-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
21-Jan-2021
ରାଉରକେଲା,(ପ୍ରେରଣା ଖବର) : ଭୟାବହ ଅଗ୍ନିକାଣ୍ଡ। ବିଶ୍ରା ବ୍ଲକ କପରଣ୍ଡା ଗାଁରେ ନିଆଁ ଲାଗି ଜଳିଗଲା ଧାନ ଏବଂ ପାଳଗଦା। କପରଣ୍ଡା ଗାଁର ମହତ୍ମାଟୋଲରେ ଇଲେକ୍ଟ୍ରିସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁରେ ଟୁନା ମିଞ୍ଜଙ୍କ ସମସ୍ତ ଧାନ ଗଦା ପୋଡିଜଳି ପାଉଁଶ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଧାନ ଗଦା ମାଲିକ ବହୁ କ୍ଷତି ସହିଛନ୍ତି। ଏପରି କି ସେ ଦୁଃଖରେ ଭାଙ୍ଗି ପଡିଛନ୍ତି।