-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
ଲୋଇସିଂହା ,09/10- ଲୋଇସିଂହା ବ୍ଲକ ଦୁମଦୁମି ଗ୍ରାମ ଦୁମଦୁମି ଛକ ହାଟ ବଜାରରେ ଲୋଇସିଂହା ବ୍ଲକ ସ୍କୁଲ ପାଚିକାଙ୍କ ଏକ ବୈଠକ ପାଣ୍ଡବ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ପାଚିକାଙ୍କ 28 ମାସ ଦରମା ସରକାର ଦେଇନାହାନ୍ତି l ଏହି ପଇସା କେମିତି ମିଳିବ ଓ ପାଛିକାଂକ ଶାଢ଼ୀ କେମିତି ମିଳିବ ଏ ବିଷୟରେ ଆଲୋଚନା ହୋଇଥିଲା କିଛିଦିନ ପୂର୍ବେ ଲୋଇସିଂହାରେ ଏମାନେ ବିଡ଼ିଓ ଓ beo ଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ l