-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
Narasinghpur,09/10- ଆଜି ସକାଳୁ ଏକ ଦୁଃଖଦ ଘଟଣା ଘଟିଯାଇଛି ନରସିଂହପୁର ଥାନାର କାର୍ଯ୍ୟରତ ଏ ଏସ୍ ଆଇ ମଦନମୋହନ କାର୍ଜି ଙ୍କର ଆଜି କରୋନାରେ ଅକାଳ ବିୟୋଗ ଘଟି ଯାଇଥିବା ଥାନା ପକ୍ଷରୁ ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ସୂଚନା ଦେଇଛନ୍ତି
ସୂଚନା ଦିଆଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ 45 ବର୍ଷ ହୋଇଥିଲା ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ସରଳ, ନିଷ୍କପଟକ ହୃଦୟାବନ ବ୍ୟକ୍ତି ଭାବେ ପରିଚିତ ଥିଲେ ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି