-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||     

HOME   ଜିଲ୍ଲା

ଜୀବନ ର ସଂଘର୍ଷ ରେ ବିଜୟ ବରଗଡରେ “ଭିନ୍ନ ଏକ ଜୀବନ” କାର୍ଯ୍ୟକ୍ରମ ଦ୍ୱାରା ଜାତୀୟ କର୍କଟ ବିଜେତା ଦିବସ ପାଳିତ, ଅନେକ ପରିବାର ପାଇଁ ଆଶାର ପ୍ରଦୀପ

02-Jun-2025



ବରଗଡ଼ (ନିରଞ୍ଜନ ତ୍ରିପାଠୀ)

ଜାତୀୟ କର୍କଟ ବିଜେତା ଦିବସ ଅବସରରେ ବରଗଡ ଜିଲ୍ଲାରେ ଏକ ସାକାରାତ୍ମକ ଓ ପ୍ରେରଣାଦାୟୀ ପଦକ୍ଷେପ ଗ୍ରହଣ କରାଯାଇଛି – "ଭିନ୍ନ ଏକ ଜୀବନ" କାର୍ଯ୍ୟକ୍ରମ। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନେ ମିଶି ଏହି ଦିନଟିକୁ ଏମିତି ଏକ ଉତ୍ସବ ଭାବରେ ପାଳିଲେ, ଯାହା କେନ୍ସର ସର୍ଭାଇବର୍ସ ଓ ତାଙ୍କ ପରିବାର ପାଇଁ ଆଶା, ଭଲପାଇବା ଓ ମନୋବଳ ର ସନ୍ଦେଶ ନେଇ ଆସିଛି।ଏହି କାର୍ଯ୍ୟକ୍ରମର ବିଶେଷତା ହେଉଛି – ଅନେକ ସଂଗଠନ ଓ ସମାଜସେବୀମାନେ ଏକତ୍ରିତ ହୋଇ ବହୁ କେନ୍ସର ବିଜେତାଙ୍କ ଘରକୁ ପହଞ୍ଚି ସେମାନଙ୍କୁ ଓ ତାଙ୍କର ପରିବାରକୁ ଏହି ବିଜୟ ଦିବସ ଅବସରରେ ସମ୍ମାନିତ କରିବା ସହିତ ମିଷ୍ଟାନ୍ନ ଦେଇଥିଲେ। ଏଥିପାଇଁ ପରିବାର ଲୋକଙ୍କ ମନୋବଳ ବଢିଥିବା ସହିତ ଏକ ନୂଆ ଆଶା ଜନ୍ମ ନେଇଛି।
ଏହି "ଭିନ୍ନ ଏକ ଜୀବନ" ଅଭିଯାନ ରେ ଭୁବନେଶ୍ୱର ରେ ରହୁଥିବା ବରଗଡ ଅଧିବାସୀ ମାନଙ୍କ ଦ୍ବାରା ଗଠିତ ବରଗଡିଆ@ଭୂବନେଶ୍ବର,  ବରଗଡ ଫାଇଟର୍ସ ଗୃପ, ନିଷ୍ଠା ପରିବାର, ସଂକଳ୍ପ ପରିବାର, ସଂଘମିତ୍ରା ଗୃପ, ଜିଲ୍ଲା ସମାଜସେବୀ ସଂଗଠନ, ପରିବର୍ତ୍ତନ ଟ୍ରଷ୍ଟ, ସୋହେଲା ର ଜୀବନ ଜ୍ୟୋତି ଅନୁଷ୍ଠାନ ଙ୍କ ମିଳିତ ଭାବେ ଆଜି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବ୍ଲକ ର ଅନେକ ସଂସ୍ଥା ତଥା ବ୍ଯକ୍ତି ବିଶେଷ ସାମିଲ ହୋଇ ଥିଲେ। ଏହା ଦ୍ୱାରା ଏକ ମଜବୁତ ମାନବୀୟ ଶୃଂଖଳା ଗଠିତ ହୋଇଛି ଯେଉଁଥିରେ କେନ୍ସର ପିଡିତମାନେ ଏକା ନୁହଁନ୍ତି – ସମାଜ ସେମାନଙ୍କ ପାଖରେ ଅଛି ବାର୍ତ୍ତା ପହଞ୍ଚି ପାରିଛି।
ସମ୍ବଲପୁର ରେ ଆୟୋଜିତ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ଦ୍ବାରା ଆୟୋଜିତ "କନସେପ୍ସନ ୨୦୨୫" ରେ ଆଜି ଜାତୀୟ କର୍କଟ ବିଜେତା ଦିବସ ଉପଲକ୍ଷେ ବରଗଡ ଫାଇଟର୍ସ ଗ୍ରୁପ ର ସଦସ୍ୟ ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା, କୁଶଦେବ ସାହୁ ଓ ଶିଶୁ ସର୍ଭାଇଭର୍ କ୍ଷେତ୍ର ମଣି ମେଣ୍ଡାଳିଙ୍କୁ "ବିଶେଷ ବିଜେତା" ଭାବରେ ସମ୍ମାନିତ କରାଯାଇଥିଲା – ଏହା ଅନେକଙ୍କ ପାଇଁ ପ୍ରେରଣା ଦେଇଛି।  