-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
09-Oct-2020
Dhenkanal,09/10- ଝିଅ ବୋଲି ପିଶାଚ ବାପାର ଆଖିରେ ଗଲାନି । ରକ୍ତ ସମ୍ପର୍କ ସୈତାନରେ ବଦଳିଗଲା । ଛୁଆର ତଣ୍ଟି ଚିପି ମାରିଦେଲା । କାଳେ ଧରାପଡ଼ିବ ସେଥିପାଇଁ ମାଲ ଛୁଆକୁ ଗାତ ଖୋଳି ପୋତିଦେଲା । ପାପ ସାତ ତାଳ ପଙ୍କରୁ ଫୁଟି ବାହାରିବା ଏକଥା ଭୂଲି ଯାଇଥିଲା । ଖବର ସାମ୍ନାକୁ ଆସିଛି । ଘଟଣାସ୍ଥାନରେ ପହଞ୍ଚିଛି ପୋଲିସ । ଘଟଣା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ବସୋଇରେ ଘଟିଛି ।