ୍କ ମୃତ୍ୟୁ ହୋଇଥିଲା l ଏପଟେ ଖବର ପାଇ ଉତ୍ୟକ୍ତ ହରିଜନ ପଡା ବାସୀ ଧନମତ ଉପରେ ଆକ୍ରମଣ କରି ଜୀବନ ରେ ମାରି ଦେଇଥିଲେ l ଏଥିରେ ସେହି ଗୋଷ୍ଠୀ ର ଜଣକ ଜୀବନ ଯାଇଛି l l ଏଥ l ଏ ପର୍ଯ୍ୟନ୍ତ ଧନ ମତ ର ପରିବାର ର କୌଣସି ସଦସ୍ୟଙ୍କ ଖୋଜଖବର ମିଳି ନାହିଁ ଉଭୟ ଗୋଷ୍ଠୀ ର ଦୁଇ ଜଣଙ୍କ ଏହି ଗୋଷ୍ଠୀ ସଂଘର୍ଷରେ ଜୀବନ ଯାଇଥିବା ବେଳେ ଦେଓଗାଁ ପୋଲିସ ଘଟନା ର ଛାନଭିନ୍ କରୁଛି l