ସେହିପରି ବରଗଡ ସହର ସରକାରୀ ହସ୍ପିଟାଲ କୁ ବିଭିନ୍ନ ରୋଗରେ ପିଡୀତ ହୋଇ ଆସୁଥିବା ରୋଗୀ ମାନଙ୍କ ସହାୟକଙ୍କୁ ଦୁଇବର୍ଷ ହେଲା ପ୍ରତ୍ୟେକ ରବିବାର ଦିନ ମାଗଣା ଖାଦ୍ୟ ଦେଇ ଆସୁଥିବା ଜିଲ୍ଲା ସମାଜସେବୀ ସଂଗଠନ ଆଜି ଫାଇଟର୍ସ ଗୃପ କୁ ସମ୍ମାନୀତ କରିଛନ୍ତି। 
ଭିନ୍ନ ଏକ ଜୀବନ କାର୍ଯ୍ୟକ୍ରମ ର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ଜଣେ ମଣିଷ କେନସର ରେ ପିଡୀତ ହେଲାପରେ ସେ ଓ ତା ପରିବାର ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥାନ୍ତି। କିଛି ଦିନ ବା ମାସ ତାଙ୍କର ସଂପର୍କୀୟ ମାନେ ତାଙ୍କ ସହିତ ରହିବା ପରେ ଧିରେ ଧିରେ ନିଜର ବ୍ଯକ୍ତିଗତ କାରଣ ତାଙ୍କଠୁ ଦୂରେଇ ଯାଇଥାନ୍ତି। ସେ ସମୟ ରେ ପିଡୀତ ଓ ପରିବାର ନିଜକୁ ବହୁ ଏକାକୀ ଓ ଅସହାୟ ମନେ କରି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥାନ୍ତି ଏଭଳି ସମୟରେ ପିଡୀତ ମାନସିକ ସ୍ଥିତି ବହୁ ଦୁର୍ବଳ ହୋଇପଡେ। ସେତେବେଳେ ତାର ମନୋବଳ ବ୍ରୁଦ୍ଧି କରିବା ନିହାତି ଜରୁରୀ ହୋଇପଡେ। ତେଣୁ ଏହି କାର୍ଯ୍ୟକ୍ରମ ରେ ମାଧ୍ଯମ ରେ ଏଥିରେ ସାମିଲ ହୋଇଥିବା ସାମାଜିକ ସଂଗଠନ ମାନେ କେନସର ପିଡୀତ ଓ ତାଙ୍କ ପରିବାର କୁ ସୂଚାଇ ଦେବାକୁ ଚାହିଁଛନ୍ତି ଯେ, ସେମାନଙ୍କ ଏଭଳି ସମୟରେ ସେମାନେ ତାଙ୍କ ସହିତ ରହିଛନ୍ତି। ଜୀବନ ଟିକୁ ସଂପୂର୍ଣ୍ଣ ଆନନ୍ଦ ଖୁସି ରେ ରଖିବାକୁ ଅନୁରୋଧ କରିଛନ୍ତି। ଏହି ଅଭିଯାନର ବାର୍ତ୍ତା ହେଉଛି “କେନ୍ସର ହେଲେ ଜୀବନ ଶେଷ ନୁହଁ। ଏହା ଆଉ ଏକ ନୂଆ ଆରମ୍ଭ। ଏହି କାର୍ଯ୍ୟକ୍ରମ କେବଳ ବରଗଡ ଓ ସମ୍ପୂର୍ଣ୍ଣ ଓଡ଼ିଶା ର କେନ୍ସର ପରିବାର ପାଇଁ ଏକ ଆଶାର ନୂଆ ଆଲୋକ ଜଳେଇ ପାରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026
  ଜିଲ୍ଲା  
ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   12-Sep-2026
  ଜିଲ୍ଲା  
ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ   12-Sep-2026
  ଜିଲ୍ଲା  
ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   12-Sep-2026
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026

You Might Also Like